• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

A Fresh Low Pressure System Likely Form Over North Bay Of Bengal Next 12 hours
୧୨ ଘଣ୍ଟାରେ ଲଘୁଚାପ ! ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। 

Hirakud Dam
ଚିନ୍ତାର ବିଷୟ ! ଏପଟେ ବର୍ଷା ଛାଡ଼ିବାର ନାଁ ଧରୁନି, ସେପଟେ ଛତିଶଗଡ଼ ସହଯୋଗ କରୁନି

ଚଳିତ ବର୍ଷ ବହୁତ ଚେଷ୍ଟା କରିବା ସତ୍ତ୍ୱେ ସମନ୍ୱୟ ବୈଠକକୁ ଏଡ଼ାଇ ଯାଇଛି ଛତିଶଗଡ଼ । ଗତ ଜୁଲାଇ ୧୩ରେ ବୈଠକ କରିବାକୁ କହି ପୁଣି ଓହରି ଯାଇଛି ।

Special story
ପାଣିରେ ବୁଡି ଦିନକୁ ଯାଉଛି ୫ ଜୀବନ : ଗତ ୬ ବର୍ଷରେ ପାଣିରେ ବୁଡ଼ି ୮୫୦୬ ଜଣଙ୍କ ମୃତ୍ୟୁ

ପ୍ରତିଦିନ ପାଣିରେ ବୁଡି ଅକାଳରେ ଚାଲିଯାଉଛି ଜୀବନ

Daily Horoscope
Daily Horoscope 13th August 2022: ଏହି ରାଶିର ବ୍ୟକ୍ତି ଯାତ୍ରା ସମୟରେ ସତର୍କ ରୁହନ୍ତୁ

ସୌର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ ଶନିବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Poacher held for clicking selfie with leopard before killing it
ବାଘ ସହ ସେଲ୍‌ଫି ନେଇ ହିରୋରୁ ହୋଇଗଲେ ଜିରୋ

ଶିକାର ପୂର୍ବରୁ ସଞ୍ଜୟ ବାଘ ସହ ସେଲ୍‌ଫି ଉଠାଇ ଏହାକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ। ଫଟୋ ଭାଇରାଲ୍‌ ହେବାପରେ ସଞ୍ଜୟ ଏବେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି।

Niali paneer
ନିଆଳି ଛେନାକୁ ନେଇ ବଢ଼ୁଛି ସନ୍ଦେହ, ଲ୍ୟାବ୍‌କୁ ପଠାଗଲା ନମୁନା

ଛେନାର ମାନ ପରଖିଲା ସିଏମସି ସ୍ୱାସ୍ଥ୍ୟ ବିଭାଗ । ଲ୍ୟାବକୁ ପଠାଯିବ ନିଆଳି ଛେନାର ନମୁନା ।

  • Saturday, 13 August 2022
Special story
୩ ଦିନ ଅବିଶ୍ରାନ୍ତ ବର୍ଷା : ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଆଶଙ୍କା

ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ହୋଇପାରେ

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 13 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 13 August 2022
BMC's mobile latrines worth crores of rupees damaging
ଖତ ଖାଉଛି ବିଏମ୍‌ସିର କୋଟି କୋଟି ଟଙ୍କାର ମୋବାଇଲ୍ ପାଇଖାନା

ଦେଖାଦେଇଛି ସରକାର କା ମାଲ୍ ଦରିଆ ମେଁ ଡାଲ୍ ପରିସ୍ଥିତି। ଖତ ଖାଉଛି ବିଏମ୍‌ସିର ମୋବାଇଲ୍ ପାଇଖାନା । ରକ୍ଷଣାବେକ୍ଷଣ ଅଭାବରୁ ଭ୍ରାମ୍ୟମାଣ ପାଇଖାନା ଅଚଳ ହୋଇପଡିଛି। ପାଣିରେ ପଡ଼ିଛି କୋଟି କୋଟି ଟଙ୍କା।

Elephant death in Odisha
କାହିଁକି ରାଜ୍ୟରେ ବଢିଚାଲିଛି ହାତୀ ମୃତ୍ୟୁ ସଂଖ୍ୟା

କେବେ ଶିକାରୀ ଗୁଳି ତ କେବେ ଟ୍ରେନ୍ ଟ୍ରାକ୍ ଓ ବିଦ୍ୟୁତ ଝଟ୍‌କାରେ ଯାଉଛି ହାତୀଙ୍କ ଜୀବନ। ରାଜ୍ୟରେ ୫ ବର୍ଷରେ ଗଲାଣି ୨୩୩ ହାତୀଙ୍କ ଜୀବନ। ଆସନ୍ତୁ ଜାଣିବା ହାତୀ ପ୍ରତି କେତେ ଯତ୍ନବାନ ମଣିଷ ଓ ଆମ ବ୍ୟବସ୍ଥା ?

