• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Babushan Shared Video
ମୋତେ ବ୍ଲାକ୍‌ମେଲ୍‌ କରିନାହାନ୍ତି: ବାବୁସାନ୍

ପୁଣି ଏକ ଭିଡିଓରେ ସ୍ପଷ୍ଟୀକରଣ ଦେଲେ ଅଭିନେତା ବାବୁସାନ୍।

Prakruti Mishra assaulted by Babushaan's wife- 'She turned me real-life heroine from reel-life'
ତେଜୁଛି ବାବୁସାନ୍-ତୃପ୍ତି-ପ୍ରକୃତି କଳି: ପ୍ରକୃତିଙ୍କ ସହ ଆଉ ଫିଲ୍ମ କରିବେନି କହିଲେ ବାବୁସାନ୍

ପ୍ରକୃତିଙ୍କୁ ଇଙ୍ଗିତ କରି ଅପରାଜିତାଙ୍କ ଟାର୍ଗେଟ୍ କଲେ । କହିଲେ ଦେଢ଼ବର୍ଷ ହେଲା ଖରାପ ସଂଗତରେ ପଡ଼ିଯାଇଛି ପୁଅ...

'Prakruti Mishra is creating melodrama, she should move on'- says Babushaan's cousin
‘ପ୍ରକୃତି ଏକା ଫାଇଟ୍‌ କରୁଥିଲେ ବୋଲି ଆମକୁ ଦେଖାଗଲାନି, ସେ ଏକା ଦୌଡ଼ୁଥିଲେ ବୋଲି ଆମକୁ ଦେଖାଗଲା’

ପ୍ରକୃତିଙ୍କ ସ୍ପଷ୍ଟୀକରଣ ଭିଡ଼ିଓର ଜବାବ ଦେଇ ବର୍ଷିଛନ୍ତି ବାବୁସାନ୍‌ଙ୍କ ସମ୍ପର୍କୀୟ ଭଉଣୀ, କହିଲେ...

MonkeyPox
ବିଶ୍ୱର ୭୦ ଦେଶରେ ୧୬ ହଜାର ମଙ୍କିପକ୍ସ ରୋଗୀ ଚିହ୍ନଟ

ଯେହେତୁ ଅଳ୍ପ ଦିନ ଭିତରେ ଏହା କେରଳ ଓ ଦିଲ୍ଲୀକୁ ମଙ୍କିପକ୍ସ ଛୁଇଁଲାଣି, ଓଡ଼ିଶାକୁ ଆସିବନି ବୋଲି କହିହେବନି।

At 65, Mindtree co-founder Subroto Bagchi to complete his DU degree 40 yrs after dropping out
୬୫ ବର୍ଷ ବୟସରେ ଏଲ୍‌ଏଲ୍‌ବି ଡିଗ୍ରୀ ପଢ଼ିବେ ସୁବ୍ରତ ବାଗ୍‌ଚି

ଆଇଟି କମ୍ପାନୀ ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ସୁବ୍ରତ ବାଗ୍‌ଚି ୬୫ ବର୍ଷରେ ପାଠ ପଢିବେ ।

Prakruti Mishra gives clarification over harrassment by Babushaan's wife
'ବେକରେ ଶିକୁଳି ପକାଇ ସ୍ୱାମୀକୁ ବାନ୍ଧିକି ରଖ'

ଗୋଟେ ଫିଲ୍ମ ନିର୍ମାଣ କରିବା କରିବା ପାଇଁ ମୁଁ ବାହାରକୁ ଯାଉଥିଲି।

Odisha to pray for him & bless him so that he returns to his family: Aparajita Mohanty
‘ବାବୁସାନକୁ ବ୍ଲାକମେଲିଂ କରାଯାଉଥିଲା’

OTVକୁ ଅପରାଜିତା ମହାନ୍ତିଙ୍କ EXCLUSIVE ପ୍ରତିକ୍ରିୟା, କହିଲେ ବାବୁସାନଙ୍କ କଲ୍ ରେକର୍ଡ ଯାଞ୍ଚ ହେଉ...

Carcass of 2 more elephants found in Dhama forest range; Crime Branch STF seizes the carcasses Odish
ପୋଡ଼ାଜଳା ଅବସ୍ଥାରେ ୨ ହାତୀ କଙ୍କାଳ ଠାବ

ପୁଣି ଦୁଇଟି ହାତୀ କଙ୍କାଳ ଠାବ....

Special story
‘ପ୍ରକୃତିଙ୍କ ସହ ସମ୍ପର୍କରେ ଆସିବା ପରେ ଭାଇ ବାବୁସାନ ବଦଳି ଯାଇଛି’

ପ୍ରକୃତି ମିଶ୍ର ଭାଇର ଘର ଭାଙ୍ଗି ଦେଇଥିବା କହିଲେ ବାବୁସାନ୍‌ଙ୍କ ଭଉଣୀ ତୃପ୍ତି ମହାନ୍ତି ।

Special story
‘କୋଭିଡ୍‌ ପରେ ସୁଟିଂ ସେଟରେ ହଠାତ୍‌ ରାଗି ଯାଉଥିଲେ ବାବୁସାନ୍’ : ଖୁଲାସା କଲେ ଓଡ଼ିଆ ସିନେ ନିର୍ଦ୍ଦେଶକ

ହଠାତ୍‌ କାହିଁକି ବଦଳି ଯାଇଥିଲେ କି ବାବୁସାନ୍‌ ? କୋଭିଡ୍‌ ସମୟ ମଧ୍ୟରେ କ’ଣ ହୋଇଥିଲା ।

Covid 19
ରାଜ୍ୟରେ ଆଜି ବି ହଜାରେ ପାର୍‌ ସଂକ୍ରମଣ

ଆଜି ରାଜ୍ୟରେ ୨୪ ଘଣ୍ଟାରେ ୧୦୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Special story
ବାବୁସାନ୍‌ଙ୍କ ପାଇଁ ଅପରାଜିତାଙ୍କ ଆଖିରେ ଲୁହ : ମିଡିଆ ମାଧ୍ୟମରେ ନିବେଦନ, ଫେରିଆ ପୁଅ

ପୁଅ ବାବୁସାନଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ମାଆ ଅପରାଜିତା ।

Subash Chandra Nayak
କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ

କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କର ରବିବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।

Special story
ପାଇଖାନା ନିର୍ମାଣରେ ଘୋଟାଲା : ଶୌଚ ହେବା ପରିବର୍ତ୍ତେ ଜାଳ ରଖୁଛନ୍ତି ଲୋକେ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କେରୁଆପାଳ ପଞ୍ଚାୟତରେ ପାଇଖାନା ଘୋଟାଲା ।

Special story
ରାୟଗଡ଼ା କାଶୀପୁରରେ ଥମୁନି ହଇଜା : ଡେଙ୍ଗାଗୁଡ଼ା ଗାଁରେ ଆଉ ଜଣଙ୍କ ଜୀବନ ଗଲା

ରାୟଗଡ଼ା ପରେ କୋରାପୁଟ ଓ ନବରଙ୍ଗପୁରକୁ ବ୍ୟାପିଲା ଝାଡ଼ାବାନ୍ତି

Villagers forced to Vacate Native Place
ସ୍ୱପ୍ନ ଭାଙ୍ଗିଦେଲା ଲୋୟର ଇନ୍ଦ୍ର ଜଳସେଚନ; ପୈତୃକ ଘରକୁ ହରାଇ କାନ୍ଦୁଛନ୍ତି ଗାଁ ଲୋକ

କିଛି ଘଂଟାରେ ସବୁ ସ୍ୱପ୍ନକୁ ଚୁରମାର କରିଦେଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ। ଜଳଭଣ୍ଡାର ପାଇଁ ବିନା ଇଚ୍ଛାରେ ଗାଁ ଛାଡ଼ିଲେ ଲୋକେ। ଘର କବାଟରେ ତାଲା ପଡିଛି ସତ ହେଲେ ଉପର ପୂରା ମେଲା। ଶୁଭବିବାହ ଲେଖା କାନ୍ଥରୁ ଲିଭିନି । କିନ୍ତୁ ନୂଆ ବୋହୂର ମନ ଭାଙ୍ଗିଯାଇଛି।

Daily Horoscope
Daily Horoscope 24th July 2022: ଏହି ରାଶିର ବ୍ୟକ୍ତିଙ୍କୁ ଅର୍ଥଲାଭ ହୋଇପାରେ..

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ  ରବିବାର । ତିଥି –  ୧୧ ଶୀ ଦିବା ୦୧/୪୬ ଗତେ ୧୨ ଶୀ, ଚନ୍ଦ୍ର   – ବୃଷ ଅହୋରାତ୍ର, ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ ଦିବା ୦୧/୪୬ ଗତେ  ୨ ପାଦ - କୃଷି ଓ ପଶୁହାନି ଓ ଅନ୍ନଦାନ। 

Special story
ପାଠ ନଆସିବାରୁ ନିର୍ଧୁମ ମାଡ଼ : ଶିକ୍ଷକଙ୍କ ବେତ ପାହାରରେ ୧୪ ଛାତ୍ରଛାତ୍ରୀ ଆହତ

ଉତ୍ତର ଦେଇ ନପାରିବାରୁ ପିଲାଙ୍କୁ ନିର୍ଘାତ ମାଡ଼ ମାରିଲେ ଶିକ୍ଷକ ।

Special story
ସାଙ୍ଗ ସାଜିଲା ସଇତାନ୍; ଠେଙ୍ଗାରେ ପିଟି ନୃଶଂସ ହତ୍ୟା

ସାମାନ୍ୟ ବଚସାରୁ ଠେଙ୍ଗାରେ ପିଟି ନୃଶଂସ ହତ୍ୟା ଅଭିଯୋଗ

Special story
ପ୍ରକୃତିଙ୍କ ସହ ସିନେମା କରିବେନି ବାବୁସାନ୍‌ : ଭିଡିଓ ବାର୍ତ୍ତା ଜରିଆରେ ଓଡ଼ିଶାବାସୀଙ୍କୁ ଜଣାଇଲେ ଅଭିନେତା

ମୁଁ ଜାଣି ନ ଥିଲି ମୋ ଘରେ ଏତେ ଅସୁବିଧା ଚାଲିଛି ବୋଲି ବାବୁସାନ୍‌ କହିଛନ୍ତି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 24 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Sunday, 24 July 2022
Rice Packets
ମଧ୍ୟାହ୍ନ ଭୋଜନ ମହାଘୋଟାଲା ପାର୍ଟ-୪; ୫୦ କେଜି ବସ୍ତାରେ ରହୁଛି ୪୭ କେଜି ଚାଉଳ

ମନ ଇଛା ବିନା ଓଜନରେ ଯୋଗାଣ ବିଭାଗ ଚାଉଳ ପକାଇ ଚାଲି ଯାଉଛି । ସ୍କୁଲରେ ଓଜନ କରିବା ପାଇଁ ବ୍ୟବସ୍ଥା ନଥିବାରୁ ସମସ୍ତେ ନାଚାର । ଜିଲ୍ଲାର କୋଇଡା ବ୍ଳକ୍‌ରେ ବି ଛାତ୍ରଛାତ୍ରୀଙ୍କ ମିଡ୍ ଡେ ମିଲ୍‌ରେ ଦୁର୍ନୀତିର ଗନ୍ଧ ଦେଖିବାକୁ ମିଳିଛି ।

President-elect Draupadi Murmu
ଭାରତୀୟ ଇତିହାସରେ ଲେଖାଯିବ ସ୍ୱର୍ଣ୍ଣିମ ଅଧ୍ୟାୟ; ଦିନକ ପରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ

ସୋମବାର ପୂର୍ବାହ୍ଣ ୧୦ଟା ୧୪, ସାରା ଭାରତ ପାଇଁ ଅନନ୍ୟ ଏବଂ ଐତିହାସିକ ମୁହୂର୍ତ୍ତ । ପଛୁଆ, ନିଷ୍ପେସିତ, ଉପେକ୍ଷିତ କୁହାଯାଉଥିବା ଆଦିବାସୀ ସଂପ୍ରଦାୟର ଜଣେ ମହିଳା, ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିବେ ।