ତାଳଚେର ଅନୁଗୁଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ତାମଡ଼ା) ଓ ଏମ୍ସିଏଲ୍ ମଧ୍ୟରେ ଭୁଗର୍ଭ କୋଇଲା ଖଣିରେ ବାଲି ଭର୍ତ୍ତି କରିବାକୁ ନେଇ ଚିଠିରେ ଖେଳ ଚାଲିଛି । ଆଉ ସହରବାସୀଙ୍କ ଉପରେ ଘନେଇବାରେ ଲାଗିଛି ବିପଦ।
ପୂର୍ବ ବର୍ଷର ତଥ୍ୟକୁ ଦେଖିଲେ ଗତ ବର୍ଷ ଫେବୃଆରୀ ତାପମାତ୍ରା ୩୦ ଡିଗ୍ରୀରୁ କମ୍ ରହିଥିଲା, ହେଲେ ଏଥର...
ଆବାସ୍ ଲିଷ୍ଟ ତ୍ରୁଟିକୁ ନେଇ ରାଜ୍ୟବ୍ୟାପୀ ଗ୍ରାମସଭାରେ ଝଡ଼ । ସାରା ବଲାଙ୍ଗିର ଜିଲ୍ଲାରେ ବର୍ଜନ ହେଲା ଗ୍ରାମସଭା ।
ପୋଲିସ ଆସି ବୁଝାସୁଝା କରିବା ପରେ ଉତ୍ତେଜନା ହ୍ରାସ । ଅନୁଗୁଳ ବଅଁରପାଳ ବ୍ଲକ ସାନ୍ତରାପୁର ପଂଚାୟତର ଘଟଣା ।
ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିପାରେ ରାତିର ତାପମାତ୍ରା
ଆହୁରି ୨ ଦିନ ପର୍ଯ୍ୟନ୍ତ ଜାଡ କୋପ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତି ଓ ପାହାନ୍ତା ସମୟରେ ଘରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
ଆସନ୍ତା ୨ରୁ ୩ ଦିନ ଯାଏ ପାଗ ଶୁଖିଲା ରହିବା ସହ ପାଣିପାଗରେ ପରିବର୍ତ୍ତନ ନଥିବା କହିଛି ପାଣିପାଗ କେନ୍ଦ୍ର ।
ଫାଇବର କେବୁଲ ବିଛାଇବା ପାଇଁ ପ୍ରଧାନମନ୍ତ୍ରୀ ୧୧ଶହ କୋଟି ଟଙ୍କା ଦେଇଛନ୍ତି ।
ଅଭିନବ ସୋନକାର କୋରାପୁଟ SP । ଜ୍ଞାନରଂଜନ ମହାପାତ୍ର ଢେଙ୍କାନାଳ SP ।
ଓକିଲମାନେ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର ନକଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ପାଇଁ ଚେତାବନୀ ଦିଆଯାଇଥିଲା।
ଓଡ଼ିଶାର କେଉଁ କେଉଁ ସ୍ଥାନରେ ସୂର୍ଯ୍ୟୋପରାଗ କେତେ ସମୟ ହେବ ଦେଖନ୍ତୁ, ତାଲିକା . . .
ଅସହ୍ୟ ହେଲା ବନ ବିଭାଗର ଅତ୍ୟାଚାର,ଆତ୍ମହତ୍ୟା କରିଛନ୍ତି ଅନୁଗୁଳର ଜଣେ ଚାଷୀ ।
ବାର୍ହା ଶିକାର ପାଇଁ ଶିକାରୀ ବିଦ୍ୟୁତ୍ ଚାର୍ଜ କରି ଫାଶ ବସାଇଥିଲା। ହେଲେ ଦୁର୍ଭାଗ୍ୟବଶତଃ, ଏକ ଦନ୍ତା ଏହି ବିଦ୍ୟୁତ୍ ଫାଶରେ ପଡ଼ି ଯାଇଥିଲା।
କ୍ରୋଧର ବହ୍ନିରେ ଜଳୁଥିଲେ ୮୫ ବର୍ଷିୟ ବାପା ପାଦୁକ ସାହୁ । ସେ ଏକ ପ୍ରକାର ପ୍ରତିଶୋଧ ପରାୟଣ ହୋଇଉଠିଥିଲେ ।
ନର୍ସଙ୍କ କାର୍ଯ୍ୟରେ ବାଧା ଦେବାରୁ ଜଣେ ପ୍ରସୂତିଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଠିକ୍ ସମୟରେ ପ୍ରସବ ହୋଇନପାରିବରୁ ଅଧା ଜନ୍ମିତ ଅବସ୍ଥାରେ ଶିଶୁପୁତ୍ରଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ଟଙ୍କା ପାଇଁ ମାଆକୁ ହତ୍ୟା କଲା ପୁଅ । ଅନୁଗୁଳ ତାଳଚେରରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।
ଗୁଣିଗାରେଡ଼ି ସନ୍ଦେହରେ ପୂର୍ବତନ ସରପଞ୍ଚଙ୍କୁ ଘର ସାମ୍ନାରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା। ଏଥିରେ ତାଙ୍କ ବେକ ପାଖରେ ଗଭୀର ଆଘାତ ଲାଗିଥିଲା।
ଆଉ କିଛି ଘଣ୍ଟା ପରେ ଝିଅର ବାହାଘର ହୋଇଥାନ୍ତା। ହେଲେ ତା’ପୂର୍ବରୁ ଏମିତି ଏକ ଖବର ପରିବାର ଲୋକଙ୍କୁ ମିଳିଲା, ଯାହା ଶୁଣି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଗଲା।
ଗଛ ସହ କାର ଧକ୍କା ହୋଇ ୬ ଆହତ । ଅନୁଗୁଳ ପାଲଲହଡ଼ାରେ ୧୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା ।
ଗତବର୍ଷ ନଭେମ୍ବର ମାସରୁ ଆଉ ସେ ବାଘୁଣୀର କୌଣସି ପତ୍ତା ମିଳୁ ନାହିଁ । ବନ ବିଭାଗ ତରଫରୁ ସ୍ୱତନ୍ତ୍ର ଟିମ ଜଙ୍ଗଲର ସବୁ ଜାଗାରେ ଖୋଜାଖୋଜି କରାଯାଉଛି ।
ସମସ୍ତ ପୌରାଞ୍ଚଳ ଓ ଏନ୍ଏସିରେ ଜୋରଦାର ଚାଲିଛି ପ୍ରଚାର । ହେଭିେଓ୍ୱଟ୍ ଓ ସେଲିବ୍ରିଟିଙ୍କ ସାହାରା ନେଇ ପ୍ରାର୍ଥୀମାନେ କରୁଛନ୍ତି ପ୍ରଚାର ।
ଦୁର୍ଘଟଣାରେ ଚାଲିଗଲା ବାପା ଓ ପୁଅଙ୍କ ଜୀବନ। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ ଏନ୍ଏଚ୍-୧୪୯ରେ ଏକ ଟ୍ରକ୍ ଛିଡ଼ା ହୋଇଥିଲା । ଆଉ ଏହି ସମୟରେ ଏକ ଦ୍ରୁତଗାମୀ କାର୍ ଆସି ଟ୍ରକ୍କୁ ଧକ୍କା ଦେଇଥିଲା ।
ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ପ୍ରଦୂଷିତ ସହର ତାଲିକା ମଧ୍ୟରେ ରହିଛି ତାଳଚେର ଓ ଅନୁଗୋଳ ସହର । ପ୍ରଦୂଷଣରେ ଅଣିନିଶ୍ଵାସୀ ଜନସାଧାରଣ । ଜଳ,ବାୟୁ,ମୃତ୍ତିକା ସବୁକିଛି ପ୍ରଦୂଷିତ । ଅର୍ଥନୈତିକ ଅଭିବୃଦ୍ଧି ଆଳରେ ତାଳଚେର ସହ ଅନୁଗୋଳରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ, ଏହା ସହ ରହିଛି ଅନେକ ଖଣି ଖାଦାନ ।