ପୁଣି ଧାନ କିଣାରେ ଅବ୍ୟବସ୍ଥା ! ଗ୍ରାଉଣ୍ଡ ଜିରୋରୁ ସାମନାକୁ ଆସିଲା ଚାଷୀଙ୍କ ବିକଳ ଚିତ୍ର ।
ଫାଇବର କେବୁଲ ବିଛାଇବା ପାଇଁ ପ୍ରଧାନମନ୍ତ୍ରୀ ୧୧ଶହ କୋଟି ଟଙ୍କା ଦେଇଛନ୍ତି ।
ସାମାନ୍ୟ ସୁସ୍ଥ ହେବା ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଡିସ୍ଚାର୍ଜ କରାଯିବା ସହ ଭୁବନେଶ୍ୱର ଏମ୍ସକୁ ରେଫର୍ କରାଯାଇଛି।
ମେଡିକାଲରେ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ଜଣେ ପ୍ରଫେସରଙ୍କ ସମେତ ସିଡିଏମଓ ଏବଂ ଏଡିଏମଓ ।
୨୪ ନିର୍ବାଚନରେ ୧୬ ଲୋକସଭା ସିଟ୍ ଜିତିବାକୁ ବିଜେପିର ଲକ୍ଷ୍ୟ ।
ଅଭିନବ ସୋନକାର କୋରାପୁଟ SP । ଜ୍ଞାନରଂଜନ ମହାପାତ୍ର ଢେଙ୍କାନାଳ SP ।
ନବୀକରଣ ପ୍ରକଳ୍ପର ଶୁଭ ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ନିରୀହ ଆଦିବାସୀଙ୍କୁ ମନଇଚ୍ଛା ଔଷଧ ଦେଉଛନ୍ତି ନକଲି ଡାକ୍ତର । ରାଇରଙ୍ଗପୁର ମେଡିକାଲରେ ୩୭ ଡାକ୍ତରରୁ ଅଛନ୍ତି ମାତ୍ର ୮ ଜଣ ।
ଜଗତସିଂହପୁର ଡେପୁଟି କଲେର ଚିତ୍ତରଂଜନଙ୍କ ବିପୁଳ ସଂପତ୍ତି ଠାବ ହୋଇଛି ।
କଳାକୁ ଏତେ ଡର କାହିଁକି? ସଭା ସ୍ଥଳ ଯିବା ପୂର୍ବରୁ କଳା ଜିନିଷ ବାହାରେ ରଖି ଯିବାକୁ ପଡ଼ିଲା
ଆବାସ ଯୋଜନାରେ ଘରଟିଏ ପାଇଁ ଦାବି କରିଛନ୍ତି ସଂପୃକ୍ତ ଦିବ୍ୟାଙ୍ଗ ।
ପିଲାଟି କୁକୁର କାମୁଡ଼ା ରୋଗୀଙ୍କ ଲାଇନ୍ରେ ଛିଡ଼ା ହୋଇଥିଲା ।
ଫୋନ୍ ସ୍ୱିଚ୍ ଅଫ୍ ଥିଲେ, ମୋ ଜୀବନ ଚାଲିଯାଇ ଥାଆନ୍ତା ।
ନୀଳଗିରି ଚାଷ ଜମିରେ ଚାଲିଛି ସାଟେଲାଇଟ୍ ସର୍ବେକ୍ଷଣ । କେଉଁଠି ସମବାୟ ସମିତିର କର୍ମଚାରୀ ତ ଆଉ କେଉଁଠି, ରାଜସ୍ୱ ନୀରିକ୍ଷକ ବିଲ ଭିତରକୁ ଯାଇ ଫିଜିକାଲ ସର୍ବେକ୍ଷଣରେ ଲାଗି ପଡିଛନ୍ତି ଅଧିକାରୀ ।
ଆନ୍ଦୋଳନକାରୀ ଓକିଲଙ୍କ ପ୍ରତି ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ସତ୍ତ୍ୱେ ଆନ୍ଦୋଳନକୁ ନେଇ ଅପ୍ରୀତିକର ସ୍ଥିତି ।
କେଉଁଠି ଆଦୌ ଖୋଲିନି ତ ଆଉ କେଉଁଠି ଦେଖା ନାହାନ୍ତି ମିଲର୍ସ ।
୫ ମାସ ହେଲାଣି ଚାଉଳ ମିଳୁନି। ୫ ଗାଁର ୧୦୦ ଲୋକଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି..ବକେୟା ରାସନ ମାଗିଲା ବେଳକୁ ନାଲିଆଖି ଦେଖାଉଛନ୍ତି ଡିଲର। ପ୍ରଶାସନ ପାଖରେ ଅଭିଯୋଗ କରିବା ପରେ..
ଗାଁ ଦାଣ୍ଡ ହେଉ କି ପାହାଡ଼ ପର୍ବତ । ଯେତେବେଳେ ଯେଉଁଠି ଯେମିତି ସୁଯୋଗ ମିଳିଲା ସବୁ ସମୟରେ ଦୁଇଜଣ କରିଚାଲିଛନ୍ତି ବ୍ୟାୟାମ ।
ବେଶ୍ ଚାଲାକର ସହ କଥା କହି ଭୋଳାନାଥଙ୍କୁ ନିଜ ଜାଲରେ ଫସାଇଥିଲେ।
ଯୁଆଡେ ଦେଖିବେ, ଯେତେ ଦୂର ଯାଏଁ ଦେଖିବେ । କେବଳ ବାଲି ଲୋଡ୍ ହେଉଥିବ । ଆଉ ଟ୍ରକ୍ ଓ ଟ୍ରାକ୍ଚରରେ ବୋହି ନିଆଯାଉଥିବ । କିଏ ନେଉଛି, କେତେ ନେଉଛି ତାହାର ହିସାବ ନାହିଁ । ହେଲେ ଦିନ ଦ୍ୱିପ୍ରହରେ ଚୋରାଚାଲାଣ ହେଉଛି ବାଲି ଆଉ ମାଲେ ମାଲ ହେଉଛନ୍ତି ବାଲି ମାଫିଆ ।
ପୁଅ ବିରୋଧରେ ଉପେନ୍ଦ୍ର ପ୍ରଶାସନର ଦ୍ୱାରସ୍ଥ ବି ହୋଇଥିଲେ । ହେଲେ କିଛି ଲାଭ ପାଇନଥିଲେ ।
ଘଟଣା ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ, ଆଉ କହିବେ ଏମିତି ପୁଅ ଥାଇକି ଲାଭ କଣ ?
ଆନ୍ଦୋଳନସ୍ଥଳରେ ପହଞ୍ଚିବାର କିଛି ସମୟ ପରେ ହିଁ ଆନ୍ଦୋଳନକାରୀଙ୍କ ହାତ ଗୋଡ଼ ସହ ସର୍ବାଙ୍ଗ କୁଣ୍ଡାଇ ହୋଇଥିଲା
ସ୍ୱାମୀଙ୍କର ଏ ଅବସ୍ଥା ପାଇଁ ଦିନ ରାତି ଏକ କରି ସେବା କରୁଛନ୍ତି ସ୍ତ୍ରୀ । କିଡନୀ ଖରାପ ହୋଇଥିବାରୁ ବାଲେଶ୍ୱର ମେଡିକାଲରେ ଡାଇଲିସିସ୍ ବି ଚାଲିଛି ।
ଇଏ ହିଁ ପ୍ରକୃତ ପ୍ରେମ। ବେଦୀରେ ବର ବସିଛି, ହ୍ୱିଲ ଚେୟାରରେ କନିଆଁ ବସିଛି। ହୁତୁହୁତୁ ହୋଇ ଜଳିଲା ହୋମକୁଣ୍ଡ..ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଦିବ୍ୟାଙ୍ଗ ପ୍ରେମିକାର ହାତ ଧରିଲେ ପ୍ରେମିକ..ସବୁଠି ଏଇ ବାହାଘରକୁ ନେଇ ଚାଲିଛି ଚର୍ଚ୍ଚା