• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 21 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଔପଚାରିକତା ଶେଷ, କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ; ଉପାନ୍ତ ମୟୂରଭଞ୍ଜର ଆଦିବାସୀ ଝିଅ ଦ୍ରୌପଦୀ ଦେଶର ପ୍ରଥମ ନାଗରିକ

ଭାରତୀୟ ଗଣତାନ୍ତ୍ରିକ ଇତିସାହରେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ଦ୍ରୌପଦୀ ମୁର୍ମୁ । More
  • Satyendu Shekher Mishra
  • 2 years ago

ଯୁବା ବୟସରେ ରୋଗ ଛଡ଼େଇନେଲା ଆୟୂଷ, କ୍ୟାନ୍ସର ସହ ଦୀର୍ଘଦିନ ଜୁଝିବା ପରେ ଆଖିବୁଜିଲେ ରାଜେଶ୍ୱରୀ

ଟେଲି ଅଭିନେତ୍ରୀ ରାଜେଶ୍ୱରୀଙ୍କ ପରଲୋକ । ଭୁବନେଶ୍ୱରର ଘରୋଇ ହସ୍ପିଟାଲ୍‌ରେ ରାଜେଶ୍ୱରୀଙ୍କ ପରଲୋକ । ସିନେମା ଓ ସିରିୟଲ ଜଗତରେ ଶୋକର ଛାୟା । More
  • Satyendu Shekher Mishra
  • 2 years ago

ଡରାଇଲାଣି ଝାଡ଼ା ବାନ୍ତି ! ଗୋଟିଏ ପରେ ଗୋଟିଏ ନେଉଛି ଜୀବନ..

ଡୁମରପଦର ଗାଁରେ ଆହୁରି କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡିଛି । More
  • Satyendu Shekher Mishra
  • 2 years ago

ଏମିତି ବି ଅଛନ୍ତି ପୋଲିସ ! ପାହାଡ଼ରୁ ତଳକୁ ୩ କିଲୋମିଟର କାନ୍ଧରେ ବୋହିଲେ ଶବ

ପ୍ରାୟ ୩ କିଲୋମିଟର ପାହାଡ଼ ଉପରୁ ତଳକୁ କାନ୍ଧରେ ବୋହି ବୋହି ଆଣିଛନ୍ତି ପୋଲିସ ବାବୁ । ଏଭଳି ଏକ ନିଆରା ଓ ହୃଦୟକୁ ଛୁଇଁଗଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର ଫୁଲଝର ନିକଟ ଗୀନିଆ ଜଙ୍ଗଲରେ । More
  • Otv Khabar Bureau
  • 2 years ago

‘ନିମନ୍ତ୍ରଣ’ରେ ମହା ଘୋଟାଲା: ମିଳିମିଶି ଚଳୁ କରିଦେଲେ ସାଢେ ୧୭ ଲକ୍ଷ ଟଙ୍କା

ରାଜଧାନୀର ଓଟିଡିସି ରେଷ୍ଟୁରାଂଟ୍ ନିମନ୍ତ୍ରଣର ମ୍ୟାନେଜର ଓ ଆସିଷ୍ଟାଣ୍ଟ ମ୍ୟାନେଜର ମିଶି ଚଳୁକରିଦେଲେ ସାଢେ ୧୭ ଲକ୍ଷ ଟଙ୍କା... More
  • Otv Khabar Bureau
  • 2 years ago

ନାଚୁଛି ରାଇରଙ୍ଗପୁର, ଝୁମୁଛି ଓଡ଼ିଶା: ଅଖ୍ୟାତ ପଲ୍ଲୀର ପ୍ରଖ୍ୟାତ ଝିଅ ପାଇଁ ଚାରିଆଡ଼େ ସେଲିବ୍ରେସନ୍

ଅଖ୍ୟାତ ଆଦିବାସୀ ପଲ୍ଲୀର ପ୍ରଖ୍ୟାତ ଝିଅଙ୍କ ପାଇଁ ଚାରିଆଡ଼େ ସେଲିବ୍ରେସନ୍... More
  • Otv Khabar Bureau
  • 2 years ago

5 T ସ୍କୁଲ୍‌ର ଦୟନୀୟ ସ୍ଥିତି, କାମ ସରିନି ଉଠିଗଲାଣି ଟାଇଲ୍ସ..

୫-ଟି ସ୍କୁଲରେ ଭୟଙ୍କର ଦୁର୍ନୀତି। ଉନ୍ନତିକରଣରେ ଲକ୍ଷ ଲକ୍ଷ ଲୁଟ୍‌....ଗୋଟିଏ ପଟେ କାମ ସରିନି ଅନ୍ୟପଟେ ଉଠିଗଲାଣି ଟାଇଲ୍ସ। ୪ ମାସ ହେଲାଣି ଏମିତି ଉନ୍ନତିକରଣ ହେଉଛି ଯେ ଏ ପର୍ଯ୍ୟନ୍ତ କାମ ସରୁନି। ସମସ୍ତଙ୍କ ମିଲିଭଗତରେ ଚାଲିଛି ମହାଦୁର୍ନୀତି More
  • Chandan Shishu
  • 2 years ago

କେନ୍ଦ୍ରାପଡ଼ା ପୌରପରିଷକୁ ୨୮ ଲକ୍ଷ ଫାଇନ୍‌ !

