ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ପୂର୍ବବତ୍ ବଳବତ୍ତର ରହିବ ।
ବୁଧବାର ରାତିରେ କଟକ ଲିଙ୍କ୍ ରୋଡ-ବାଦାମବାଡ଼ି ମୁଖ୍ୟ ରାସ୍ତା କାମ ହୋଇଥିଲା। ତେବେ ଗୁରୁବାର ସକାଳକୁ ରାସ୍ତାରେ ଆଉ ପିଚୁ ନାହିଁ, ରାସ୍ତା ସାରା ଖାଲି ଗୋଡ଼ି ହିଁ ଗୋଡ଼ି।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୮ ହଜାର ୮୭୫କୁ ବୃଦ୍ଧି । ଆକ୍ଟିଭ୍ କେସ୍- ୫୮୫୧, ସୁସ୍ଥ ହେଲେଣି ୧୩ ଲକ୍ଷ ୩ ହଜାର ୮୨୩ ଜଣ ।
ଏବେ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୪ କୋଟି ୩୪ ଲକ୍ଷ ୮୪ ହଜାର ୧୧୦ ଜଣ ।
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ପ୍ରଭାବରେ ଆସନ୍ତା ୧୦ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା।
ଖାଲି ସେତିକି ନୁହେଁ ୫୭ କେଜି ପୁରୁଷ ବର୍ଗରେ ରବି ଦାହିୟାଙ୍କୁ ବି ମିଳିଛି ସ୍ୱର୍ଣ୍ଣ ପଦକ।
ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ ରୋଗୀସେବାକୁ ଏକପ୍ରକାର କବଜା କରି ରଖିଥିବା ଏସବୁ ନକଲି ଡାକ୍ତର ଆସୁଛନ୍ତି କେଉଁଠୁ?
ପ୍ରେମ ପ୍ରତିଶ୍ରୁତିର ନିଆରା ଭାବନା ଭିତରେ ଆଜି ନିଜକୁ ସମର୍ପି ଦେଇଛନ୍ତି ଜଗତସିଂପୁରର ସ୍ୱପ୍ନାରାଣୀ ବାରିକ
ରାଜ୍ୟ ବିଜେପିକୁ ଶାହ ଦେଇପାରନ୍ତି ଟାସ୍କ
ପୁଅ ପାଇଁ ପଶୁ ପାଲଟି ଯାଉଥିଲା ସ୍ୱାମୀ । ପ୍ରତିଦିନ ସ୍ତ୍ରୀକୁ ମାଡ଼ ମାରୁଥିଲା । ଶେଷରେ ଏକ ଭିଡିଓ ତିଆରି କରି ଦୁଃଖ ବଖାଣିବା ପରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଲେ ମହିଳା ।
ଚଳିତ ବର୍ଷ ଆମ୍ବ ନଆସିବାରୁ ତିଆରି ହୋଇ ପାରିଲାନି ଚମ୍ପେତ । ଚିନ୍ତାରେ ନିୟମଗିରି ଡ଼ଙ୍ଗରିଆ କନ୍ଧ ।
ବ୍ଲାକ ଫଙ୍ଗସ ରୋଗରେ ଆକ୍ରାନ୍ତ ହୋଇଥିଲେ ମହିଳା ...୭ ଜଣିଆ ଡାକ୍ତରୀ ଟିମ କଲେ ସଫଳ ମାଢ଼ି ପ୍ରତିରୋପଣ...
ମନରେଗା କାମରେ ସାଙ୍ଘାତିକ ଦୁର୍ନୀତି।
ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ର ପୁଣି CBIରେ ହାଜର ହୋଇଛନ୍ତି। ପୁଣି ଥରେ ତାଙ୍କୁ ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଉଭୟ ବାପା ପୁଅଙ୍କୁ ସିବିଆଇ ଜେରା କରୁଛି।
ଏମିତି ଅବସ୍ଥାରେ ଖାଦ୍ୟ ଖାଇଲେ ଛାତ୍ରଛାତ୍ରୀଙ୍କୁ ରୋଗହେବା ଏକ ପ୍ରକାର ଥୟ ।
ଆଜି ସକାଳୁ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ । ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ ମଧ୍ୟ କରିଛି ।
ଅଣ୍ଡରପାସରେ ୧୫ ଫୁଟ୍ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଛି ।
ଭୁବନେଶ୍ୱର, କଟକ, ପୁରୀ ସମେତ ବିଭିନ୍ନ ସ୍ଥାନରେ ଢାଳୁଛି ବର୍ଷା...
ଦୀପିକାଙ୍କୁ ଓ ପୁଅକୁ ତାଙ୍କ ସ୍ୱାମୀ ବା ପ୍ରେମିକ ଗ୍ରହଣ ନକଲା ଯାଏଁ ଏହି ଧାରଣା ଚାଲିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ଗାଁକୁ ଭଲ ରାସ୍ତା ନଥିବାରୁ ଏକ କିଲୋମିଟର ଖଟିଆରେ ବୁହା ହେଲେ ପ୍ରସୂତି....
ରେଜଲ୍ଟ ଘୋଷଣା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ଉପାନ୍ତ ଆଦିବାସୀ ଇଲାକାକୁ ଗମନାଗମନର ସୁବିଧା ପାଇଁ ସରକାର ବିଜୁ ସେତୁ ଯୋଜନାରେ ବ୍ରିଜ ନିର୍ମାଣ କରୁଛନ୍ତି । ଏ ନେଇ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି ବ୍ରିଜ ନିର୍ମାଣ କାର୍ଯ୍ୟ । କିନ୍ତୁ କିଭଳି ହେଉଛି, ସେ ନେଇ ବିଭାଗୀୟ ଅଧିକାରୀ କିମ୍ବା ଯନ୍ତ୍ରୀ ଘଟଣାସ୍ଥଳକୁ ଯାଇ ତଦାରଖ କରୁନଥିବା ଅଭିଯୋଗ ହେଉଛି ।