• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ସୈାର କର୍କଟ ମାସ  ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ  ଗୁରୁବାର।

ତିଥି– ୮ମୀ ଦିବା ୦୮/୧୨ ଗତେ ୯ମୀ

ଚନ୍ଦ୍ର– ମେଷ ଅହୋରାତ୍ର

ଘାତ ଚନ୍ଦ୍ର- ମେଷ ରାଶିର ଅହୋରାତ୍ର

ଘାତ ବାର– ତୁଳା ଓ କୁମ୍ଭ ରାଶିର

ପୁଷ୍କର ଦୋଷ - ନାସ୍ତି

ଶୁଭ ସମୟ-

ପ୍ରାତଃ ୦୫/୨୨ ରୁ ୦୭/୦୬ 

 ଦିବା ୧୦/୩୪ ରୁ ୦୧/୧୧ 

ରାତ୍ରି ୦୨/୨୬ ରୁ ୦୩/୧୦  

ଅଶୁଭ ସମୟ

ଋାହୁକାଳ - ଦିବା ୦୧/୩୦ ରୁ ୦୩/୦୮

କାଳବେଳା – ଦିବା ୦୩/୦୮ ରୁ ୦୪/୪୬ 

ବାରବେଳା –ଦିବା ୦୪/୪୬ ରୁ ୦୬/୨୩

କାଳରାତ୍ରି - ରାତ୍ରି ୧୧/୫୩ ରୁ ୦୧/୧୫

ଆଜିର ରାଶିଫଳ-

ମେଷ:

ଅଶ୍ୱନୀ– ବାକି ପଡିଥିବା ଅର୍ଥକୁ କୌଶଳରେ ଆଦାୟ କରିବାକୁ ସମର୍ଥ ହେବେ।

ଦ୍ୱିଜା – ଚାକିରିରେ ଆଶ୍ୱସ୍ତି ହୋଇପାରନ୍ତି।

କୃତିକା – ପ୍ରେମ ଓ ସାଂସାରିକ ଜୀବନ ହସଖୁସିରେ କଟିବ।

ପ୍ରତିକାର -  ନିଷ୍ଠାପର ଭାବେ ମହାଦେବଙ୍କ ପୂଜା କରନ୍ତୁ।

ବୃଷ:

କୃତିକା  - ଗୁପ୍ତ ଧନର ସନ୍ଧାନ ପାଇ ପାରନ୍ତି

ରୋହିଣୀ – ଇଶ୍ୱରଙ୍କ ସାଧନାରେ ଲିପ୍ତ ରହିବେ

ମୃଗଶିରା – କରଜ ପରିଶୋଧ କରିବେ

ପ୍ରତିକାର – ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ

ମିଥୁନ:

ମୃଗଶିରା  - ସୁଯୋଗର ସଦ୍‌ବ୍ୟବହାର କରି କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କର ପ୍ରିୟଭାଜନ ହେବେ।

ଆଦ୍ରା -  ଛାତ୍ରଛାତ୍ରୀ ମାନେ ସ୍ୱାଭିମାନୀ ହେବେ   

ପୁନର୍ବସୁ - ଭୂମି କ୍ରୟ କରିବାର ସୁଯୋଗ ଅଛି 

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 

କର୍କଟ:

ପୁନର୍ବସୁ -  ଚାକିରୀରେ ସଦା ପ୍ରସନ୍ନ ରହିବେ

ପୁଷ୍ୟା –  ସତ୍ କର୍ମରେ ବ୍ରତୀ ହୋଇ ପାରନ୍ତି

ଅଶ୍ଳେଷା - ଖେଳ କୁଦରେ ଖୁସି ରହିବେ 

ପ୍ରତିକାର –୫ଟି ଶନିବାର କରି ଶନି ମେଳା କରନ୍ତୁ

ସିଂହ:

ମଘା – ସମସ୍ତ କର୍ଯ୍ୟରେ ବିଳମ୍ବ ହେବ । ମାନସିକ ଦୁଶ୍ଚିନ୍ତା ଲାଗିରହିବ

ପୂ , ଫାଲଗୁନୀ -  ଅର୍ଥଲାଭର ଯୋଗ ରହିଥିଲେ ମଧ୍ୟ ଅର୍ଥଭାବକୁ ପୂରଣ କରିବାକୁ ଅସମର୍ଥ ହେବେ 

ଉ ,ଫାଲଗୁନୀ – ଶୁଭ କାର୍ଯ୍ୟରେ ବହୁ ବାଧାବିଘ୍ନ ଦେଖାଦେଇ ପାରେ

ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

କନ୍ୟା:

ଉ , ଫାଲଗୁନୀ – ମାନସିକ ଓ ଶାରିରୀକ ସମସ୍ୟା ଦେଖାଦେବ

ହସ୍ତା – ପଡୋଶିଙ୍କ ସହ ଦିବାଦ ଦେଖା ଦେଇପାରେ

ଚିତ୍ରା –ପିଲାମାନେ ପିତୃ ଧନ ନାଶ କରିବେ

ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ

ତୁଳା:

ଚିତ୍ରା – ଧର୍ମକାର୍ଯ୍ୟ ପ୍ରତି ଆକୃଷ୍ଟ ହେବେ

ସ୍ୱାତୀ – ଯଶବୃଦ୍ଧି, ଏବଂ ଗୁରୁକୃପା ଲାଭ କରିବେ

ବିଶାଖା – କର୍ମଚିନ୍ତା ସତ୍ୱେ ସର୍ବାଙ୍ଗୀନ ଉନ୍ନତି ବଜାୟ ରହିବ

ପ୍ରତିକାର – ଧଳା ବା ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ

ବିଛା:

ବିଶାଖା – ଉର୍ନତି କର୍ମରେ ସାଫଲ୍ୟ ମିଳିବ

ଅନୁରାଧା – ବିଦ୍ୟାର୍ଥୀମାନେ ବିଦ୍ୟାନୁରାଗି ହେବେ

ଜ୍ୟେଷ୍ଠା  – ବ୍ୟବସାୟରେ ଆଶାନୁରୂପକ ଲାଭବାନ ହେବେ 

ପ୍ରତିକାର – ସୋମବାର ଦିନ ବିଧିପୂର୍ବକ ଶିବ ପୂଜା କରନ୍ତୁ

ଧନୁ:

ମୂଳା – ଠକାମି ଆଦି ନାନା ସମସ୍ୟାର ପୀଡା ଭୋଗିବେ

ପୂ , ଷାଢା – ଶିକ୍ଷାର୍ଥୀ ମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି

ଉ , ଷାଢା – ହାନି ସହିବାକୁ ବାଧ୍ୟ ହେବେ

ପ୍ରତିକାର – ଶନିପୂଜା ନିତ୍ୟାନ୍ତ ଆବଶ୍ୟକ

ମକର:

ଉ , ଷାଢା -  ଚାକିରିରେ କର୍ତୁପକ୍ଷଙ୍କ ଶୁଭ ଦୃଷ୍ଟି ଆକର୍ଷଣ କରିବେ

ଶ୍ରବଣା – ପଦ ମର୍ଯ୍ୟାଦା  ବୃଦ୍ଧି ପାଇବ

ଧନିଷ୍ଠା –  ଆଶା କରୁଥିବା ଦିଗରୁ ସାହାର୍ଯ୍ୟ ସହଯୋଗ ପାଇବେ

ପ୍ରତିକାର – ହନୁମାନଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କୁମ୍ଭ:

ଧନିଷ୍ଠା – ସାମ୍ୱାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ 

ଶତଭିଷା – ନିଜ କାର୍ଯ୍ୟ ପାଇଁ ପ୍ରଂଶସିତ ହେବେ

ପୂ , ଭାଦ୍ରପଦ  – ଚତୁରତାର ସହ ସମସ୍ତ ସମସ୍ୟାର ସମାଧାନ କରିବେ

ପ୍ରତିକାର – ନାଲି ପୋଷାକ ବ୍ୟବହାର କରନ୍ତୁ

ମୀନ:

ପୂ , ଭାଦ୍ରପଦ - ଲୋଭ ହେତୁ ଅସୁବିଧାରେ ପଡିପାରନ୍ତି

ଉ , ଭଦ୍ରପଦ -ଦ୍ୱନ୍ଦରେ ପଡି ପ୍ରତାରଣାର ଶିକାର ହେବେ

ରେବତୀ – ଅଯଥା ଭ୍ରମଣ  ଯାତ୍ରାର କ୍ଲେଶ ଦେଖାଦେବ

ପ୍ରତିକାର – ସୂର୍ଯ୍ୟ ନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)