ଏମାନଙ୍କ ମଧ୍ୟରେ କେବଳ ୨୦୦୯ରୁ ୨୦୧୫ ବ୍ୟାଚ୍ର ଅଫିସର୍ ସାମିଲ ଅଛନ୍ତି । ଆସନ୍ତା ମେ’ ମାସରୁ ଏହି ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଦର୍ଶକମାନେ 'କ୍ରିଶ୍ ୪' ରିଲିଜ୍ ପାଇଁ ଅପେକ୍ଷା କରିଛନ୍ତି। ଏହାକୁ ନେଇ ଏକ ନୂତନ ସୂଚନା ସାମ୍ନାକୁ ଆସିଛି। ହ୍ରିତିକ ରୋଶନଙ୍କ ଏହି ଦମଦାର ଫିଲ୍ମ ରିଲିଜ୍ ହେବ ବୋଲି ସୂଚନା ମିଳିଛି। କାମ କୋଉ ପର୍ଯ୍ୟନ୍ତ ଗଲାଣି, କେବେ ରିଲିଜ୍ ହେବ ଜାଣିବାକୁ ପାଇଁ ପଢନ୍ତୁ।
ଦିନେ ନୁହେଁ କି ଦୁଇ ଦିନ ନୁହେଁ ପରିବାର ଲୋକ ତଥା ସମାଜ ଲୋକଙ୍କ ଠାରୁ ଦୂରେଇ ଦେଢ଼ ବର୍ଷ ଏକ ଗୁମ୍ପାରେ କାଟିଛନ୍ତି ମହିଳା । ହେଲେ କାହିଁକି . . .
ନିକଟରେ ଏକ କାର୍ଯ୍ୟକ୍ରମ ଅବସରରେ ମିଥୁନ ତାଙ୍କ ପୁଅକୁ ନେଇ ଭାବପ୍ରବଣ ହୋଇପଡିଥିଲେ। ସେ ନିଜକୁ ଜଣେ ବହୁତ ଖରାପ ବାପା ବୋଲି ମଧ୍ୟ କହିଛନ୍ତି। ହେଲେ ସେ ଏମିତି କାହିଁକି କହିଲେ, ଆସନ୍ତୁ ଜାଣିବା…
ଏକ ରେଲ୍ୱେ କମ୍ପାନୀ ଯାତ୍ରୀଙ୍କୁ ଅଜବ ପ୍ରକାରର ପରାମର୍ଶ ଦେଇଛି। ଏହି କମ୍ପାନୀ ଯାତ୍ରୀଙ୍କୁ କହିଛି, ଟ୍ରେନ୍ରେ ଯାତ୍ରା ବେଳେ ଅଶ୍ଲୀଳ ଫିଲ୍ମ ଦେଖନ୍ତୁ ନାହିଁ। ଖାଲି ଅଶ୍ଲୀଳ ଫିଲ୍ମ ନୁହେଁ ଅଶ୍ଲୀଳ ଜୋକ୍ସ ମଧ୍ୟ ପଢ଼ନ୍ତୁ ନାହିଁ।
ଏହି ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଦେଶର ମାନ୍ଦାବସ୍ଥା ଅନେକଙ୍କୁ ଡୁବାଇ ଦେଇଥିବା ବେଳେ ଫିଜିକ୍ସ ୱାଲା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିଲା ।
ଖାଲି ସେତିକି ନୁହେଁ ଏହା ଦ୍ୱାରା ଚୟନକର୍ତ୍ତାଙ୍କ ପାଖରେ ଅଧିକ ଅପ୍ସନ୍ ମଧ୍ୟ ରହିବ । ପ୍ରତିଯୋଗୀତା ମଧ୍ୟ ଉଚ୍ଚ କୋଟିର ହେବ ବୋଲି ଆଶା କରାଯାଇଛି ।
ପରୀକ୍ଷା ପୂର୍ବରୁ କେଉଁ ଭାଷାରେ ଚୟନ କରିବେ ସେନେଇ ଛାତ୍ରଛାତ୍ରୀଙ୍କୁ ନିଷ୍ପତ୍ତି ନେବାର ସୁଯୋଗ ଦିଆଯିବ ।
ଆତଙ୍କ ବଢ଼ାଇବାକୁ ଚାହୁଁଥିଲା, ମାଟିରେ ମିଶିଗଲା । ନିଜେ ଜେଲରେ, ସ୍ତ୍ରୀ ଫେରାର୍, ପୁଅକୁ ଏନକାଉଣ୍ଟର ।
ବୃଦ୍ଧା ଫ୍ୟାନ୍ଙ୍କ ଘରେ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି (MS Dhoni) । ଇଚ୍ଛା ପୂରଣ କରିବା ପାଇଁ ନିଜେ ଫ୍ୟାନଙ୍କ ଘରେ ପହଞ୍ଚିଗଲେ । ମାହିଙ୍କୁ ଦେଖି ଖୁସିରେ ଗଦ୍ଗଦ୍ ବୃଦ୍ଧା ।
ମହାକାଶର ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍(ISS)ରେ ଚାଷ ହୋଇଥିବା ଟମାଟୋ ଆଜି ପୃଥିବୀ ପୃଷ୍ଠକୁ ଫେରିବ। କାର୍ଗୋ ରିସପ୍ଲାଏ ମହାକାଶଯାନ- SpaceX's CRS-27ରେ ଏହା ପୃଥିବୀ ପୃଷ୍ଠକୁ ଫେରିବ ବୋଲି ନାସା ପକ୍ଷରୁ ଘୋଷଣା କରାଯାଇଛି।
ସରକାରୀ ବଙ୍ଗଳା ଖାଲି କଲେ ରାହୁଲ ଗାନ୍ଧୀ (Rahul Gandhi) । ମା’ ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇ ଦେଲେ ଜିନିଷପତ୍ର ।
ଏହି କାରନାମା ପଛରେ କେଉଁ ସଂଗଠନର ହାତ ରହିଛି ? ସେନେଇ କୌଣସି ସଠିକ୍ ସୂଚନା ନାହିଁ ।
ଏହା ପଛରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ହାତ ଥିବା ଅଭିଯୋଗ କରି ଆସୁଛି AAP ।
ଘାଟିକୁ ଖସିଲା ବସ୍। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ଆଶଙ୍କା କରାଯାଉଛି।
ଏବର୍ଷ ଦୀର୍ଘ ୬୨ ଦିନ ବ୍ୟାପୀ ହେବାକୁ ଥିବା ଅମରନାଥ ଯାତ୍ରା ଅଗଷ୍ଟ ୩୧ରେ ଶେଷ ହେବ।
ଥରେ ଭାବନ୍ତୁ ତ ଆପଣଙ୍କ ଝିଅ ବାହାରକୁ ବୁଲିବାକୁ ଯାଇ ସେଠାରୁ କଲ୍ କରେ ଆଉ କୁହେ ତା’ ଜୀବନ ବିପଦରେ ଅଛି, ତେବେ ଆପଣଙ୍କ ଅବସ୍ଥା କ’ଣ ହେବ? ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ବାସ୍ତବତା ଜାଣିଲେ ଆପଣ ବି ଚିନ୍ତାରେ ପଡିଯିବେ।
କାନ୍ଥରେ ଲାଗିଥିଲା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କର ।
ଏବେ ସଲମାନ ଖାନଙ୍କ ଡେଟିଂ ଖବର ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆଜିକାଲି ଅଭିନେତାଙ୍କ ସହ ତେଲୁଗୁ ଫିଲ୍ମ ଦୁନିଆର ଜଣେ ଆଗଧାଡିର ଅଭିନେତ୍ରୀ ଡେଟିଂ କରୁଥିବା ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ଅଭିନେତ୍ରୀ କହିଛନ୍ତି…
ପୂର୍ବରୁ ଲାଗୁ ହୋଇଥିବା ୭ମ ବେତନ କମିଶନ ତୁଳନାରେ ୮ମ ବେତନ କମିଶନରେ ଅନେକ କିଛି ପରିବର୍ତ୍ତନ ହୋଇପାରେ ।
ଏ ସମ୍ପର୍କିତ ଏକ ଆବେଦନକୁ ଖାରଜ କରିଦେଇଥିଲେ ଜିଲ୍ଲା କୋର୍ଟ।
ଏକ ସାକ୍ଷାତକାରରେ ରଣବୀର କପୁର ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ସେ କିପରି ନିଜକୁ ସ୍ୱାମୀ ଭାବରେ ମୂଲ୍ୟାଙ୍କନ କରନ୍ତି ସେ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି ଯେ ଆଲିଆଙ୍କ ପାଇଁ ସେ ଜଣେ ମହାନ ସ୍ୱାମୀ ହୋଇପାରି ନାହାନ୍ତି। ଏମିତି କାହିଁକି କହିଲେ…
ବାଣ, ବାଜା ରୋଷଣୀର ତାଳେ ତାଳେ ଫୁଲ୍ ଜୋସ୍ରେ ନାଚୁଛନ୍ତି ବରଯାତ୍ରୀ । ନାଚଗୀତରେ ମସଗୁଲ୍ ବରଘର ଲୋକେ । କିନ୍ତୁ ଏଠି ଖୋଦ୍ ବର ବରଯାତ୍ରୀଙ୍କ ପାଇଁ ଗୀତ ଗାଇ ଖୁସି ହେଉଛନ୍ତି ।