Advertisment

ଭୁଶୁଡିଲା ନିର୍ମାଣାଧୀନ ଛାତ, ଚାପି ହୋଇରହିଥିଲେ ଶ୍ରମିକ

ସ୍ଥାନୀୟ ଲୋକ, ଓଡ୍ରାଫ୍ ବାହିନୀ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Building Collapsed

Building Collapsed

ଭୁଶୁଡିଲା ନିର୍ମାଣାଧୀନ ଛାତ। ପୁରୀରେ ମଶାଣିଚଣ୍ଡି ଛକ ନିକଟରେ ନିର୍ମାଣାଧୀନ ଘର ଛାତ ଭୁଶୁଡ଼ି ପଡ଼ିଛି। ସ୍ଥାନୀୟ ଲୋକ, ଓଡ୍ରାଫ୍ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାଙ୍ଗି ପଡ଼ିଥିବା ଛାତ ତଳେ ଫସିଥିବା ୪ ଜଣ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଫସି ରହିଥିବା ଆଉ ଜଣେ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଥିଲା। ଶେଷରେ ଅକ୍ଲାନ୍ତ ଉଦ୍ୟମ ପରେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। 

Advertisment

Building Collapsed
Advertisment
Advertisment