କଟକ ଏସ୍ସିବି ସଂପ୍ରସାରଣ କାମ ବେଳେ ଘଟିଲା ବଡ଼ ଅଘଟଣ । ଏସ୍ସିବି ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍ ଭାଙ୍ଗିପଡ଼ିଲା ନେଇ ସୂଚନା ।
କଟକ ବଡ଼ ମେଡିକାଲରେ ଲଜ୍ଜା ! ଜଣେ ମହିଳା ସ୍ୱିପରଙ୍କୁ ଏସ୍ଆର୍ ହଷ୍ଟେଲକୁ ରୁମ୍ ସଫା କରିବା ବାହାନାରେ ଡାକି ସୁପରଭାଇଜର ଜଣକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି।
କଟକ ବଡ଼ ମେଡିକାଲରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ବୋନ୍ ବ୍ୟାଙ୍କ । ରାସ୍ତା ଦୁର୍ଘଟଣାରେ ଗୁରୁତର ଅବା ବୋନ୍ ଟ୍ୟୁମର ଆକ୍ରନ୍ତଙ୍କଠାରେ ଏଣିକି ଆଉ କୃତ୍ରିମ ନୁହେଁ ପ୍ରତିରୋପଣ ହୋଇପାରିବ ଅସଲି ହାଡ଼
ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି। କଟକ SCB ମେଡିକାଲ୍ରେ ଏହି ବିରଳ ଅସ୍ତ୍ରୋପଚାର ହୋଇଛି।
SCB ମେଡିକାଲ୍ ଟିକେଟ୍ କାଉଣ୍ଟର ଭିତରେ ଜଣେ କର୍ମଚାରୀ ମଦ ପିଇବା ଭିଡିଓ ଭାଇରାଲ ହୋଇଥିଲା। ମାମଲାର ତନାଘନା ପରେ ଲିଫ୍ଟ ଅପରେଟର ତଥା ଠିକା କର୍ମଚାରୀ ସନ୍ତୋଷ ଦାସଙ୍କୁ ନିଲମ୍ବନ କରାଯାଇଛି।
ବ୍ଲାକ ଫଙ୍ଗସ ରୋଗରେ ଆକ୍ରାନ୍ତ ହୋଇଥିଲେ ମହିଳା ...୭ ଜଣିଆ ଡାକ୍ତରୀ ଟିମ କଲେ ସଫଳ ମାଢ଼ି ପ୍ରତିରୋପଣ...
କଟକ SCB କୋଭିଡ୍ ହସ୍ପିଟାଲରେ ପୁଣି ଅଘଟଣ। SCB ମେଡିକାଲ୍ର କୋଭିଡ୍ ହସ୍ପିଟାଲ୍-୧ର ଚାରି ମହଲାରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି।