ଆଜିର ଘଟଣାକୁ ନେଇ ଏତଲାରେ ଅବଗତ କରିଛନ୍ତି ତୃପ୍ତି ।
ରାସ୍ତା ମଝିରେ ସିନେ ତାରକାଙ୍କ ଜୋରଦାର କଳି । ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି । ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ମୁହାମୁହିଁ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ।
ପୂର୍ବରୁ ଅପରାଜିତା ଓ ତୃପ୍ତି ତାଙ୍କ ପାଖକୁ ଆସିଥିବା ମନ୍ମଥ ମିଶ୍ର ସ୍ୱୀକାର କରିଛନ୍ତି
ମୋ ବୋହୂ ତୃପ୍ତି ବହୁତ ଭଲ ବୋଲି କହିଲେ ଉତ୍ତମ ମହାନ୍ତି
ଗୁଣି ସନ୍ଦେହରେ ଗୋଟିଏ ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଛି। ପାଞ୍ଚ ବର୍ଷ ପୂର୍ବେ ଗାଁରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।
ଆଜି ଉଭୟ ଏକାଠି ଯାଇଥିବାରୁ ତୃପ୍ତି ହସ୍ତକ୍ଷେପ କରିଥିଲା
ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ବୋହୂ ତୃପ୍ତିଙ୍କ ଘରେ ପହଞ୍ଚିଥିଲେ। ଏହାପରେ ବୋହୂ ତୃପ୍ତିଙ୍କ ଅପରାଜିତା ଖାରବେଳ ନଗର ଥାନାରେ ପହଞ୍ଚିଛନ୍ତି।
ଛାତ୍ରଟିର ପିଠି, ଜଙ୍ଘ ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଛାତ୍ର ଜଣକ ଗୀତ ଲେଖି ନପାରିବାରୁ ଶିକ୍ଷକ ରାଗରେ ମାଡ଼ ମାରିଥିବା ଅଭିଯୋଗ।
‘ମୋ ଝିଅକୁ ଫିଜିକାଲି ଆସଲ୍ଟ କରିଛନ୍ତି। ଏହାସହ ମୋ ଝିଅକୁ ଜୀବନରେ ମାରିଦେବାକୁ ଧମକ ମିଳିଛି। ଏପରିକି ମୋ ପରିବାରକୁ ସ୍ମାସ୍ କରିଦେବାର ଧମକ ଦିଆଯାଇଛି’ ବୋଲି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି।
କାଳ ହେଲା ଅନଲାଇନ୍ ଅର୍ଡର। ମଗାଇଥିଲେ ବନାରସି ଶାଢୀ, ହେଲେ ପ୍ୟାକେଟ୍ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ।
‘ମୋତେ ଟର୍ଚର କଲେ, ମୋତେ ଫିଜିକାଲି ଆବ୍ୟୁଜ୍ କଲେ ’
‘ମୋ ପତ୍ନୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକ ନୁହଁନ୍ତି। ଆମ କାମ କ’ଣ, ଆମ କାମକୁ ସେସବୁ ସେ କିଛି ବୁଝିପାରିବେ ନାହିଁ। ପ୍ରକୃତି ମୋର ଜଣେ ଭଲ ସାଙ୍ଗ’ ବୋଲି ବାବୁସାନ କହିଛନ୍ତି। ଭାଇରାଲ୍ ଭିଡିଓକୁ ନେଇ ଅଭିନେତା ବାବୁସାନ ଏଭଳି ପ୍ରତିକ୍ରିୟା ରଖିଛନ୍ତି।
ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତିଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି।
ତେଲିଆ ମାଛକୁ ୩ ଲକ୍ଷ ୧୦ ଟଙ୍କାରେ କଲେ ବିକ୍ରି । କୋଲକାତାର ଏକ କମ୍ପାନି ମାଛକୁ କିଣିଲା ।
ଦାଦନ ଖଟିବାକୁ ଯାଉଥିବା ବେଳେ ଧରିଲା ପୋଲିସ । ପିଲାମାନଙ୍କୁ ଉଦ୍ଧାର ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ।
ଘରୋଇ କମ୍ପାନୀର ବାକି ସୁଝି ପାରିଲେନି ସରକାର । ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଉପକରଣ ନେଇଗଲା କମ୍ପାନୀ ।
ସକ୍ରିୟ ସୌମୁମୀ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା....
କାଶୀପୁରରେ ଥମୁନି ହଇଜା ମୃତ୍ୟୁ.. ଡୁଡୁକାବାହାଲରେ ପଞ୍ଚାୟତରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ...
ଜ୍ୟୋତିଷି ଦୁନିଆରେ ଏହାକୁ ସାମୁଦ୍ରିକ ଶାସ୍ତ୍ର ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ର ବିଶେଷଜ୍ଞ ଏଭଳି ଚମତ୍କାର କିପରି କରୁଛନ୍ତି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କ୍ରୋଧର ବହ୍ନିରେ ଜଳୁଥିଲେ ୮୫ ବର୍ଷିୟ ବାପା ପାଦୁକ ସାହୁ । ସେ ଏକ ପ୍ରକାର ପ୍ରତିଶୋଧ ପରାୟଣ ହୋଇଉଠିଥିଲେ ।
ସୂର୍ଯ୍ୟ ଦେଓଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’କୁ ମିଳିଛି ‘ବେଷ୍ଟ୍ ବୁକ୍ ଅନ୍ ସିନେମା ସ୍ପେଶାଲ୍ ମେନ୍ସନ୍ ସମ୍ମାନ’। ଏହାକୁ ନେଇ ଲେଖକ ଖୁବ ଖୁସି ଥିବା ବେଳେ ଏହି ବହି ପଛର ଉଦ୍ଦେଶ୍ୟ କ’ଣ ତାହା କହିଛନ୍ତି।
ପୁଣି କ୍ୟାମେରା ସାମ୍ନାରେ ଧରା ପଡ଼ିଗଲା ସତ । ଏମଡିଏମ ଚାଉଳ ବାଟମାରଣାର ବାସ୍ତବ ଚିତ୍ର । ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲକୁ ଆସୁଥିବା ଚାଉଳରେ ହେରେଫେର ହେଉଥିବା ଖବର ପ୍ରଚାରିତ ହେବା ପରେ ଓଜନ ମେସିନ ମଗାଇ ସତ୍ୟତା ପରଖିଥିଲେ ସ୍କୁଲ କତ୍ତୃପକ୍ଷ ।
ବିଜେପି ପକ୍ଷରୁ ଜୋରଦାର ଉତ୍ସବ ପାଳନ ବେଳେ ଶ୍ରେୟ ନେବାକୁ କଳବଳ ଲଗାଇଛି ବିଜେଡି । ୨୫ରେ ଶପଥ ଉତ୍ସବରେ ଯୋଗଦେବାକୁ ଆଗୁଆ ଦିଲ୍ଲୀ ଯିବାକୁ ସଜବାଜ ନବୀନ ।
ରାସ୍ତା ସମସ୍ୟାର ସମାଧାନ ଏମାନଙ୍କ ଅସଲ ଉଦ୍ଦେଶ୍ୟ ନୁହେଁ ବରଂ ତରଙ୍ଗ ଷ୍ଟୁଡିଓରୁ ଠିକାଦାରୀ କାମରୁ ଅନ୍ତର ହିଁ ମେଳିର ମୁଖ୍ୟ କାରଣ।