ଜମି ଅଧିଗ୍ରହଣ ହୋଇନପାରିବାରୁ ଅଧାରେ ଅଟକିଛି କାମ
ଉପାନ୍ତ ଆଦିବାସୀ ଇଲାକାକୁ ଗମନାଗମନର ସୁବିଧା ପାଇଁ ସରକାର ବିଜୁ ସେତୁ ଯୋଜନାରେ ବ୍ରିଜ ନିର୍ମାଣ କରୁଛନ୍ତି । ଏ ନେଇ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି ବ୍ରିଜ ନିର୍ମାଣ କାର୍ଯ୍ୟ । କିନ୍ତୁ କିଭଳି ହେଉଛି, ସେ ନେଇ ବିଭାଗୀୟ ଅଧିକାରୀ କିମ୍ବା ଯନ୍ତ୍ରୀ ଘଟଣାସ୍ଥଳକୁ ଯାଇ ତଦାରଖ କରୁନଥିବା ଅଭିଯୋଗ ହେଉଛି ।