ଏ ସମ୍ପର୍କିତ ଏକ ଆବେଦନକୁ ଖାରଜ କରିଦେଇଥିଲେ ଜିଲ୍ଲା କୋର୍ଟ।
କୌଣସି ବିବାହିତ ମହିଳାଙ୍କ ଶରୀରରେ 'ମୁଁ ତୁମକୁ ଭଲ ପାଏ' ଲେଖିବା, ଚଠି ଦେବା ଓ କବିତା ଲେଖି ଫିଙ୍ଗିବା ଅପରାଧ ବୋଲି ଧରାଯିବ । କେହି ଏପରି ଅଶାଳୀନ ବ୍ୟବହାର କଲେ ତା’ ବିରୁଦ୍ଧରେ ଯୌନ ନିର୍ଯାତନା ଆଧାରରେ ମାମଲା ରୁଜୁ ହେବ ।