• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Corona test
୧୨ ଶହ ନିକଟତର ହେଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ

ଖୋର୍ଦ୍ଧାରୁ ସର୍ବାଧିକ ୩୧୨ ଚିହ୍ନଟ ହୋଇଛନ୍ତି।

Woman 'poisoned to death' by boyfriend in Puri
‘ମୁଁ ତାକୁ ଭଲ ପାଉଥିଲି, ହେଲେ ସେ ମୋତେ ବିଷ ପିଏଇଦେଲା’

ପ୍ରେମିକାକୁ ବିଷ ଦେଇ ମାରିଲା ପ୍ରେମିକ। ଯୁବତୀଙ୍କ ମୃତ୍ୟୁ ପୂର୍ବର ଜମାନବନ୍ଦୀ ଭାଇରାଲ ହେବାରେ ଲାଗିଛି।

daily horoscope
ଲୋଭ ଯୋଗୁ ଅସୁବିଧାରେ ପଡିପାରନ୍ତି

ସୈାର କର୍କଟ ମାସ  ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ  ଗୁରୁବାର। ଆଜି ଆପଣଙ୍କ କେମିତି କଟିବ ଦିନ

Heavy Rainfall Likely In 13 Districts Of Odisha
ଆଜିଠୁ ପ୍ରବଳ ବର୍ଷିବ ! ୧୩ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁସାରେ, ରାଜ୍ୟରେ ଆଜିଠାରୁ ୨୪  ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି।   

Odia Tele Actress Rajeswari Ray Mohapatra No More
ପରଲୋକରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ

ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ ହୋଇଛି। ଏକାଧିକ ଓଡ଼ିଆ ଧାରାବାହିକରେ ଅଭିନୟ କରି ସେ ପ୍ରଶଂସା ସାଉଁଟିଥିଲେ।

Casanova doctor
ଲାଞ୍ଚ ଟଙ୍କାରେ ନାଚଗୀତ କରି ମଉଜ କରୁଥିଲେ ଡାକ୍ତର ଖେଜୁରିଆ !

ଡାକ୍ତରଙ୍କୁ କିଏ କହେ ଦ୍ୱିତୀୟ ଇଶ୍ୱର ତ ଆଉ କିଏ କହେ ପ୍ରାଣଦାତା। କିନ୍ତୁ ଲାଞ୍ଚ ନେଇ ନାଚଗୀତ ସହ ରିଲ୍ କରି ସୋସିଆଲ୍ ମିଡ଼ିଆରେ ବ୍ୟସ୍ତ ରହୁଥିବା ଏଭଳି ଡାକ୍ତରଙ୍କୁ ଆପଣ କଣ କହିବେ ସେ ବିଚାର ଆପଣଙ୍କର।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 21 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 21 July 2022
Kiit Land Scam
କିଟ୍ ନାଁରେ ପୁଣି ସରକାରୀ ଜମି ହଡପ ଅଭିଯୋଗ: ଜଳାଶୟ ପୋତି ନିର୍ମାଣ କରୁଛି କୋଠା

ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ କିଟ୍ ବିଶ୍ୱବିଦ୍ୟାଳୟର ମାଲିକ ହୋଇଥିବାରୁ ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛି କି ପ୍ରଶାସନ?

Mid Day Meal Scam
MDM ଚାଉଳ ମହାଘୋଟାଲା ପାର୍ଟ-୨ ! ୫ ମାସର ଚାଉଳ କୋଟା ଗାଏବ୍

ବଲାଙ୍ଗିରରେ ବି ମଧ୍ୟାହ୍ନ ଭୋଜନ ଚାଉଳରେ ଦୁର୍ନୀତିର ଗନ୍ଧ । ଗୋଦାମରୁ ଉଠିଛି ହେଲେ ସ୍କୁଲରେ ପହଞ୍ଚିନି ଚାଉଳ ।

Draupadi Murmu
କିଏ ହେବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ? ଦ୍ରୌପଦୀଙ୍କ ପାଇଁ ହେଲାଣି ହୋମ ଯଜ୍ଞ

କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦଙ୍କ ମତ ? ଆସନ୍ତାକାଲି ଭୋଟ୍ ଗଣତି, ବଢୁଛି ଉତ୍କଣ୍ଠ ।

Cuttack Road
କଟକରେ ରାସ୍ତା ଅବସ୍ଥା ଶୋଚନୀୟ, ମେୟରଙ୍କ କରୁଛନ୍ତି ଚିରାଚରିତ ଯୁକ୍ତି

ସହରର ପ୍ରବେଶ ପଥ ଲିଙ୍କ ରୋଡ଼ରୁ ବାଦାମବାଡ଼ି ପର୍ଯ୍ୟନ୍ତ ରାସ୍ତାରେ ଜାଇକା କାମ ଯୋଗୁଁ ସୃଷ୍ଟି ହୋଇଛି ବଡ ବଡ ଖାଲ । ପୁରୀଘାଟ, ଗଣେଶ ଘାଟ, ସିଡିଏ କାଠଯୋଡ଼ି ବନ୍ଧ, ସବୁଠି ରାସ୍ତାରେ ଖାଲ ।

Building Collapsed
ଭୁଶୁଡିଲା ନିର୍ମାଣାଧୀନ ଛାତ, ଚାପି ହୋଇରହିଥିଲେ ଶ୍ରମିକ

ସ୍ଥାନୀୟ ଲୋକ, ଓଡ୍ରାଫ୍ ବାହିନୀ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ।

Land Scam
ମୃତ୍ୟୁ ପରେ ଭୂତ ହୋଇ ଜମି ବିକିଦେଲେ ସୁରେନ୍ଦ୍ର, ଏବେ ପୁରା ପରିବାର ଚିନ୍ତାରେ

ଜାଲ ଆଧାର, ଜାଲ ଫଟୋ, ଜାଲ ଦସ୍ତଖତରେ ହେଲା ଜମି କିଣାବିକା ହୋଇଥିବା ଅଭିଯୋଗ ହୋଇଛି ।

Fraud
ଫ୍ରଡ୍ 'ପ୍ରିୟା ଗୁପ୍ତା' ନେଇଗଲା ୨୪ ଲକ୍ଷ ଟଙ୍କା

ଠକଙ୍କ ମାୟା ଜାଲରେ ଫସିଗଲେ ଆଇଟି ପ୍ରଫେସନାଲ୍‌। କାଲିଫର୍ନିଆର ଏମ୍‌ବିବିଏସ୍‌ ଡାକ୍ତର କହି ଲୁଟି ନେଲା ୨୪ ଲକ୍ଷ ଟଙ୍କା। ଏପରି ଅଭିଯୋଗ ଆସିଛି ଭୁବନେଶ୍ୱର ଉପକଣ୍ଠ ଜଟଣୀ ଅଞ୍ଚଳରୁ।

Mid Day Meal Scam
ମିଡ୍‌ ଡେ’ ମିଲ୍‌ ଚାଉଲ ହରିଲୁଟ୍‌ ପ୍ରସଙ୍ଗ, ଡିଇଓଙ୍କୁ ରିପୋର୍ଟ ତଲବ

CRCC ମାନଙ୍କୁ ନେଇ କମିଟି କରି ରିପୋର୍ଟ ଦେବେ ବିଇଓ । ବିଇଓମାନଙ୍କ ରିପୋର୍ଟ ପରେ ଠିକା ସଂସ୍ଥାକୁ ପଚରାଯିବ କହିଲେ ଡିଇଓ ।

Mohan Majhi
କେବଳ ମୋକିମ୍‌ ନୁହନ୍ତି ଆଉ ଜଣେ କଂଗ୍ରେସ ବିଧାୟକ ବି କରିଛନ୍ତି କ୍ରସ୍‌ ଭୋଟିଂ: ମୋହନ ମାଝି

ବିଜେପି ନେତା ମୋହନ ମାଝି କହିଛନ୍ତି ମୋକିମ୍‌ଙ୍କ ବ୍ୟତୀତ ଆଉ ଜଣେ ନେତା ବି ଦ୍ରୌପଦୀଙ୍କୁ ଦେଇଛନ୍ତି ଭୋଟ ।

BJB College Ragging
ବିଜେବି କଲେଜରେ ପୁଣି ରାଗିଂ ! ହଷ୍ଟେଲରୁ ଭିଡ଼ି ଆଣିଲେ, ରାସ୍ତା ଉପରେ ପିଟିଲେ !

ସେତେବେଳେ ପୋଲିସ କହିଥିଲା- ରାଂଗି ହୋଇନି, ଏବେ କଣ କରିବ?

GST on Mudhi
'ବ୍ରିଟିଶ୍‌ ଲୁଣ ଉପରେ କର ଲଗାଇଲେ, ଆଉ ଏ ସରକାର ମୁଢ଼ି ଉପରେ'

ମୁଢି ଉପରେ ଲାଗିଲା ଜିଏସ୍‌ଟି । ଏବେ ପ୍ୟାକେଟ୍‌ ମୁଢି ଉପରେ ଦେବାକୁ ପଡ଼ିବ ଅଧିକ ଟଙ୍କା । ଚିନ୍ତାରେ ମୁଢି ବ୍ୟବସାୟୀ । ଲୋକେ କହୁଛନ୍ତି ବ୍ରିଟିଶ ଲୁଣ ଉପରେ କର ଲଗାଇଥିଲା, ଏ ସରକାର ମୁଢି ଉପରେ କର ଲଗାଇଲା। ପ୍ରକୃତରେ ଜିଏସଟି ଲାଗିବା ପରେ କଣ କହୁଛନ୍ତି ଦୋକାନୀ ଓ ଗ୍ରାହକ? ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ଜିରୋ ରିପୋର୍ଟ..