ଏ ସମ୍ପର୍କରେ ପୌରଧ୍ୟକ୍ଷା ନିକଟକୁ କୌଣସି ନୋଟିସ ଆସିନଥିବା କହିଛନ୍ତି।  More
  • Otv Khabar Bureau
  • 2 years ago

ସରକାରୀ ଡାକ୍ତରଙ୍କ ବୋବାଲିଆ ରିଲ୍ସ; ଦସ୍ତଖତ ପାଇଁ ନେଉଥିଲେ ୧୧ ହଜାର, ତା'ପରେ..

ପେସା ଡାକ୍ତର, କିନ୍ତୁ ନିଶା ରିଲ୍ସ । ସରକାରୀ ମେଡିକାଲରେ ଚାକିରି କରିଛନ୍ତି । ଦରମା ଟଙ୍କାରେ ପେଟ ପୂରୁନଥିଲା ଯେ, ଦସ୍ତଖତ ଟିକିଏ କରିବା ପାଇଁ ୧୧ ହଜାର ମାଗୁଥିଲେ। ଭିଜିଲାନ୍ସ ହାତରେ ଧରାପଡ଼ି ଏବେ ଗିରଫ ହେଲେ। କିନ୍ତୁ ବାବୁଙ୍କ ରିଲ୍ସ ଦେଖି ଆପଣ ହୋଇଯିବେ କାବା । କଳା ଚଷମା ସାଙ୍ଗକୁ ଟାଇଟ୍‌ ଜିନ୍ସରେ କରୁଛନ୍ତି ରିଲ୍ସ ଭିଡିଓ । More
  • Chandan Shishu
  • 2 years ago

ହୋଟେଲ 'ନିମନ୍ତ୍ରଣ'ରେ ବଡ଼ ଧରଣର ଘୋଟାଲା: ୬ ମାସରେ ୧୭ ଲକ୍ଷ ଚଳୁ !

୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। More
  • Chandan Shishu
  • 2 years ago

ପର କରିଦେଲେ ପରିବାର, ପୋଲିସ ବାବୁ ଦେଖାଇଲେ ମହାନତା 

ଉକ୍ତ ଯୁବକ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି, କୁଟୁମ୍ଭ କେହି ଶବକୁ କାନ୍ଧ ଦେଇ ନଥିଲେ।  More
  • Rajalaxmi Sahoo
  • 2 years ago

‘ମୁକୁନ୍ଦାନନ୍ଦ ବାବାଠୁ ମୋ ଝିଅକୁ ଉଦ୍ଧାର କରନ୍ତୁ, ଦେଢ଼ ବର୍ଷ ହେଲାଣି ଝିଅକୁ ଦେଖିନି’

ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ସ୍ୱାମୀ ମୁକୁନ୍ଦାନନ୍ଦ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି। ବାବାଙ୍କ ଆଶ୍ରମକୁ ଗଲେ, ସେମାନେ ଝିଅ ସହ ଭେଟିବାକୁ ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। More
  • Rajalaxmi Sahoo
  • 2 years ago

ମୃତ୍ୟୁ ପୂର୍ବରୁ ଅଭିନେତ୍ରୀ ରାଜେଶ୍ୱରୀଙ୍କ ସହ କ’ଣ ଘଟିଥିଲା, ସ୍ୱାମୀ କହିଲେ ଏମିତି...

