• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Casanova Doctor

Casanova doctor
ସରକାରୀ ଡାକ୍ତରଙ୍କ ବୋବାଲିଆ ରିଲ୍ସ; ଦସ୍ତଖତ ପାଇଁ ନେଉଥିଲେ ୧୧ ହଜାର, ତା'ପରେ..

ପେସା ଡାକ୍ତର, କିନ୍ତୁ ନିଶା ରିଲ୍ସ । ସରକାରୀ ମେଡିକାଲରେ ଚାକିରି କରିଛନ୍ତି । ଦରମା ଟଙ୍କାରେ ପେଟ ପୂରୁନଥିଲା ଯେ, ଦସ୍ତଖତ ଟିକିଏ କରିବା ପାଇଁ ୧୧ ହଜାର ମାଗୁଥିଲେ। ଭିଜିଲାନ୍ସ ହାତରେ ଧରାପଡ଼ି ଏବେ ଗିରଫ ହେଲେ। କିନ୍ତୁ ବାବୁଙ୍କ ରିଲ୍ସ ଦେଖି ଆପଣ ହୋଇଯିବେ କାବା । କଳା ଚଷମା ସାଙ୍ଗକୁ ଟାଇଟ୍‌ ଜିନ୍ସରେ କରୁଛନ୍ତି ରିଲ୍ସ ଭିଡିଓ ।

Casanova doctor
ସରକାରୀ ଚାକିରି...ମାଗୁଥିଲେ ୧୧ ହଜାର ଲାଂଚ...ରିଲ୍ସ ପାଇଁ ପାଗଳ ଥିଲେ ଡାକ୍ତର ବାବୁ

ପେସା ଡାକ୍ତର, କିନ୍ତୁ ନିଶା ରିଲ୍ସ। ସରକାରୀ ମେଡିକାଲରେ ଚାକିରି କରିଛନ୍ତି...ଦରମା ଟଙ୍କାରେ ପେଟ ପୂରୁନଥିଲା ଯେ, ଦସ୍ତଖତ ଟିକିଏ କରିବା ପାଇଁ ୧୧ ହଜାର ମାଗୁଥିଲେ। ଭିଜିଲାନ୍ସ ହାତରେ ଧରାପଡ଼ି ଏବେ ଗିରଫ ହେଲେ। କିନ୍ତୁ ବାବୁଙ୍କ ରିଲ୍ସ ଦେଖି ଆପଣ ହୋଇଯିବେ କାବା। କଳା ଚଷମା ସାଙ୍ଗକୁ ଟାଇଟ୍‌ ଜିନ୍ସ...ପୂରା ହିରୋ ଷ୍ଟାଇଲରେ କରନ୍ତି ରିଲ୍‌। ଦେଖନ୍ତୁ ଏଇ ଭିଡ଼ିଓକୁ...

Casanova doctor
ଲାଞ୍ଚ ଟଙ୍କାରେ ନାଚଗୀତ କରି ମଉଜ କରୁଥିଲେ ଡାକ୍ତର ଖେଜୁରିଆ !

ଡାକ୍ତରଙ୍କୁ କିଏ କହେ ଦ୍ୱିତୀୟ ଇଶ୍ୱର ତ ଆଉ କିଏ କହେ ପ୍ରାଣଦାତା। କିନ୍ତୁ ଲାଞ୍ଚ ନେଇ ନାଚଗୀତ ସହ ରିଲ୍ କରି ସୋସିଆଲ୍ ମିଡ଼ିଆରେ ବ୍ୟସ୍ତ ରହୁଥିବା ଏଭଳି ଡାକ୍ତରଙ୍କୁ ଆପଣ କଣ କହିବେ ସେ ବିଚାର ଆପଣଙ୍କର।

Casanova Doctor
ଲମ୍ବି ଚାଲିଛି ଠକେଇର ନୂଆ ନୂଆ ଅଭିଯୋଗ

420 ଡାକ୍ତର ରମେଶ ସ୍ୱାଇଁଙ୍କ ନୂଆ କାହାଣୀ । ଧନ ସମ୍ପତ୍ତି ଲୁଟ୍ ପାଇଁ ନକଲି ଡାକ୍ତର ରମେଶ ସ୍ୱାଇଁ କେମିିତି ୧୮ ମହିଳାଙ୍କୁ ବିବାହ କରିଥିଲେ, ତାହା ତ ଆପଣ ଜାଣିଛନ୍ତି । ହେଲେ ଏହି ଠକ ଡାକ୍ତରଙ୍କ କ୍ରାଇମ ସିଣ୍ଡିକେଟ୍‌ରେ ଆଉ କେଉଁମାନେ ଅଛନ୍ତି ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ।