ବାଲେଶ୍ବର ଚାନ୍ଦିପୁର ବଳରାମଡି ନାଉପାଳଗଡିରେ ଏକ ଗ୍ୟାସ ଦୋକାନର ଅଗ୍ନିକାଣ୍ଡ। ବେଇଆଇନ୍ ଭାବରେ ଦୋକାନ ଗୃହରେ ରଖାଯାଇଥିଲା ଗ୍ୟାସ ସିଲିଣ୍ଡର । ଅଗ୍ନିକାଣ୍ଡ ଯୋଗୁଁ ୩ରୁ ଉର୍ଦ୍ଧ୍ୱ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ସୂଚନା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁ କୁ ଆୟତ୍ତ କରୁଛି ।
ନିଆଁରେ କୈଳାସ, ତାଙ୍କ ପତ୍ନୀ ଓ ମାଆଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳିଯାଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମହିଳା ଜଣକ ଘରେ ଚା’ ଓ ଜଳଖିଆ ତିଆରି କରିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କାରଣରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା।
ଗାଁରେ ଏକାକୀ ଥିବା ମାଳତୀଙ୍କ ସାନ ପୁଅ ଦ୍ରୋଣ ମହାକୁଡ଼ ମାଆକୁ ହରାଇ ମାନସିକ ଚିନ୍ତାରେ ଥିଲେ । ଆଜି ସକାଳୁ ନିଜ ମାଆଙ୍କ ଶାଢ଼ୀରେ ଝୁଲିପଡି ଘର ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ରାଉରକେଲାରୁ ମୃତଦେହ ଆଣିବାକୁ ପରିବାର ପକ୍ଷରେ ସମ୍ବଳ ନାହିଁ। ତେଣୁ ଗାଁର ଯୁବକମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ବୁଲି ବୁଲି ସମସ୍ତଙ୍କୁ ଭିକ୍ଷା ମାଗୁଛନ୍ତି।
ଅଚାନକ୍ ଫାଟିଲା ଗ୍ୟାସ ସିଲିଣ୍ଡର । ଦେଖୁ ଦେଖୁ ହୁତୁ ହୁତୁ ନିଆଁ ଜଳିଲା ।
ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁରେ ଏକ ଅଘଟଣ ଘଟି ଯାଇଛି। ରୋଷେଇ ଗ୍ୟାସ ଟାଙ୍କି ଫାଟି ପୋଡ଼ିହୋଇ ୭ ଆହତ ହୋଇଛନ୍ତି।