• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Husband Flees
ସ୍ତ୍ରୀ ଗର୍ଭବତୀ, ସ୍ୱାମୀ ଫେରାର !

ଥାନାରେ ସମାଧାନ ହେବାପରେ ଉଭୟ ପୁଣି ଏକାଠି ରହିଥିଲେ। କିନ୍ତୁ ଏ ସମ୍ପର୍କ ବେଶୀ ଦିନ ତିଷ୍ଠିଲାନି..

Fertiliser Eating
ଚିନି ଭାବି ଚୁଡ଼ାରେ ୟୁରିଆ ମିଶାଇ ଖାଇଦେଲେ; ଜଣେ ବୃଦ୍ଧା, ୩ ଶିଶୁ ଗୁରୁତର

ଚିନି ଭାବି ଚୁଡ଼ାରେ ୟୁରିଆ ସାର ଗୋଳାଇ ଖାଇଦେଲେ ନାତି ନାତୁଣୀ। ମିଛ କହୁଥିବା ଭାବି ନାତିନାତୁଣୀ ଖାଇଥିବା ଚୁଡା ଖାଇଦେଲେ ଆଈ।

CBSE 10th result
ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳ

୨୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Draupadi Murmu
ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀଙ୍କୁ ମିଳିବ ଏହିସବୁ ସୁବିଧା..

ରାଷ୍ଟ୍ରପତି ହେବା ପରେ ଜାଣନ୍ତୁ ମାସକୁ କେତେ ଦରମା ପାଇବେ ଦ୍ରୌପଦୀ ମୁର୍ମୁ? ଏହାସହ କି କି ସୁବିଧା ମିଳିବ ତାଙ୍କୁ?

gold
ବଢ଼ିଲା ସୁନା ଦର...

ସାମାନ୍ୟ ବୃଦ୍ଧି ପାଇଛି ସୁନା-ରୂପା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ...

 COVID19
ରାଜ୍ୟରେ ଆଜି ବି ୧୧ ଶହ ଉପରେ କରୋନା ସଂକ୍ରମଣ

ରାଜ୍ୟରେ ୩ ଦିନ ହେଲା ୧୧ ଶହ ଉପରେ କରୋନା ଦୈନିକ ସଂକ୍ରମଣ...

NGT imposes Rs 28L fine on Kendrapara Municipality for polluting Gobari river
NGT ଛାଟ, ୨୮ ଲକ୍ଷ ଟଙ୍କା ଫାଇନ୍‌

ଗୋବରୀ ନଦୀକୁ ପ୍ରଦୂଷିତ କରିଥିବାରୁ କେନ୍ଦ୍ରାପଡ଼ା ପୌର ପରିଷଦକୁ ମାସିକ ୧ ଲକ୍ଷ ଟଙ୍କା ହିସାବରେ ୨୮ ମାସକୁ ୨୮ ଲକ୍ଷ ଟଙ୍କା ଫାଇନ ପଡ଼ିଛି। କେନ୍ଦ୍ରାପଡା ପୌରପାଳିକା ଗୋବରୀ ନଦୀକୁ ଏକ ଅଘୋଷିତ ଡମ୍ପିଙ୍ଗ୍‌ ୟାର୍ଡ ପରିଣତ କରିଥିବା ଅଭିଯୋଗ ହୋଇଛି।

Allegation Against Boudh Divisional Forest Officer
ବୌଦ୍ଧ DFOଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ

ବୌଦ୍ଧ ବନଖଣ୍ଡ ଅଧିକାରୀ ସବୁ ନିୟମକୁ ଜଳାଞ୍ଜଳି ଦେଇ ବୌଦ୍ଧ ବନ୍ୟାପ୍ରାଣୀ ତତ୍ତ୍ୱବଧାରକଙ୍କୁ ୨ ମାସର ଦରମା ଦେଇଥିବା ଅଭିଯୋଗ ହୋଇଛି। 

Mid Day Meal Scam
ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ

କୋରାପୁଟ ଓ ବଲାଙ୍ଗୀରରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୋରାପୁଟର ୧୧୪ ଏବଂ ବଲାଙ୍ଗୀରର ୮୦ରୁ ଅଧିକ CRCCଙ୍କୁ କାର୍ଯ୍ୟାନ୍ତର କରାଯାଇଛି।

Rainfall Alert- Orange Warning For 7 Odisha Districts
୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: ୨୪ ଯାଏଁ ପ୍ରବଳ ବର୍ଷିବ !

ରାଜ୍ୟରେ ଆହୁରି ତିନିଦିନ ବର୍ଷା ଲାଗି ରହିବ...ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ତାରିଖ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା...

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 22 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Friday, 22 July 2022
Draupadi Murmu
ଔପଚାରିକତା ଶେଷ, କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ; ଉପାନ୍ତ ମୟୂରଭଞ୍ଜର ଆଦିବାସୀ ଝିଅ ଦ୍ରୌପଦୀ ଦେଶର ପ୍ରଥମ ନାଗରିକ

ଭାରତୀୟ ଗଣତାନ୍ତ୍ରିକ ଇତିସାହରେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ଦ୍ରୌପଦୀ ମୁର୍ମୁ ।

Rajeswari
ଯୁବା ବୟସରେ ରୋଗ ଛଡ଼େଇନେଲା ଆୟୂଷ, କ୍ୟାନ୍ସର ସହ ଦୀର୍ଘଦିନ ଜୁଝିବା ପରେ ଆଖିବୁଜିଲେ ରାଜେଶ୍ୱରୀ

ଟେଲି ଅଭିନେତ୍ରୀ ରାଜେଶ୍ୱରୀଙ୍କ ପରଲୋକ । ଭୁବନେଶ୍ୱରର ଘରୋଇ ହସ୍ପିଟାଲ୍‌ରେ ରାଜେଶ୍ୱରୀଙ୍କ ପରଲୋକ । ସିନେମା ଓ ସିରିୟଲ ଜଗତରେ ଶୋକର ଛାୟା ।

Vibrio Cholerae
ଡରାଇଲାଣି ଝାଡ଼ା ବାନ୍ତି ! ଗୋଟିଏ ପରେ ଗୋଟିଏ ନେଉଛି ଜୀବନ..

ଡୁମରପଦର ଗାଁରେ ଆହୁରି କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡିଛି ।

Humanity
ଏମିତି ବି ଅଛନ୍ତି ପୋଲିସ ! ପାହାଡ଼ରୁ ତଳକୁ ୩ କିଲୋମିଟର କାନ୍ଧରେ ବୋହିଲେ ଶବ

ପ୍ରାୟ ୩ କିଲୋମିଟର ପାହାଡ଼ ଉପରୁ ତଳକୁ କାନ୍ଧରେ ବୋହି ବୋହି ଆଣିଛନ୍ତି ପୋଲିସ ବାବୁ । ଏଭଳି ଏକ ନିଆରା ଓ ହୃଦୟକୁ ଛୁଇଁଗଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର ଫୁଲଝର ନିକଟ ଗୀନିଆ ଜଙ୍ଗଲରେ ।

OTDC staff siphons off Rs 17.50 lakh from ‘Nimantran Restaurant’ accounts; 2 held
‘ନିମନ୍ତ୍ରଣ’ରେ ମହା ଘୋଟାଲା: ମିଳିମିଶି ଚଳୁ କରିଦେଲେ ସାଢେ ୧୭ ଲକ୍ଷ ଟଙ୍କା

ରାଜଧାନୀର ଓଟିଡିସି ରେଷ୍ଟୁରାଂଟ୍ ନିମନ୍ତ୍ରଣର ମ୍ୟାନେଜର ଓ ଆସିଷ୍ଟାଣ୍ଟ ମ୍ୟାନେଜର ମିଶି ଚଳୁକରିଦେଲେ ସାଢେ ୧୭ ଲକ୍ଷ ଟଙ୍କା...

Rairangpur swells in excitement as Draupadi Murmu leads Prez poll count
ନାଚୁଛି ରାଇରଙ୍ଗପୁର, ଝୁମୁଛି ଓଡ଼ିଶା: ଅଖ୍ୟାତ ପଲ୍ଲୀର ପ୍ରଖ୍ୟାତ ଝିଅ ପାଇଁ ଚାରିଆଡ଼େ ସେଲିବ୍ରେସନ୍

ଅଖ୍ୟାତ ଆଦିବାସୀ ପଲ୍ଲୀର ପ୍ରଖ୍ୟାତ ଝିଅଙ୍କ ପାଇଁ ଚାରିଆଡ଼େ ସେଲିବ୍ରେସନ୍...

5T school
5 T ସ୍କୁଲ୍‌ର ଦୟନୀୟ ସ୍ଥିତି, କାମ ସରିନି ଉଠିଗଲାଣି ଟାଇଲ୍ସ..

୫-ଟି ସ୍କୁଲରେ ଭୟଙ୍କର ଦୁର୍ନୀତି। ଉନ୍ନତିକରଣରେ ଲକ୍ଷ ଲକ୍ଷ ଲୁଟ୍‌....ଗୋଟିଏ ପଟେ କାମ ସରିନି ଅନ୍ୟପଟେ ଉଠିଗଲାଣି ଟାଇଲ୍ସ। ୪ ମାସ ହେଲାଣି ଏମିତି ଉନ୍ନତିକରଣ ହେଉଛି ଯେ ଏ ପର୍ଯ୍ୟନ୍ତ କାମ ସରୁନି। ସମସ୍ତଙ୍କ ମିଲିଭଗତରେ ଚାଲିଛି ମହାଦୁର୍ନୀତି

Kendrapara Municipality
କେନ୍ଦ୍ରାପଡ଼ା ପୌରପରିଷକୁ ୨୮ ଲକ୍ଷ ଫାଇନ୍‌ !

