ଦେଶୀ ମେକାନିକ୍। ୟୁଟ୍ୟୁବ୍ ଦେଖି ଦେଖି ତିଆରି କଲେ ଆଖୁ ଜୁସ୍ ମେସିନ୍ । ଏଇ ମେସିନ୍ରେ ତିଆରି ହେଉଥିବା ଜୁସ୍ ସପ୍ତାହେ କି ଦୁଇ ସପ୍ତାହେ ନୁହେଁ ବରଂ ପୂରା ୧୨ ସପ୍ତାହ ପର୍ଯ୍ୟନ୍ତ ରହିବ ସତେଜ୍ । ଜାଣନ୍ତୁ ଏଇ ସ୍ୱତନ୍ତ୍ର ଶୈଳୀରେ ତିଆରି ହୋଇଥିବା ମେସିନ୍କୁ..
ୟୁଟ୍ୟୁବ୍ ଦେଖି ଜୁସ୍ ମେସିନ୍ ତିଆରି କଲେ ଯୁବକ । ତାହା ପୁଣି ଏମିତି ସେମିତି ଜୁସ୍ ମେସିନ୍ ନୁହେଁ ବରଂ ଆଖୁ ଜୁସ୍ ମେସିନ । ଆଉ ଏହି ମେସିନରୁ ତିଆରି ହେଉଥିବା ଜୁସ୍ ଅଧିକ ଦିନ ପର୍ଯ୍ୟନ୍ତ ଭଲ ବି ରହିବ । ନୟାଗଡ଼ ଯୁବକଙ୍କ ଏହି ଜୁସ୍ ମେସିନକୁ ନେଇ ସ୍ଥାନୀୟ ଅଞ୍ଚଳରେ ବି ବେଶ୍ ଚର୍ଚ୍ଚା ଚାଲିଛି ।