ଏକ୍ସପାଏରୀ ମେଡିସନ୍ ଖାଇବା ପରେ ଛାତ୍ର ଗୁରୁତର। ଅସୁସ୍ଥ ଅନୁଭବ କରିବାରୁ ଗତ ୧୬ ତାରିଖରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ।
ବଲାଙ୍ଗିର ବଡ ମେଡିକାଲରେ ରୋଗୀଙ୍କୁ ଏକ୍ସପାଏରୀ ମେଡିସିନ ଦିଆଯାଇଥିବା ଅଭିଯୋଗ ହୋଇଛି। ନିରାମୟ କେନ୍ଦ୍ରରେ ରୋଗୀଙ୍କୁ ଏହି ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି।