କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀଙ୍କୁ ଭୋଟ ଦେଲେ।
ରାତିରେ 'ଏମିତି ଏ ସମୟ, ବଦଳାଇ ଦେଲା ପରିଚୟ' ଗୀତରେ ରିଲ୍ କଲେ। ପୁଣି ଜୀବନର ସ୍ପନ୍ଦନ ଗୀତରେ ଭିଡ଼ିଓ ବି କଲେ। କିନ୍ତୁ ସକାଳୁ ପୋଖରୀରୁ ମିଳିଲା ଶବ। ବାପଘର ଲୋକଙ୍କ ଅଭିଯୋଗ, ରିଲ୍କୁ ନେଇ ଶାଶୂଘରେ ଥିଲା ଅଶାନ୍ତି । ହେଲେ ଶାଶୂଘର ଲୋକେ କହିଲେ ରାତିରେ ଘରୁ ପଳାଇଥିଲେ, ସକାଳୁ ଶବ ମିଳିଲା।
ଦିନେ ଠେଲା ଗାଡ଼ିରେ ଗାଁକୁ ଗାଁ ବୁଲି ବରା, ସିଙ୍ଗଡ଼ା ବିକ୍ରି କରୁଥିଲେ। ସଂଘର୍ଷ ପରେ ବି ହାର୍ ମାନିନଥିଲେ। ପରିଶ୍ରମ କରି ପାଠ ପଢିଲେ ଆଉ ମାଟ୍ରିକ୍ରେ ୫୩୨ ନମ୍ବର ରଖିଲେ। ଏବେ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି ବିକାଶ। କିନ୍ତୁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ମିଳିଲେ ବିକାଶଙ୍କ ସାକାର ହେବ ସ୍ୱପ୍ନ ।
ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି।
ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀରେ ୧୮ ତାରିଖ ସୋମବାର।
ବୋଲବମ ଧ୍ଵନିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
ପୋଖରୀ ଭିତରୁ ମିଳିଲା ଚୋରା ବାଇକ୍। ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୮ଟି ଚୋରା ବାଇକ୍ ପୋଖରୀ ଭିତରୁ ମିଳିଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଏପଟେ ନିଜ ଗାଁର ପ୍ରଥମ ଛାତ୍ର ଭାବେ ମାଟ୍ରିକ୍ ପାସ୍ କଲେ କଳାହାଣ୍ଡି ଲାଂଜିଗଡ ଜାରେଙ୍ଗପଟାର ସନ୍ଦୀପ ମାଝୀ
ମୋଟୁ ଅଞ୍ଚଳର ବିନାୟକପୁର ଗାଁର ୩ ପଟେ ପାଣି, ଗୋଟିଏ ପଟେ ପାହାଡ଼ । ଆଜିକୁ ୪ଦିନ ହେବ ସମସ୍ତଆ ଜଳବନ୍ଦୀ ହୋଇଛନ୍ତି
କେବଳ ସାମଗ୍ରୀ ନୁହେଁ, ସେବା କ୍ଷେତ୍ରରେ ବଢିବ ଜିଏସଟି ବ୍ୟାଙ୍କ ସେବା, ହୋଟେଲ ରହଣୀ ଓ ଡାକ୍ତରଖାନା ଚିକିତ୍ସା ଖର୍ଚ୍ଚ ବି ଢେର୍ ବଢ଼ିଯିବ।
ଦୁର୍ଗମ ଅଞ୍ଚଳରେ ରହୁଥିବା ମଣିଷମାଙ୍କର କଣ ରାସ୍ତା କି ପୋଲ ଭଳି ମୌଳିକ ଭିତ୍ତିଭୂମି ସହ ବଞ୍ଚିବାର ଅଧିକାର ନାହିଁ?
NDA ପ୍ରାର୍ଥୀଙ୍କୁ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।
ମୃତ୍ୟୁ ପୂର୍ବରୁ ମହିଳା ଜଣଙ୍କ ନିଜ ଇନଷ୍ଟାଗ୍ରାମରେ ଶେଷ ଦୁଇଟି ପୋଷ୍ଟ କରିଛନ୍ତି, ଯାହା ସତ ହୋଇଛି
ଆଜି ବିଏମ୍ସି ଅଧିକାରୀ ଷ୍ଟୋର୍ର ସ୍ଥିତି ପରଖିଥିଲେ।
ଅଭିଯୁକ୍ତ ଜଣକ ହେଲେ ରମ୍ଭା ଅଞ୍ଚଳର ସମୀର
ସାଲୁଙ୍ଖି ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ମହିଳା ଜଣକ ପାଣିରେ ଭାସି ଯାଇଥିଲେ। ୨ ଘଣ୍ଟାର ମିଳିତ ଅପରେସନ ପରେ ତାଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ଉତ୍କଳ ହସ୍ପିଟାଲର ମ୍ୟାନେଜମେଣ୍ଟ ପକ୍ଷରୁ CEOଙ୍କୁ ସସପେଣ୍ଡ କରାଯାଇଛି ।
ନଦୀରେ ବନ୍ୟାପାଣି ବୃଦ୍ଧି ପାଉଥିବାବାରୁ ବଢୁଛି ଆଶଙ୍କା।
ବର୍ଷାରେ ଭିଜୁଛି ସାରା ଓଡ଼ିଶା... ଲଗାଣ ବର୍ଷାରେ ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା...
କଟକରେ ଜଣେ ସ୍ୱିଗି ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଲ’ ୟୁନିଭର୍ସିଟି କଲେଜ ସମ୍ମୁଖରୁ ସ୍ୱିଗି ବୟଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।
NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ସାଂସଦମାନଙ୍କୁ କହିଛନ୍ତି। ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ NDA ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବାବେଳେ ବିରୋଧୀଙ୍କ ପକ୍ଷରୁ ଯଶୋବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି।
ରାଜ୍ୟରେ ସାମାନ୍ୟ କମିଲା କରୋନା । ଦିନକରେ ୮୭୨ ଆକ୍ରାନ୍ତ ଚିହ୍ନଟ...
ପାହାଡ଼ରୁ ମାଟି ଅତଡ଼ା ଖସି ଗାଁରେ ପଶିଲା। ଯଦିଓ ଏଥିରେ କୌଣସି ଜୀବନହାନୀ ହୋଇନାହିଁ ହେଲେ ଘରଦ୍ୱାର ଭାଙ୍ଗି ଯାଇଛି।
ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର । ଆଜିଠୁ ବିଭିନ୍ନ ଜଳାଶୟରୁ ପାଣି ଉଠାଇବା ପାଇଁ କାଉଡ଼ିଆଙ୍କ ଲାଗିଲାଣି ଭିଡ଼ ...