କନିକା ତହସିଲରେ ଜମି ଜାଲିଆତି ଅଭିଯୋଗ। ଜମିବିକ୍ରି ହୋଇଥିବା ନେଇ ମୃତ ଜମି ମାଲିକଙ୍କ ପରିବାର ଲୋକେ ଜାଣିନାହାନ୍ତି। ତହସିଲ ଅଫିସରେ ଚଞ୍ଚକତା କରାଯାଇ ୧ ଏକର ମୂଲ୍ୟବାନ ଜମିକୁ ଅନ୍ୟ ଜଣଙ୍କ ନାଁରେ ପଟ୍ଟା କରାଯାଇଥିବା ଅଭିଯୋଗ ହୋଇଛି…
ଦୀର୍ଘ ସମୟ ଧରି ପଚରାଉଚରା ପରେ ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମଧ୍ୟରାତ୍ରରେ ଗିରଫ କରିଛି। ଆଜି ସକାଳ ସାଢେ ୧୧ଟା ସମୟରେ PMLAରେ ସଞ୍ଜୟଙ୍କୁ କୋର୍ଟରେ ହାଜର କରାଯିବ।
ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ କିଟ୍ ବିଶ୍ୱବିଦ୍ୟାଳୟର ମାଲିକ ହୋଇଥିବାରୁ ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛି କି ପ୍ରଶାସନ?
ଜାଲ ଆଧାର, ଜାଲ ଫଟୋ, ଜାଲ ଦସ୍ତଖତରେ ହେଲା ଜମି କିଣାବିକା ହୋଇଥିବା ଅଭିଯୋଗ ହୋଇଛି ।
ରେଜିଷ୍ଟ୍ରି କାର୍ଯ୍ୟାଳୟରେ ନକଲି କାଗଜପତ୍ର ଚିହ୍ନଟ କରିବାର ସବୁ ସୁବିଧା ଥିଲେ ବି, ନକଲି ଲୋକଙ୍କୁ ଅସଲି ସଜାଇ, ପ୍ରଥମେ ରେଜିଷ୍ଟ୍ରି କରାଇଥିଲେ ପଦ୍ମନାଭ ପୁରୋହିତ । ତାପରେ ପାଦଟିଏ ଆଗକୁ ଯାଇ ତହସିଲଦାର, ରେଜିଷ୍ଟ୍ରି ହୋଇଥିବା ଜମି ଠାରୁ ଅଧିକ ପରିମାଣର ଜମିର ପଟ୍ଟା କରିଦେଲେ ।
ଜଗନ୍ନାଥଙ୍କ ଜମିକୁ ନିଜ ନାଁରେ କରି ସେଥିରେ ତିଆରି କରିଦେଇଛନ୍ତି କୋଠାଘର, ପୋଖରୀ ଓ ଦୋକାନ। ସାମ୍ନାକୁ ଆସିଲା ଜମି ଜାଲିଆତିର ସଙ୍ଗୀନ ମାମଲା...
ଖୋଦ୍ ମହାପ୍ରଭୁ ଜଗନ୍ନାଥଙ୍କ ଜମି ହଡ଼ପ ଲାଗି ଚାଲିଥିଲା ଚକ୍ରାନ୍ତ । ବାଲେଶ୍ୱର ସୋରରେ ଶ୍ରୀଜିଉଙ୍କ ଜମିକୁ ହ଼ଡ଼ପ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ପରେ ଜାଗିଛି ଶ୍ରୀମନ୍ଦିର ପ୍ରଶାସନ । ଏ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ଦୁଇ ପୂର୍ବତନ କର୍ମଚାରୀ ସାମିଲ ଥିବା ଜଣାପଡ଼ିବା ପରେ ସେମାନଙ୍କ ନାଁରେ ସୋର ଥାନାରେ ଏତଲା ହୋଇଛି ।
ଭୟଙ୍କର ଜମି ଦୁର୍ନୀତି! ସାନଷାଠିଏ ବାଟିଆରେ ଜମିର କିସମ ପରିବର୍ତ୍ତନ କେଳେଙ୍କାରୀ ମାମଲା I
ଜମି କେଳେଙ୍କାରୀ ମାମଲାରେ ଜଣେ ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଉଠାଇ ନେଲା ପୋଲିସ।ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏବାଟିଆ ଜମି କେଳେଙ୍କାରୀ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।