• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pds Rice

plastic Rice
ଚାଉଳ ଦ୍ୱନ୍ଦ୍ୱ ? ଭିଟାମିନ୍ ଯୁକ୍ତ ବନାମ ପ୍ଲାଷ୍ଟିକ୍

PDS ଚାଉଳ ବସ୍ତାରେ ପ୍ଲାଷ୍ଟିକ ଚାଉଳ ମିଶୁଥିବା ଅଭିଯୋଗ । ଯୋଗାଣ ଅଧିକାରୀ କହିଛନ୍ତି, ଏହା ପ୍ଲାଷ୍ଟିକ ଚାଉଳ ନୁହେଁ । ଏହା ଭିଟାମିନ ଯୁକ୍ତ ଚାଉଳ । ଶରୀରରେ ଆଇରନ ଡେଫିସିଏନସିକୁ କମାଇବା ପାଇଁ ଯୋଗାଉଛନ୍ତି ସରକାର ।

PDS Rice Controversy
ନବୀନ ବ୍ରାଣ୍ଡର ବ୍ୟାଗ୍ ବଣ୍ଟାକୁ ନେଇ ତେଜିଲାଣି ବିରୋଧ, କେଉଁଠି ପୋଡ଼ି ତ କେଉଁଠି ହଙ୍ଗାମା

କେଉଁଠି ପୋଡ଼ି... କେଉଁଠି ପ୍ରତିବାଦ- ହଙ୍ଗାମା। ଭିନ୍ନ ଢଙ୍ଗରେ, ଭିନ୍ନ ବାଗରେ ଭୋଟ୍ ପୂର୍ବରୁ ପୁଣି ତେଜିଲା ଚାଉଳ ପଲିଟିକ୍ସ।

BJD
ଭୋଟ୍ ପୂର୍ବରୁ ପୁଣି ତେଜିଲା ଚାଉଳ ପଲିଟିକ୍ସ

ସବୁଠି ଚାଉଳ ବଣ୍ଟନ କେନ୍ଦ୍ର ସାମ୍ନାରେ ଲାଗିଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ଫଟୋ ଥିବା ବ୍ୟାନର ଆଉ ଫ୍ଲେକ୍ସ। ଲେଖା ହେଇଛି- ଖାଦ୍ୟ ସୁରକ୍ଷାର ଭରସା । ପ୍ରତି ହିତାଧିକାରୀଙ୍କୁ ପ୍ରତି ମାସ, ମାଗଣାରେ ୫ କିଲୋଗ୍ରାମ ଚାଉଳ ଯୋଗାଣ। ଆଉ ରାଜ୍ୟର ପ୍ରାୟ ସବୁଠି ଏମିତି ପୋଷ୍ଟର ମରାକୁ ନେଇ ତେଜିଛି ବିବାଦ।

Locals allege corruption
ଚାଉଳ ନେଇଯାଉଛନ୍ତି ଭୂତ !

ଆଶ୍ଚର୍ଯ୍ୟ ! କିଏ ୫ ବର୍ଷ ହେଲାଣି ତ ଆଉ କିଏ ମରି ୬ ମାସ ହେଲାଣି । କିନ୍ତୁ ସେମାନଙ୍କ ନାଁରେ ଚାଉଳ ଦେଉଛନ୍ତି ସରକାର । ହେଲେ ପାଉନାହାନ୍ତି ପରିବାର । ତେବେ ସେହି ଚାଉଳ ନେଉଛି କିଏ ?

PDS rice
ଆଶ୍ଚର୍ଯ୍ୟ ! କଣ୍ଟ୍ରୋଲରୁ ଭୂତ ନେଇଗଲେ ଚାଉଳ !

ଆଶ୍ଚର୍ଯ୍ୟ ! କିଏ ୫ ବର୍ଷ ହେଲାଣି ତ ଆଉ କିଏ ମରି ୬ ମାସ ହେଲାଣି । କିନ୍ତୁ ସେମାନଙ୍କ ନାଁରେ ଚାଉଳ ଦେଉଛନ୍ତି ସରକାର । ହେଲେ ପାଉନାହାନ୍ତି ପରିବାର । ତେବେ ସେହି ଚାଉଳ ନେଉଛି କିଏ ?

Water Issue
ନିର୍ବାଚିତ ପ୍ରତିନିଧି ସମସ୍ୟାର ସମାଧାନ ପାଇଁ ହାତ ଟେକିଦେଉଛନ୍ତି, ସେଇଠି ଲୋକଙ୍କ ଦୁଃଖ ବୁଝିବ କିଏ?

ନବୀନ ଓଡ଼ିଶାର ବିକାଶ କଣ ଜାଣନ୍ତିନି ଏମାନେ । ଭୁଗୋଳ ପୋଥିରେ ନାଁ ନଥିବା ଭଳି ନାନା ସମସ୍ୟାରେ ଦହଗଞ୍ଜ ହେଉଛି ଏ ମାଟିର ମଣିଷ । ପାଣି ଟୋପେ ପାଇଁ ଯେମିତି ହନ୍ତସନ୍ତ ଠିକ୍ ସେମିତି ପିଡିଏସ ଚାଉଳ ପାଇଁ ସେମିତି । କହିଲେ ବି କେହି ଶୁଣିବା ଲୋକ ଏଠି ନାହାନ୍ତି

Jojanara Na Hariloot
ରାସନ୍ କାର୍ଡଧାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚାଉଳ ହଡପ୍, ଗରିବଙ୍କ ଦୁଃଖ ବୁଝିବ କିଏ ?

ପିଡିଏସ୍ ବଣ୍ଟନରେ ଅନିୟମିତତା । ଦୁର୍ନୀତିଖୋର ଡିଲରଙ୍କ ଯୋଗୁଁ ହଇରାଣ ହେଉଛନ୍ତି ବିପିଏଲ୍ ହିତାଧିକାରୀ ।

corruption in PDS rice
PDS ଚାଉଳରେ ମିଶିଛି ପ୍ଲାଷ୍ଟିକ୍‌?

ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ପ୍ଲାଷ୍ଟିକ ଚାଉଳ ଦିଆଯାଇଥିବା ନେଇ ଅଭିଯୋଗ ଆସିଲା ପରେ ଆମେ ସ୍ଥିତି ପରଖିବା ପାଇଁ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଗମ୍ଭେରଡିହି ପଚାଂୟତର ବଡବାହାଲ ପଡାରେ ପହଚିଂଥିଲୁ । ଚାଉଳରେ କିଛି ମିଶିଥିବା ଦେଖିବା ପରେ ଭୟରେ ଚାଉଳକୁ ନରାନ୍ଧି ଘରେ ରଖିଛନ୍ତି ଖାଉଟି।

PDS rice
PDS ଚାଉଳରେ ମିଶିଛି ପ୍ଲାଷ୍ଟିକ୍‌?

PDS ଚାଉଳରେ ମିଶିଛି ପ୍ଲାଷ୍ଟିକ୍‌? ଚୋବେଇଲେ ଚିଣ୍ଡୁନି ...ଅଠାଳିଆ ଲାଗୁଛି। ସିଝେଇଲେ ବି ସିଝୁନି। ରିଟେଲରଙ୍କ ପାଖରୁ ଚାଉଳ ଆଣିବା ପରେ ଏବେ ଡରିକି ପିଡିଏସ ଚାଉଳରେ ରୋଷେଇ କରୁନାହାନ୍ତି ଲୋକ। ଯୋଗାଣ ଅଧିକାରୀ କହୁଛନ୍ତି...

PDS
ବଣ୍ଟନ ବ୍ୟବସ୍ଥାରେ ସାଂଘାତିକ ଅବ୍ୟବସ୍ଥା; ରାଜ୍ୟରେ ୨ ଲକ୍ଷରୁ ଅଧିକ ଜାଲ୍ ହିତାଧିକାରୀ

ଗୋଟିଏ ପଟେ କେନ୍ଦ୍ର ସରକାର ଗରିବଙ୍କ ୫ କେଜି ଚାଉଳ କାଟିଦେବା ନେଇ ବିଜେଡି ଚଳାଇଛି ବିକ୍ଷୋଭ । ଅନ୍ୟପଟେ ପଦାକୁ ଆସିଛି ବଣ୍ଟନ ବ୍ୟବସ୍ଥାର ସାଙ୍ଘାତିକ ଅବ୍ୟବସ୍ଥା । ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ଲକ୍ଷରୁ ଅଧିକ ଜାଲ୍ ହିତାଧିକାରୀ । ଯାହାକୁ ନେଇ ଅଡୁଆରେ ରାଜ୍ୟ ସରକାର । ବେଆଇନ୍ ଭାବେ ଏସବୁ ନାଁ କିଏ ଯୋଡ଼ିଲା, ଚାଉଳ କିଏ ନେଉଛି ତାକୁ ନେଇ ଉଠିଛି ପ୍ରଶ୍ନ । ଜାଲ୍ କାର୍ଡ ମାଧ୍ୟମରେ ବ୍ୟାପକ ଘୋଟାଲା କରାଯାଉଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ।

PDS RICE
ବଣ୍ଟନ ବ୍ୟବସ୍ଥାରେ ସାଂଘାତିକ ଅବ୍ୟବସ୍ଥା; ରାଜ୍ୟରେ ୨ ଲକ୍ଷରୁ ଅଧିକ ଜାଲ୍ ହିତାଧିକାରୀ

