• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Water Logging

Due to incessant rainfall water logging situation in nagpur
ପାଣିରୁ ବାହାରିବା ପାଇଁ ଦଉଡ଼ି ସାହା ଭରସା...କେତେବେଳେ କ’ଣ ଘଟିବ କହିବା ମୁସ୍କିଲ୍‌

ବୁଡ଼ିଲା, ବୁଡ଼େଇଲା...ବର୍ଷାରେ ବୁଡ଼ିଲା ଅଧା ସହର। ପାଣିରୁ ବାହାରିବା ପାଇଁ ଦଉଡ଼ି ସହାୟତାରେ ଏପଟରୁ ସେପଟେ ଯା’ଆସ କରୁଛନ୍ତି ଲୋକେ।

Education System Odisha
ପାଣିରେ ପଶି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି ଦେଶର ଭବିଷ୍ୟତ !

ପୋଖରୀ ପାଲଟିଛି ଅଙ୍ଗନବାଡ଼ି ଓ ବିଦ୍ୟାଳୟ ପରିସର । ମଇଳା ପାଣି ଓ କାଦୁଅରେ ପଶି ଯାଆସ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ..

Locals express distress after water enters houses in Bhubaneswar
ଯୁଆଡ଼େ ଚାହିଁଲେ ସିଆଡ଼େ ଖାଲି ପାଣି ଆଉ ପାଣି...ଘର ଭିତରେ ପାଣି ପଶିବାରୁ ଜିନିଷପତ୍ର ନଷ୍ଟ

ପ୍ରବଳ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ବେହାଲ। ରାଜୀବନଗର ଅଞ୍ଚଳରେ ଗତକାଲି ପ୍ରବଳ ବର୍ଷାରେ ଘରଦ୍ୱାରରେ ୪ ଫୁଟ ଉଚ୍ଚର ପାଣି ପଶିଯାଇଥିଲା।

heavy rains lashed many parts of Odisha
ରାଜ୍ୟ ସାରା ତୁହାକୁ ତୁହା ବର୍ଷା, ନର୍ଦ୍ଦମା ପାଣିରେ ଭାସିଲା ସହର ସହର

ଦିନଟିଏ ବର୍ଷାରେ ଖୋଲିଗଲା ପୌର ପ୍ରସ୍ତୁତିର ପୋଲ୍ । ନର୍ଦ୍ଦମା ପାଣିରେ ଭାସିଲା ସହର । ବକ୍ସ ଡ୍ରେନ୍ କାମ ପାଇଁ କଟକ ଅବସ୍ଥା ସଂଗୀନ ।

Water Logging
ବର୍ଷାରେ ରାଜଧାନୀର ଚିତ୍ର: ସ୍ମାର୍ଟ ସିଟିର ସ୍ମାର୍ଟ ଲୋକେ ଜଳବନ୍ଦୀ

ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଯୋଗୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଥିବା ଦେଖିବାକୁ ମିଳିଛି । ଫଟୋରେ ଦେଖନ୍ତୁ ସ୍ମାର୍ଟ ସହରର କିଛି ସ୍ମାର୍ଟ ଚିତ୍ର....

Special story
ପ୍ରବଳ ବର୍ଷା ଯୋଗୁଁ ବୁଡ଼ିଗଲା ମୋ ବସ୍‌ : ଯାତ୍ରୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ

ଅଣ୍ଡରପାସରେ ୧୫ ଫୁଟ୍ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଛି ।

Water Logging At Cuttack Badambadi Bus Stand
ପଙ୍କ କାଦୁଅରେ ପଚପଚ କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ, ଇଏ କ’ଣ ବିଶ୍ୱ ସ୍ତରୀୟ ?

ରାଜ୍ୟର ସବୁ ବିଶ୍ୱ ସ୍ତରୀୟ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ମୌସୁମୀ ବର୍ଷାରେ ବାଦାମବାଡ଼ିର ଅନୁଗୁଳ-ପାରାଦୀପ ବସ୍‌ଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପଙ୍କ କାଦୁଅରେ ପଚପଚ ବସ୍‌ଷ୍ଟାଣ୍ଡ।

40 Families Marooned
ଜଳବନ୍ଦୀ ଜୀବନ,୩ ମାସ ହେବ ପାଣି ଘେରରେ ୪୦ଟି ପରିବାର

ପାଣିଘେରରେ ଅଛନ୍ତି ୪୦ଟି ପରିବାର । ଘରୁ ଗୋଡ଼ କାଢ଼ିଲେ ଆଣ୍ଠୁଏ ଆଣ୍ଠୁଏ ପାଣି। ଦୀର୍ଘ ୩ ମାସରୁ ଅଧିକ ସମୟ ହେବ ପାଣିଘେରରେ ଅଛନ୍ତି ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖପରପଦା ଗାଁର ୪୦ ପରିବାର ରାତି ପାହିଲେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳ ବୁଲି ନିଜ ଦାୟିତ୍ୱ ସାରିଛନ୍ତି।