ଏ ସମ୍ପର୍କରେ ପୌରଧ୍ୟକ୍ଷା ନିକଟକୁ କୌଣସି ନୋଟିସ ଆସିନଥିବା କହିଛନ୍ତି। 

Casanova doctor
ସରକାରୀ ଡାକ୍ତରଙ୍କ ବୋବାଲିଆ ରିଲ୍ସ; ଦସ୍ତଖତ ପାଇଁ ନେଉଥିଲେ ୧୧ ହଜାର, ତା'ପରେ..

ପେସା ଡାକ୍ତର, କିନ୍ତୁ ନିଶା ରିଲ୍ସ । ସରକାରୀ ମେଡିକାଲରେ ଚାକିରି କରିଛନ୍ତି । ଦରମା ଟଙ୍କାରେ ପେଟ ପୂରୁନଥିଲା ଯେ, ଦସ୍ତଖତ ଟିକିଏ କରିବା ପାଇଁ ୧୧ ହଜାର ମାଗୁଥିଲେ। ଭିଜିଲାନ୍ସ ହାତରେ ଧରାପଡ଼ି ଏବେ ଗିରଫ ହେଲେ। କିନ୍ତୁ ବାବୁଙ୍କ ରିଲ୍ସ ଦେଖି ଆପଣ ହୋଇଯିବେ କାବା । କଳା ଚଷମା ସାଙ୍ଗକୁ ଟାଇଟ୍‌ ଜିନ୍ସରେ କରୁଛନ୍ତି ରିଲ୍ସ ଭିଡିଓ ।

Nimantran Scam
ହୋଟେଲ 'ନିମନ୍ତ୍ରଣ'ରେ ବଡ଼ ଧରଣର ଘୋଟାଲା: ୬ ମାସରେ ୧୭ ଲକ୍ଷ ଚଳୁ !

୬ ମାସରେ ୧୭ ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।

Police act as godsend
ପର କରିଦେଲେ ପରିବାର, ପୋଲିସ ବାବୁ ଦେଖାଇଲେ ମହାନତା 

ଉକ୍ତ ଯୁବକ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି, କୁଟୁମ୍ବ କେହି ଶବକୁ କାନ୍ଧ ଦେଇ ନଥିଲେ। 

Allegation Against Swami Mukundananda
‘ମୁକୁନ୍ଦାନନ୍ଦ ବାବାଠୁ ମୋ ଝିଅକୁ ଉଦ୍ଧାର କରନ୍ତୁ, ଦେଢ଼ ବର୍ଷ ହେଲାଣି ଝିଅକୁ ଦେଖିନି’

ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ସ୍ୱାମୀ ମୁକୁନ୍ଦାନନ୍ଦ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି। ବାବାଙ୍କ ଆଶ୍ରମକୁ ଗଲେ, ସେମାନେ ଝିଅ ସହ ଭେଟିବାକୁ ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

Odia tele actress Rajeswari Ray Mohapatra passes away after battle with Cancer
ମୃତ୍ୟୁ ପୂର୍ବରୁ ଅଭିନେତ୍ରୀ ରାଜେଶ୍ୱରୀଙ୍କ ସହ କ’ଣ ଘଟିଥିଲା, ସ୍ୱାମୀ କହିଲେ ଏମିତି...

ପତ୍ନୀଙ୍କୁ ସବୁଦିନ ପାଇଁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ରାଜେଶ୍ୱରୀଙ୍କ ସ୍ୱାମୀ। କୋହଭରା କଣ୍ଠରେ ସେ କହିଛନ୍ତି, ‘ମଝିରେ ମଝିରେ ତାଙ୍କ ଦେହ ଖରାପ ହେଉଥିଲା। ତେବେ ଚିକତ୍ସା ପରେ ପୁଣି ସେ ଠିକ୍‌ ହୋଇଯାଉଥିଲେ।

Konark Puri Marine Drive
ମାଡ଼ି ଆସୁଛି ସମୁଦ୍ର ! ବିପଦ ଶଙ୍କୁଳ ଅବସ୍ଥାରେ କୋଣାର୍କ-ପୁରୀ ବେଳାମାର୍ଗ

ଗର୍ଜନ କରି ମାଡ଼ି ଆସୁଛୁି ସମୁଦ୍ର ଜୁଆର । କୂଳ ଲାଙ୍ଘିବାକୁ ବସିଲାଣି ସମୁଦ୍ର । ରାଜ୍ୟ ପର୍ଯ୍ୟଟନ ଶିଳ୍ପର ଅନ୍ୟତମ ଆକର୍ଷଣ କୁହାଯାଉଥିବା କୋଣାର୍କ ପୁରୀ ବେଳାମାର୍ଗ ନଷ୍ଟ ହେବାକୁ ବସିଲାଣି ।