• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Special Educator
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ ! ବିନା ସ୍ପେଶାଲ ଏଜୁକେଟରରେ ପଢୁଛନ୍ତି ୮୨ ହଜାର ଦିବ୍ୟାଙ୍ଗ

ନିଯୁକ୍ତି ମିଳୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିଚାର କରାଯାଉଛି କହିଲେ ମନ୍ତ୍ରୀ ।

State Govt. Add
ସ୍ୱାସ୍ଥ୍ୟ ବିଭାଗର ସୋସିଆଲ ମିଡିଆ ପ୍ରୀତି, ଫେସବୁକ୍-ଇନ୍‌ଷ୍ଟାରେ ଲକ୍ଷ ଲକ୍ଷ ଖର୍ଚ୍ଚ

୩ ମାସରେ ଖର୍ଚ୍ଚ ହେଲାଣି ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା । ଭିତ୍ତିଭୂମି ସବଳ ନକରି ପ୍ରଚାର ପ୍ରସାର ଜୋର୍ କହିଲେ ବିରୋଧୀ । ସରକାରଙ୍କ ପ୍ରଚାର ପ୍ରସାର ନୁହେଁ, ସଚେତନତା ବଢ଼ାଉଛନ୍ତି କହିଲେ ମନ୍ତ୍ରୀ ।

Woman, daughter death is not an accident
ସାଇଡ୍‌ମରାରୁ ପାଟିତୁଣ୍ଡକୁ ନେଇ ମା-ଝିଅ ଉପରେ ଗାଡ଼ି ଚଢାଇଦେଲା ଡ୍ରାଇଭର

ଆକ୍ରୋଶର ନିଆଁରେ ଜଳୁଥିବା ଅମର କିନ୍ତୁ ଥିଲେ ନଛୋଡ଼ବନ୍ଧା। 

Dead Body
ମାଆ-ଝିଅ କାହିଁକି ନେଲେ ଏଭଳି ଚରମ ନିଷ୍ପତ୍ତି ? କାରଣ ଖୋଜୁଛି ପ୍ରଶାସନ

ଖପ୍ରାଖୋଲରେ ମାଆ-ଝିଅ ବିଷ ପିଇ ଆତ୍ମହତ୍ୟା ଘଟଣା । ଅଭାବ ଅନଟନ, ଋଣ ଭାର ଓ ରୋଗ ଯନ୍ତ୍ରଣାରୁ ଜୀବନ ହାରିଥିବା କହିଲେ ସାମାଜିକ କର୍ମୀ । CWC ଦାୟିତ୍ୱରେ ବର୍ତ୍ତି ଯାଇଥିବା ୪ ବର୍ଷର ଶିଶୁ । 

  • Thursday, 04 August 2022
Kaju farmer
ଏତେ ମାତ୍ରାରେ କାଜୁ ଚାଷ ହେଉଛି ଯେ, ରାସ୍ତା କଡ଼ରେ ବସି ବିକ୍ରି କରୁଛନ୍ତି ଚାଷୀ

କାଜୁ ବିକ୍ରିର ସଠିକ ବଜାର ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାଜୁ ଚାଷୀ ।

  • Thursday, 04 August 2022
Electric Shock
ବିଦ୍ୟୁତ ବିଭାଗର ଚରମ ଅବହେଳା ! ଦୁଇ ହାତ ହରାଇଲା ୭ ବର୍ଷର ନାବାଳକ..

ଘର ଛାତ ପାଖରେ ଓହଳି ରହିଥିଲା ୧୧ କେଭି ବିଦ୍ୟୁତ ତାର । ଛାତ ଉପରକୁ ଗଲେ ପ୍ରାଣ ଯେ, କେତେବେଳେ ଚାଲିଯିବ ତାହା କେହି ବି କହିପାରିବେ ନାହିଁ । ଦେବଗଡ ଜିଲା ରିଆମାଳର ଲକ୍ଷ୍ମୀପୁର ଗାଁରେ ବିଦ୍ୟୁତ ବିଭାଗର ଏଭଳି ଚରମ ଅବହେଳା ପାଇଁ କଷ୍ଟ ପାଉଛି କୁନି ପୁଅ ।

Berhampur : Pest infested Chhatua distributed in Jagadalpur anganwadi centre
ଲୋକେ ଖାଉଛନ୍ତି ପୋକରା ଛତୁଆ !

ବ୍ରହ୍ମପୁର ଜଗଦଳପୁରରେ ପୋକରା ଛତୁଆ ବଣ୍ଟାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଉପଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ କଲେ ଲୋକେ….

Reluctance to COVID-19 booster dose raises concerns in Odisha
ରାଜ୍ୟରେ ୮୭ % ଲୋକ ନେଇ ନାହାଁନ୍ତି ବୁଷ୍ଟର ଡୋଜ୍

ରାଜ୍ୟର ୮୭ ପ୍ରତିଶତ ଲୋକେ ବୁଷ୍ଟର ଡୋଜ୍ ନେଇ ନାହାଁନ୍ତି । ଅର୍ଥାତ୍ ରାଜ୍ୟର ୨ କୋଟି ୮୪ ଲକ୍ଷ ଲୋକ ବୁଷ୍ଟର ଡୋଜ୍‌ ନେଇ ନାହାଁନ୍ତି...

gold
ବଢ଼ିଲା ସୁନା ଦର, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ...

ଆଜି ବଢ଼ିଲା ସୁନା-ରୂପା ଦର...ଜାଣନ୍ତୁ କେତେ...

SCB Medical
SCB ମେଡିକାଲରେ ଦଲାଲଗିରି; ୭୫୦ ଦିଅ, ଅଲଟ୍ରାସାଉଣ୍ତ କର !

ପୁଣି ସାମ୍ନାକୁ ଆସିଲା ଏସସିବିର ସତ। ବିନା ଲାଞ୍ଚରେ କାମ କରୁନି କିଛି ବିଭାଗ? ହାତଗୁଞ୍ଜା ନଦେଲେ ଅଲଟ୍ରାସାଉଣ୍ଡ ହେଉଛି ସ୍ୱପ୍ନ...ମନମୁଖି ରୋଗୀ ଓ ସମ୍ପର୍କୀୟଙ୍କୁ ଲୁଟ୍‌ କରୁଛନ୍ତି ଠିକା ସଂସ୍ଥାର ସିକ୍ୟୁରିଟି। ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ

Actress Varsha Priyadarshini gets interim relief from Orissa HC
ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା

ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଲା ...

Babushan Mohanty
ବାବୁସାନଙ୍କ ଆଗୁଆ ଜାମିନ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ

ପତ୍ନୀ ତୃପ୍ତିଙ୍କ ସହ ବିବାଦ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତା ବାବୁସାନ । ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ୍ ଆବେଦନର ପୂର୍ଣ୍ଣଚ୍ଛେଦ ପଡ଼ିଛି ।

Murder In khurdha
ଖୋର୍ଦ୍ଧାରେ ଚାଞ୍ଚଲ୍ୟ ! ଛାତ ଉପରେ ଶୋଇଥିବାବେଳେ ଯୁବକଙ୍କୁ ହତ୍ୟା

ଘର ଛାତ ଉପରେ ଶୋଇଥିବାବେଳେ ହତ୍ୟା...ମାରଣାସ୍ତ୍ରରେ ହାଣି ହତ୍ୟା କଲେ ଦୁର୍ବୃତ୍ତ...

Mahima Mishra
ସିବିଆଇ ଜାଲରେ ଶିଳ୍ପପତି ମହିମା ମିଶ୍ର

କଟକସ୍ଥିତ OSL ଅଫିସ୍‌ରେ ସିବିଆଇ ରେଡ୍ । 

Market Building
ଆଜିଠୁ ଖୋଲିବ ଭୁବନେଶ୍ୱର ମାର୍କେଟ୍‌ ବିଲ୍ଡିଂ

ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ୩ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିବ। ମାର୍କେଟ ବିଲ୍ଡିଂ ଭିତରେ ଉଠା ଦୋକାନୀଙ୍କୁ ନ ବସାଇବା ପାଇଁ ବିଏମ୍‌ସି ଓ କମିଶନରେଟ୍ ପୁଲିସର ପ୍ରତିଶ୍ରୁତି ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି।

Special story
ଭିଡିଓ ଏଡିଟର ପାର୍ଥ ନାରାୟଣ ଦାସଙ୍କ ମୃତ୍ୟୁ : ଓଟିଭି ଇଂଲିଶ୍ ସୋସିଆଲ୍ ମିଡିଆ ଟିମରେ କରୁଥିଲେ କାମ

ପଟିଆ ରେଳ ଷ୍ଟେସନ ନିକଟ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି ।

Heavy Rainfall
ଖରା ତାତିରୁ ଆଶ୍ୱସ୍ତି, କାଲିଠୁ ରାଜ୍ୟରେ ବଢ଼ିବ ବର୍ଷା

୬ ତାରିଖରୁ ଦକ୍ଷିଣ ଓଡିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ ।

daily horoscope
Daily Horoscope 4th August 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ  ଗୁରୁବାର, ତିଥି – ୬ଷ୍ଠୀ ପ୍ରାତଃ ୦୫/୪୧ ଗତେ ୭ମୀ (କ୍ଷୟ), ଚନ୍ଦ୍ର   – କନ୍ୟା ପ୍ରାତଃ  ୦୬/୩୯ ଗତେ ତୁଳା, ଘାତ ଚନ୍ଦ୍ର- ବୃଷ ରାଶିର ପ୍ରାତଃ  ୦୬/୩୯ ପର୍ଯ୍ୟନ୍ତ, ଘାତ ବାର – ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ପ୍ରାତଃ ୦୫/୪୧ ଗତେ ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନ ଦାନ ନିଶାନ୍ତ ୦୫/୦୬ ପର୍ଯ୍ୟନ୍ତ

Sans Bridge
ସ୍କୁଲ୍‌ ଯାଆସ ପାଇଁ ଭଙ୍ଗା ଦଦରା ସିମେଣ୍ଟ ଖୁଣ୍ଟ ହିଁ ଏକମାତ୍ର ସାହାରା

ଭଙ୍ଗା ଦଦରା ସିମେଣ୍ଟ ପୋଲ ହିଁ ପିଲାଙ୍କର ସାହା ଭରଷା। ପୋଲ୍‌ ଦେଇ ସ୍କୁଲ ଯାଉଛନ୍ତି ପିଲା । ପଞ୍ଚାୟତକୁ ମଧ୍ୟ ଯିବା ଆସିବା କରୁଛନ୍ତି ଲୋକେ । ୨୨ ବର୍ଷ ହେଲାଣି ଏମାନଙ୍କର ଗୁହାରି ଶୁଣୁନାହିଁ ପ୍ରଶାସନ।

In this Janmastami Taranga Production new film Hi Krushna
କୁଆଁରା ବୟସରେ ବାପା ହେବାର ଦୁଃଖରେ ଶୈଳେନ୍ଦ୍ର

‘ତରଙ୍ଗ ସିନେ ପ୍ରଡକ୍ସନ’ର ନିର୍ମିତ ହୋଇଛି ‘ହାଏ କୃଷ୍ଣ’। କହିବ କୁଆଁରା ବାପ-ପୁଅର ନିଆରା କାହାଣୀ। ଜାଣନ୍ତୁ କେବେ ଓ କେଉଁଠି ଦେଖିବାର ସୁଯୋଗ ମିଳିବ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 04 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 04 August 2022
Srimandir
ଗର୍ଭଗୃହରେ ଖସିଲା ପ୍ଳାଷ୍ଟର, ବଡ଼ ଆଘାତରୁ ବର୍ତ୍ତିଗଲା ମହାପ୍ରଭୁ ବଳଭଦ୍ରଙ୍କ ଶ୍ରୀଅଙ୍ଗ

ଏଏସ୍‌ଆଇକୁ ଦୋଷ ଦେଲେ ସେବାୟତ ଓ ଭକ୍ତ । ଏତେ ଗୁରୁତର ଘଟଣା ନୁହଁ କହିଲେ ଏଏସ୍‌ଆଇ ଅଧିକାରୀ । ଆଗକୁ ପୁଣି ଏମିତି ପ୍ଲାଷ୍ଟର ଖଣ୍ଡ ଖସିବନି ତ ? 

Draupadi murmu
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ବିଧାୟକ ଟିମ୍, ଅଭିନନ୍ଦନ ସଂକଳ୍ପ ନେଇ କଲେ ଅବଗତ

ରାଜ୍ୟ ବିକାଶ ଲାଗି ସହଯୋଗ ଲୋଡ଼ିଲେ ବିଧାୟକ । ଭବ୍ୟ ରାଷ୍ଟ୍ରପତି ଭବନ ବୁଲି ଦେଖିବା ସହ ଦେଶର ପ୍ରଥମ ନାଗରିକଙ୍କ ସହ ଉଠାଇଲେ ଫଟୋ ।

Nude Video Call
କ୍ଷୀପ୍ର ଗତିରେ ଚାଲିଛି ଅନଲାଇନ୍ ଠକେଇ ! ୭ ମାସରେ ୭ କୋଟିିରୁ ଅଧିକ ସାଇବର ଲୁଟ୍

ଏବେ ସବୁଠୁ ଅଧିକ ହେଉଛି ନ୍ୟୁଡ୍‌ କଲ୍ ଠକେଇ । ଲୋକଲଜ୍ଜାକୁ ଡରି ଥାନାକୁ ଆସୁନାହାନ୍ତି ପୀଡ଼ିତ । ତୁରନ୍ତ ଏତଲା ଦେବାକୁ ଭୁବନେଶ୍ୱର ଡିସିପିଙ୍କ ପରାମର୍ଶ ।