/odishatv-khabar/media/post_attachments/uploadimage/library/16_9/16_9_0/Divyanga_1671692344.jpg)
Divyanga
ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆଗରେ ଦିବ୍ୟାଙ୍ଗ । ବାଲେଶ୍ୱର ରେ ମୁଖ୍ୟମନ୍ତ୍ରୀ ଙ୍କ ଗାଡ଼ି ଆଗକୁ ପଶି ଆସିଲେ ଜଣେ ଦିବ୍ୟାଙ୍ଗ । ନିଜର କିଛି ଦାବି ଜଣାଇବାକୁ ଦିବ୍ୟାଙ୍ଗ ଜଣଙ୍କ ପଶି ଆସିଥିବା ସୂଚନା । ପୋଲିସ୍ ତୁରନ୍ତ ଦିବ୍ୟାଙ୍ଗ ଯୁବକଙ୍କୁ ଉଠାଇ ନିଜ ହେପାଜତକୁ ନେଲା । ଦିବ୍ୟାଙ୍ଗ ଯୁବକ ଖଇରା ଅଞ୍ଚଳର ହୋଇଥିବା ସୂଚନା । ଆବାସ ଯୋଜନାରେ ଘରଟିଏ ପାଇଁ ଦାବି କରିଛନ୍ତି ସଂପୃକ୍ତ ଦିବ୍ୟାଙ୍ଗ ।
Advertisment
ଅଧିକ ପଢ଼ନ୍ତୁ: ହୋର୍ଡିଂ ଉପରେ ହାଇଡ୍ରାମା ! ମୁକ୍ତିକାନ୍ତଙ୍କ ଆତ୍ମାହୁତି ଧମକ୍, ବଢ଼ାଇଦେଲା ସରକାରଙ୍କ ଚିନ୍ତା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)