ପତ୍ନୀଙ୍କୁ ସବୁଦିନ ପାଇଁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ରାଜେଶ୍ୱରୀଙ୍କ ସ୍ୱାମୀ। କୋହଭରା କଣ୍ଠରେ ସେ କହିଛନ୍ତି, ‘ମଝିରେ ମଝିରେ ତାଙ୍କ ଦେହ ଖରାପ ହେଉଥିଲା। ତେବେ ଚିକତ୍ସା ପରେ ପୁଣି ସେ ଠିକ୍‌ ହୋଇଯାଉଥିଲେ। More
  • Chandan Shishu
  • 2 years ago

୧୨ ଶହ ନିକଟତର ହେଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ

ଖୋର୍ଦ୍ଧାରୁ ସର୍ବାଧିକ ୩୧୨ ଚିହ୍ନଟ ହୋଇଛନ୍ତି। More
  • Rajalaxmi Sahoo
  • 2 years ago

‘ମୁଁ ତାକୁ ଭଲ ପାଉଥିଲି, ହେଲେ ସେ ମୋତେ ବିଷ ପିଏଇଦେଲା’

ପ୍ରେମିକାକୁ ବିଷ ଦେଇ ମାରିଲା ପ୍ରେମିକ। ଯୁବତୀଙ୍କ ମୃତ୍ୟୁ ପୂର୍ବର ଜମାନବନ୍ଦୀ ଭାଇରାଲ ହେବାରେ ଲାଗିଛି। More
  • Chandan Shishu
  • 2 years ago

ଲୋଭ ଯୋଗୁ ଅସୁବିଧାରେ ପଡିପାରନ୍ତି

ସୈାର କର୍କଟ ମାସ  ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ  ଗୁରୁବାର। ଆଜି ଆପଣଙ୍କ କେମିତି କଟିବ ଦିନ More
  • Rajalaxmi Sahoo
  • 2 years ago

ଆଜିଠୁ ପ୍ରବଳ ବର୍ଷିବ ! ୧୩ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁସାରେ, ରାଜ୍ୟରେ ଆଜିଠାରୁ ୨୪  ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି।    More
  • Rajalaxmi Sahoo
  • 2 years ago

ପରଲୋକରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ

ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ ହୋଇଛି। ଏକାଧିକ ଓଡ଼ିଆ ଧାରାବାହିକରେ ଅଭିନୟ କରି ସେ ପ୍ରଶଂସା ସାଉଁଟିଥିଲେ। More
  • Chandan Shishu
  • 2 years ago

କିଟ୍ ନାଁରେ ପୁଣି ସରକାରୀ ଜମି ହଡପ ଅଭିଯୋଗ: ଜଳାଶୟ ପୋତି ନିର୍ମାଣ କରୁଛି କୋଠା

ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ କିଟ୍ ବିଶ୍ୱବିଦ୍ୟାଳୟର ମାଲିକ ହୋଇଥିବାରୁ ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛି କି ପ୍ରଶାସନ? More
  • Satyendu Shekher Mishra
  • 2 years ago

MDM ଚାଉଳ ମହାଘୋଟାଲା ପାର୍ଟ-୨ ! ୫ ମାସର ଚାଉଳ କୋଟା ଗାଏବ୍

ବଲାଙ୍ଗିରରେ ବି ମଧ୍ୟାହ୍ନ ଭୋଜନ ଚାଉଳରେ ଦୁର୍ନୀତିର ଗନ୍ଧ । ଗୋଦାମରୁ ଉଠିଛି ହେଲେ ସ୍କୁଲରେ ପହଞ୍ଚିନି ଚାଉଳ । More
  • Satyendu Shekher Mishra
  • 2 years ago

କିଏ ହେବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ? ଦ୍ରୌପଦୀଙ୍କ ପାଇଁ ହେଲାଣି ହୋମ ଯଜ୍ଞ

କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦଙ୍କ ମତ ? ଆସନ୍ତାକାଲି ଭୋଟ୍ ଗଣତି, ବଢୁଛି ଉତ୍କଣ୍ଠ । More
  • Satyendu Shekher Mishra
  • 2 years ago

କଟକରେ ରାସ୍ତା ଅବସ୍ଥା ଶୋଚନୀୟ, ମେୟରଙ୍କ କରୁଛନ୍ତି ଚିରାଚରିତ ଯୁକ୍ତି

ସହରର ପ୍ରବେଶ ପଥ ଲିଙ୍କ ରୋଡ଼ରୁ ବାଦାମବାଡ଼ି ପର୍ଯ୍ୟନ୍ତ ରାସ୍ତାରେ ଜାଇକା କାମ ଯୋଗୁଁ ସୃଷ୍ଟି ହୋଇଛି ବଡ ବଡ ଖାଲ । ପୁରୀଘାଟ, ଗଣେଶ ଘାଟ, ସିଡିଏ କାଠଯୋଡ଼ି ବନ୍ଧ, ସବୁଠି ରାସ୍ତାରେ ଖାଲ । More
  • Chandan Shishu
  • 2 years ago

ଭୁଶୁଡିଲା ନିର୍ମାଣାଧୀନ ଛାତ, ଚାପି ହୋଇରହିଥିଲେ ଶ୍ରମିକ

ସ୍ଥାନୀୟ ଲୋକ, ଓଡ୍ରାଫ୍ ବାହିନୀ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। More