ଆଇନ୍ ଭାବେ ନାଁ କିଏ ଯୋଡ଼ିଲା, ଚାଉଳ କିଏ ନେଉଛି ତାକୁ ନେଇ ଉଠିଲା ପ୍ରଶ୍ନ

‘Rice politics’ turn debate topic for BJD Vs BJP In Odisha
ମୋଦି ଚାଉଳକୁ ଠିକ୍ ଭାବେ ବାଣ୍ଟନ୍ତୁ ନବୀନ ସରକାର: ଧର୍ମେନ୍ଦ୍ର

ମୋଦିଙ୍କ ମାଗଣା ଚାଉଳ  ବଣ୍ଟନ ପରେ ନବୀନଙ୍କ ଚାଉଳ ରାଜନୀତି ଶେଷ ହୋଇଯାଇଛି।

Odisha Politics
ଏଣିକି ବର୍ଷେ ଯାଏଁ ମାଗଣା ଚାଉଳ, ୧ ଟଙ୍କା ବି ଦେବାକୁ ପଡ଼ିବନି

ମାସିକ ମୁଣ୍ଡପିଛା ମିଳିବ ୫ କେଜି ଚାଉଳ, ଖର୍ଚ୍ଚ ହେବ ୧୮୫ କୋଟି । ମୋଦି ଚାଉଳ ବନାମ ନବୀନ ଚାଉଳକୁ ନେଇ ତେଜିଲା ରାଜନୀତି ।

Free ration
ଆଉ ବର୍ଷେ ମିଳିବ ମାଗଣା ଚାଉଳ : ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୨୦୨୩ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

PDS
ଚାଉଳ ଦେଉନାହାନ୍ତି ବରଂ ଘର ଲୋକଙ୍କ ସହ ମିଶି ଧମକ ଦେଉଛନ୍ତି ଡିଲର୍‌

୫ ମାସ ହେଲାଣି ଚାଉଳ ମିଳୁନି। ୫ ଗାଁର ୧୦୦ ଲୋକଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି..ବକେୟା ରାସନ ମାଗିଲା ବେଳକୁ ନାଲିଆଖି ଦେଖାଉଛନ୍ତି ଡିଲର। ପ୍ରଶାସନ ପାଖରେ ଅଭିଯୋଗ କରିବା ପରେ..

1 Rupee Rice
ବାହା ବାହାରେ ବ୍ୟବସ୍ଥା ! ୬ ଟଙ୍କା ଘୋଡ଼ାକୁ ନଅ ଟଙ୍କାର ଦାନା.. ୧୫ କିମି ଦୁରରେ ମିଳୁଛି ଚାଉଳ

ସରକାର ସାହାପୁର ପଞ୍ଚାୟତକୁ ଯୋଗାଉଥିବା ରାସନ ସାମଗ୍ରୀ ସାହାପୁର ପଞ୍ଚାୟତ ବଦଳରେ ହରସିଂହପୁର ପଞ୍ଚାୟତରେ ଦେଉଛନ୍ତି ।

Ration
ଦୁର୍ନୀତିର ଚରମ ସୀମା ! ତିନି ମାସ ହେଲା ରାସନ ନାହିଁ, ଖାତାରେ ନିଆଯାଇଛି ଦସ୍ତଖତ

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଖାଉଟିମାନେ ଚାଉଳ ନପାଇଥିବା ବେଳେ ରିଟେଲର ସେମାନଙ୍କ ଦସ୍ତଖତ କିନ୍ତୁ ଖାତାରେ କରାଇଛନ୍ତି । ଯାହାକୁ ନେଇ ଚରମସୀମାରେ ପହଞ୍ଚିଛି ଅସନ୍ତୋଷ ।

Irregularities in distribution of PDS rice
ସତ ହୋଇଥିଲେ ସାଙ୍ଘାତିକ : ଭୂତ ନେଉଛି କି ପିଡିଏସ ସାମଗ୍ରୀ ?

ଭୂତ ଖାଉଛି ପିଡିଏସ ସାମଗ୍ରୀ। ହିତାଧରକାରୀଙ୍କ ମୃତ୍ୟୁର ୫ ବର୍ଷ ପରେ ବି ପରିବାରକୁ ଅନ୍ଧାରରେ ରଖି ପିଡିଏସ ସାମଗ୍ରୀ ଉଠାଣ ହୋଇଥିବା ଅଭିଯୋଗ ଆସିଛି। ଏବେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଯାଇଛି...

Head Master
ସ୍କୁଲ ଚାଉଳ ବିକି ଧରାପଡ଼ିଲେ ପ୍ରଧାନ ଶିକ୍ଷକ, ସାଙ୍ଗରେ ଥିଲେ ଆଉ ଦୁଇ କର୍ମଚାରୀ

ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଏହି ଘଟଣାର ସଠିକ ତଦନ୍ତ କରାଯିବା ସହ ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେବାକୁ ଦାବି ହୋଇଛି ।