• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହୋମଗାର୍ଡଙ୍କ ପାଇଁ ଖୁସି ଖବର । ବଢ଼ିଲା ଦରମା । ଏଣିକି DCAରେ ୩୮ ପ୍ରତିଶତ ଅଧିକ ମିଳିବ । ଗୃହରକ୍ଷୀଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା (DCA) ବୃଦ୍ଧି କଲେ ରାଜ୍ୟ ସରକାର । ଡ୍ୟୁଟି କଲ୍ ଅପ୍ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ୯ ହଜାର ଟଙ୍କାରୁ ୧୨ ହଜାର ୪୮୦ ମାସିକ ପାଇବେ ଗୃହ ରକ୍ଷୀ । ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ପୂର୍ବବତ୍ ବଳବତ୍ତର ରହିବ ।