ଏହି ନନ୍ଦୀ ମୂର୍ତ୍ତି ଦେହରେ ଘଣ୍ଟି, ମାଳ ଏବଂ ଦଉଡ଼ିକୁ ମଧ୍ୟ ନିଖୁଣ ଭାବେ ପଥରରେ ଉତାରିଛନ୍ତି ଶିଳ୍ପୀ ଅରୁଣ ଯୋଗୀରାଜ । କିଛି ଦିନ ତଳେ ଏହି ମୂର୍ତ୍ତି ମହୀଶୁରରୁ ପଠାଯାଇ ଅମରାନାଥ ପୀଠ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ।
ବରଫ ଶିବଲିଙ୍ଗ ରୂପରେ ବିରାଜମାନ କରିଛନ୍ତି ବାବା ମହାଦେବ।
ଅମରନାଥ ଯାତ୍ରା ଜୁନ୍ ୨୯ରୁ ଆରମ୍ଭ ହେବ । ଏହି ଯାତ୍ରା ଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବ । ତେବେ ୫୨ ଦିନ ଧରି ଶ୍ରଦ୍ଧାଳୁ, ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ଅମରନାଥ ଯାତ୍ରାର ସୁଯୋଗ ମିଳିବ।
ଏଣିକି ଯେଉଁ ଭକ୍ତ ଚାହିଁବେ ସେମାନେ ୪ ଚକିଆ ଗାଡ଼ିରେ ବସି ପବିତ୍ର ଅମରନାଥ ଗୁମ୍ଫାରେ ପହଞ୍ଚି ପାରିବେ ।
ଏହି ସମୟରେ ପର୍ଯ୍ୟଟକଙ୍କର ସ୍ୱାସ୍ଥ୍ୟ ଖରାପ ନହେଉ, ସେଥିପାଇଁ ଏହି ସବୁ ଅସ୍ୱାସ୍ଥ୍ୟକର ଖାଦ୍ୟକୁ ବାରଣ କରାଯାଇଛି ।
ଏବର୍ଷ ଦୀର୍ଘ ୬୨ ଦିନ ବ୍ୟାପୀ ହେବାକୁ ଥିବା ଅମରନାଥ ଯାତ୍ରା ଅଗଷ୍ଟ ୩୧ରେ ଶେଷ ହେବ।
ଅମରନାଥରେ ଶନିବାର ସନ୍ଧ୍ୟାରେ ବାଦଲ ଫଟା ବର୍ଷା ଯୋଗୁ ଶତାଧିକ ଶ୍ରଦ୍ଧାଳୁ ଫସି ରହିଛନ୍ତି। ଗୁମ୍ଫା ଓ ପାର୍ବତ୍ୟ ଅଞ୍ଚଳରେ ଫସି ରହିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ରାୟଗଡ଼ାର ୫ ଜଣ ଅଛନ୍ତି।
ପ୍ରଳୟକୁ ୨୪ ଘଣ୍ଟ ବିତିଯାଇଥିଲେ ବି ପ୍ରଳୟ ପରର ଚିତ୍ର ଏବେ ବି ତାଜା ରହିଛି। ସମୁଦ୍ର ଢେଉ ପରି ପାଣି ଆସି ସବୁକିଛି ଭସାଇ ନେବା ପରେ ଏବେ ତା’ ଭିତରୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ।
ପବିତ୍ର ଅମରନାଥ ଯାତ୍ରା ବେଳେ ବଡ଼ ଅଘଟଣ ଘଟିଛି। ବାଦଲଫଟା ବର୍ଷା ଯୋଗୁ ୧୬ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ସେହିପରି ୩୦ରୁ ଅଧିକ ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି।