ଚିର ମରୁଡି ପ୍ରପିଡିତ ଏବଂ ଅର୍ଦ୍ଧ ବିକଶିତ ଅଞ୍ଚଳ ପଦ୍ମପୁରରେ ସରକାରୀ ଯୋଜନା କେବଳ କାଗଜ ପତ୍ରରେ ଦେଖିବାକୁ ମିଳେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ପଦ୍ମପୁର ବିଜ୍ଞାପିତ ଅଂଚଳର ଓ୍ୱାର୍ଡ ନମ୍ବର ୨ ରେ ଚାଲୁଥିବା ଏକ ଅଙ୍ଗନବାଡି କେନ୍ଦ୍ର ।