Headmaster embezzles Rs 4 lakh
ପିଲାଙ୍କ ନାଁରେ ଟଙ୍କା ଆଉ ଚାଉଳ ଉଠାଇଲେ କିନ୍ତୁ ସାର୍‌ ନିଜେ ଖାଇଦେଲେ

ଏ କେମିତିକା ଶିକ୍ଷକ ? ପିଲାଙ୍କ ପାଇଁ ସରକାର ଦେଇଥିଲେ ମଧ୍ୟାହ୍ନ ଭୋଜନ । ଲକ୍ଷେ ନୁହେଁ କି ଦୁଇଲକ୍ଷ ନୁହେଁ ବରଂ ୪ ଲକ୍ଷ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ । ପିଲା ଚାଉଳ ପାଇନଥିବାରୁ ରାଗିଲେ ଅଭିଭାବକ।

Doctor Arrested By Vigilance Video Goes Viral
ଭାଇରାଲ୍‌ ହେଉଛି ଲାଞ୍ଚୁଆ ଡାକ୍ତରଙ୍କ ରସିକିଆ ରିଲ୍ସ

ଲାଞ୍ଚ ନେବା ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆଙ୍କୁ ଗିରଫ କରାଯାଇଛି। ମୃତ୍ୟୁ ପ୍ରମାଣପତ୍ର ବାବଦରେ ଫର୍ମରେ ଦସ୍ତଖତ କରାଇ ଦେବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ।

Dead mother Cobra with 14 live babies found from septic tank
ଛୁଆ ଆଗରେ ଭୋକରେ ଛଟପଟ ହୋଇ ମରିଗଲା ନାଗୁଣୀ

ଏକ ବଡ଼ ନାଗୁଣୀ ଭୋକରେ ମରିଗଲା ପଛେ, ଛୋଟ ଛୋଟ ସାପଙ୍କୁ ଖାଇଲା ନାହିଁ।  କାରଣ ସେହି ଛୋଟ ଛୋଟ ସାପ ଗୁଡ଼ିକ ସେଇ ନାଗୁଣୀର ଛୁଆ ଥିଲେ।

Student given expired medicine at private hospital in Odisha
ଅସୁସ୍ଥ ହେବାରୁ ହସ୍ପିଟାଲ୍‌ ଗଲେ, ହେଲେ ଏକ୍ସପାଏରୀ ମେଡିସନ୍‌ ଖାଇ ପୁଣି ଭର୍ତ୍ତି ହେଲେ

ଏକ୍ସପାଏରୀ ମେଡିସନ୍‌ ଖାଇବା ପରେ ଛାତ୍ର ଗୁରୁତର। ଅସୁସ୍ଥ ଅନୁଭବ କରିବାରୁ ଗତ ୧୬ ତାରିଖରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।

Special story
ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗରେ ଗୃହ ସରଗରମ : ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ମୁଖ୍ୟ ସଚେତକ

ଜୟପୁରର ବିଭିନ୍ନ ସ୍କୁଲ୍‌ରେ ଏମଡିଏମ୍‌ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା ।

Sugarcane Juicer
ୟୁଟ୍ୟୁବ୍‌ ଦେଖି ତିଆରି କଲେ ମେସିନ୍‌; ୩ ମାସ ଯାଏଁ ସତେଜ ରହୁଛି ଜୁସ୍‌

ଦେଶୀ ମେକାନିକ୍‌। ୟୁଟ୍ୟୁବ୍‌ ଦେଖି ଦେଖି ତିଆରି କଲେ ଆଖୁ ଜୁସ୍‌ ମେସିନ୍‌ । ଏଇ ମେସିନ୍‌ରେ ତିଆରି ହେଉଥିବା ଜୁସ୍‌ ସପ୍ତାହେ କି ଦୁଇ ସପ୍ତାହେ ନୁହେଁ ବରଂ ପୂରା ୧୨ ସପ୍ତାହ ପର୍ଯ୍ୟନ୍ତ ରହିବ ସତେଜ୍‌ । ଜାଣନ୍ତୁ ଏଇ ସ୍ୱତନ୍ତ୍ର ଶୈଳୀରେ ତିଆରି ହୋଇଥିବା ମେସିନ୍‌କୁ..

Odisha Plus 2 admission
ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଯୁକ୍ତ ୨ ପ୍ରଥମ ବର୍ଷ ପାଇଁ ଆଜିଠୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିପାରିବେ।