• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Samir Ranjan Dash

Samir Dash
ଟିକେଟ୍ କଟିବା ପରେ ଶକ୍ତି ଦେଖାଇଲେ ସମୀର, ନିମାପଡ଼ାରେ କଲେ ବିରାଟ ସମାବେଶ

ପୁରୀ ନିମାପଡ଼ା ବାରବାଟୀ ପଡ଼ିଆରେ ନିଜ ସମର୍ଥକଙ୍କ ସହ ବିରାଟ ସମାବେଶ କରିଛନ୍ତି ସମୀର ଦାଶ । ଏହି ସମାବେଶ ଜରିଆରେ ସେ ଶକ୍ତି ପ୍ରଦର୍ଶନ ମଧ୍ୟ କରିଛନ୍ତି ।

Samir Dash
ଟିକେଟ୍‌ କଟିବା ପରେ ଏକାଠି ହେଲେ ସମର୍ଥକ; ଭାବବିହ୍ବଳ ହୋଇ କାନ୍ଦିଲେ ସମୀର ଦାଶ !

ଟିକେଟ୍ କଟିବା ପରେ ସମୀର ଦାଶଙ୍କ ମେଳି । ସମୀର ଦାଶଙ୍କ ଟିକେଟ୍ କଟିବା ପରେ ଏକାଠି ହେଲେ ସମର୍ଥକ । ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରଖିଲେ ବାର୍ତ୍ତା ।

Samir Ranjan Dash
ସାଂଘାତିକ ଅଭିଯୋଗ; ଗୁଣ୍ଡା ପଠାଇ ଧମକ ଚମକ ଦେଉଛନ୍ତି ବିଜେଡି ବିଧାୟକ ସମୀର ଦାଶ !

ବିଜେଡି ବିଧାୟକ ସମୀର ଦାଶଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ବିଜେଡିର ଜଣେ ମହିଳା କର୍ମୀ ।

Sameer Das
ନକଲି ପ୍ରଶ୍ନପତ୍ର ଭାଇରାଲ ବିରୋଧରେ ଏତଲା, ଭରସା କରନ୍ତୁ ନାହିଁ କହିଲେ ମନ୍ତ୍ରୀ

ଭାଇରାଲ୍ ପ୍ରଶ୍ନପତ୍ର ବିରୋଧରେ ସାଇବର ଥାନାରେ ଏତଲା ଦିଆଯାଇଥିବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ।

Samir Ranjan Dash
ବୈଠକରେ ବୃଦ୍ଧାଙ୍କୁ ମନ୍ତ୍ରୀଙ୍କ ଅପମାନ : କାନ୍ଦି କାନ୍ଦି ଅଭିଯୋଗ ଆଣିଲେ ଜିଲ୍ଲା ପରିଷଦ ସଦସ୍ୟା

‘ବିଜୁ ପଟ୍ଟନାୟକଙ୍କର ମୁଁ ମେନ୍ ଲୋକ ଥିଲି... ମୋତେ ଟିକେଟ ଦେଇଥିଲେ ବିଜୁବାବୁ । ମୁଁ ଅନ୍ୟାୟ ପାଇଁ ଲଢେଇ କରୁଛି । କିନ୍ତୁ ସମୀର ଦାଶ ଦଳରେ ମିଶିଲା ପରେ ମୋତେ ବହୁତ ଅସୁବିଧାରେ ପକାଉଛନ୍ତି । ଏପରି ଅଭିଯୋଗ କରିଛନ୍ତି ମହିଳା “

Special story
ଆକ୍ସନ ମୋଡ୍‌ରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ : ଜଣେ ସିଆରସି ସମେତ ୮ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍

ପିପିଲରେ ୨ ଶିକ୍ଷୟିତ୍ରୀଙ୍କୁ ଅଟକାଇ ସ୍କୁଲକୁ ବିଳମ୍ବରେ କାହିଁକି ଯାଉଛ ବୋଲି ପ୍ରଶ୍ନ କଲେ ଗଣ ଶିକ୍ଷାମନ୍ତ୍ରୀ

headmistress-salary-stopped-by-minister
ପଣିକିଆ କହି ପାରିଲେନି ପିଲା : ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିଦେଲେ ଗଣ ଶିକ୍ଷାମନ୍ତ୍ରୀ

ତୃତୀୟ ଶ୍ରେଣୀ ପିଲା ତିନିକ ପଣକିଆ କହି ନ ପାରିବାକୁ କ୍ଷୁବ୍ଧ ହେଲେ ମନ୍ତ୍ରୀ। ଏହି ଘଟଣାରେ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିବା ସହ ତାଙ୍କୁ ନୋଟିସ୍‌ ଜାରି କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ

plus two Admission
୧୨ରୁ ଯୁକ୍ତ ଦୁଇ ପାଇଁ ଆବେଦନ ଆରମ୍ଭ

ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ରେକର୍ଡ ସଂଖ୍ୟକ ପିଲା ପାସ୍ କରିବା ପରେ ସେମାନଙ୍କ ପାଇଁ ଯୁକ୍ତ ଦୁଇରେ ଆବଶ୍ୟକ ସିଟ୍ ନଥିବା ଅଭିଯୋଗ ହୋଇଥିଲା। ଏହା ପରେ ସରକାର ଯୁକ୍ତ ଦୁଇ ସିଟ୍ ବଢ଼ାଯିବ ବୋଲି କହିଥିଲେ।

Education Minister Samir Dash on matric results
’୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷା ରେଜଲ୍ଟ’

ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା ସରି ଥିବାବେଳ ଆସନ୍ତା ୧୨ରୁ ଖାତା ଦେଖା ହେବ। ୨୦ ତାରିଖ ସୁଦ୍ଧା ମାଟ୍ରିକ୍‌ ଅଫ୍‌ଲାଇନ୍‌ ରେଜଲ୍ଟ ପ୍ରକାଶ କରିବା ପାଇଁ ବୋର୍ଡ ପ୍ରକ୍ରିୟା ଆରମ୍ଭ କରିଛି।