ପିଡିଏସ୍ ସାମଗ୍ରୀ ବାଟମାରଣା ରୋକିବାକୁ । ସରକାର ନିଜେ ବାଣ୍ଟିବେ ରାସନ୍ । ମାଗଣାରେ ବି ମିଳିପାରେ କିଛି ସାମଗ୍ରୀ । ରାଜ୍ୟରେ ବଣ୍ଟନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାର ଉଦ୍ୟମ ସ୍ବରୂପ ପ୍ରତି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ପୋଷଣ କେନ୍ଦ୍ର ଖୋଲାଯିବା ଉପରେ ଗୁରୁତ୍ବ ଦେଉଛନ୍ତି ମୋହନ ସରକାର।
ପିଡିଏସ୍ ବଣ୍ଟନରେ ଅନିୟମିତତା । ଦୁର୍ନୀତିଖୋର ଡିଲରଙ୍କ ଯୋଗୁଁ ହଇରାଣ ହେଉଛନ୍ତି ବିପିଏଲ୍ ହିତାଧିକାରୀ ।
ପିଡିଏସ୍ ହିତାଧିକାରୀଙ୍କ ମନରେ ଛନକା, ସରକାରୀ ଚାଉଳରେ ମିଶିଛି ପ୍ଲାଷ୍ଟିକ୍ ଚାଉଳ। ଲମତାପୁଟରେ ହିତାଧିକାରୀ ଏ ଚାଉଳ ଧରି ବିଡିଓଙ୍କ ପାଖେ ଫେରାଦ ବି ହୋଇଛନ୍ତି । ତେଣେ ଏଭଳି ମାଳ ମାଳ ଅଭିଯୋଗ ଭିତରେ ବାଲେଶ୍ୱର ସିଏସ୍ଓଙ୍କ ପାଖରୁ ଆସିଛି ସ୍ପଷ୍ଟୀକରଣ…
୫ ମାସ ହେଲାଣି ଚାଉଳ ମିଳୁନି। ୫ ଗାଁର ୧୦୦ ଲୋକଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି..ବକେୟା ରାସନ ମାଗିଲା ବେଳକୁ ନାଲିଆଖି ଦେଖାଉଛନ୍ତି ଡିଲର। ପ୍ରଶାସନ ପାଖରେ ଅଭିଯୋଗ କରିବା ପରେ..
ବାଃବାଃରେ ବ୍ୟବସ୍ଥା। ଟଙ୍କିକିଆ କିଲେ ଚାଉଳ ପାଇବା ଲାଗି ଖର୍ଚ୍ଚ କରିବାକୁ ପଡୁଛି ୨ଶହ ଟଙ୍କା...ଚାଲିବାକୁ ପଡୁଛି ୧୫ କିମିର ରାସ୍ତା...
ମଦୁଆଙ୍କୁ ଏଣିକି ମିଳିବ ନାହଁ ସରକାରୀ ରାସନ। ଯେଉଁମାନେ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି ଅର୍ଥାତ୍ ଯେଉଁମାନେ ଚାଉଳ, ଗହମ ଓ କିରୋସିନ୍ ସୂଲଭ ମୂଲ୍ୟରେ ପାଉଛନ୍ତି ସେମାନଙ୍କ ପାଇଁ ଏହା ବଡ଼ ଖବର। କାରଣ ଆଉ ମଦ ପିଇବା ଲୋକଙ୍କୁ ଦିଆଯିବ ନାହିଁ ସରକାରୀ ରାସନ।