Naveen At Mayurbhanj
ବିଜେଡିକୁ ଘାରିଛି ଆଦିବାସୀ ଭୋଟ୍‌ ଚିନ୍ତା, ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜରେ ନବୀନ

ସେଚ ପ୍ରକଳ୍ପ ଉଦ୍‌ଘାଟନ ସହ ଗାଇଲେ ଜିଲ୍ଲାର ଗୁଣ । ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ନେଇ ତେଜିଲା ରାଜନୀତି ।

Ratnabhandar
ଖୋଲିବ କି ରତ୍ନଭଣ୍ଡାର ? ଭିତର ଭଣ୍ଡାର ବିମ୍‌ରେ ଫାଟ, ଛାତରୁ ଗଳୁଛି ପାଣି

ରତ୍ନଭଣ୍ଡାରର ମରାମତି ପାଇଁ ASI ର ଚିଠିକୁ ନେଇ ଚର୍ଚ୍ଚା । ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ବିପଦପୂର୍ଣ୍ଣ ସ୍ଥିତିରେ ଅଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ।

Flood
ଆସୁଛି ଆଉ ଏକ ଲଘୁଚାପ, ବଢ଼ିଲା ବନ୍ୟା ଆଶଙ୍କା ! ୧୫ ଯାଏଁ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା 

ହୀରାକୁଦର ୨୦ଟି ଗେଟ୍‌ରେ ହେଉଛି ଜଳ ନିଷ୍କାସନ । ଅବିଶ୍ରାନ୍ତ ବର୍ଷାରେ ଭୂସ୍ଖଳନ, ଜଳବନ୍ଦୀ ଆଶଙ୍କା  ।

Marriage
ନବ ବିବାହିତଙ୍କୁ ସରକାର ଦେବେ ଗିଫ୍ଟ ! କଣ୍ଡୋମ, ପ୍ରେଗ୍ନେନ୍‌ସି ଟେଷ୍ଟିଂ କିଟ୍ ଆଦି ରହିବ ପ୍ୟାକେଟ୍‌ରେ

ନ୍ୟାସନାଲ୍ ରୁରାଲ୍ ହେଲଥ୍ ମିଶନ୍-NRHM ଜରିଆରେ ଏହାକୁ ନବ ଦମ୍ପତିଙ୍କ ପାଖକୁ ପଠାଯିବ ।

Pipili Accident
ରାସ୍ତା ମଝିରେ ଓଲଟିଲା ଯାତ୍ରୀବାହି ବସ୍ ! ଜଣେ ମୃତ, ୧୫ ଆହତ

ଯାତ୍ରୀଙ୍କୁ ନେଇ ବସ୍‌ଟି ଭୁବନେଶ୍ୱରରୁ ପୁରୀ ଆଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Flood
ହୀରାକୁଦରେ ଖୋଲିଲା ୨୦ଟି ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

Ratna Bhandar Of Puri Jagannath Temple
ଖୋଲିବ କି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ?

୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା। ତେବେ ଚାବି ହଜିଥିବା ଯୋଗୁ ଭିତର ରତ୍ନଭଣ୍ଡାର ଖୋଲା ଯାଇପାରିନଥିଲା।

Police Constable
ହାବିଲଦାରଙ୍କୁ ଶହେ ସଲାମ; ୮ ବର୍ଷ ହେବ ରାକ୍ଷୀପୂର୍ଣ୍ଣିମାରେ କରୁଛନ୍ତି ରକ୍ତଦାନ

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ...ଲଗାତାର ୮ ବର୍ଷ ହେଲାଣି ରାକ୍ଷୀ ପୂର୍ଣ୍ଣିମାରେ ରକ୍ତଦାନ କରୁଛନ୍ତି ପିସିଆର ହାବିଲଦାର ହୃଷିକେଶ.

Indian Scientists Develop AI Algorithm
ଭାରତୀୟ ବୈଜ୍ଞାନିକଙ୍କ ଅନୁସନ୍ଧାନ: ହାର୍ଟବିଟ୍‌ରୁ ଜାଣିହେବ ଡାଇବେଟିସ୍‌ !

୧୨୬୨ ଜଣ ବ୍ୟକ୍ତିଙ୍କ ଠାରେ ଏହି ପରୀକ୍ଷା କରାଯାଇ ଡାଟା ସଂଗ୍ରହ କରାଯାଇଥିଲା।

Dilapidated School
ଗୋଟିଏ ଶ୍ରେଣୀରେ ପ୍ରଥମରୁ ଅଷ୍ଟମ ପାଠପଢ଼ା! ଯେଉଁଠି ପଢ଼ିବେ, ସେଇଠି ଚାଲିଛି ରୋଷେଇ..

ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଗୋଟିଏ ଶ୍ରେଣୀରେ ଚାଲିଛି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା। ପୁଣି ପିଲାଏ ଯେଉଁଠି ପଢୁଛନ୍ତି ସେଇଠି ଚାଲିଛି ରୋଷେଇ...ଛାତର ଅବସ୍ଥା ଦେଖିଲେ କ୍ଲାସ ରୁମ୍‌କୁ ଯିବାକୁ ଲାଗିବ ଡର

4 Police officials from Odisha receive Union Home Minister's Medal for Excellence in Investigation
ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ପୋଲିସ୍‌ ପାଇବେ ମେଡାଲ୍‌

ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମେଡାଲ୍‌ ଘୋଷଣା ହୋଇଛି। ଦେଶର ମୋଟ୍‌ ୧୫୧ ପୋଲିସ ଅଫିସରଙ୍କୁ ପଦକ ମିଳିବ।

Narendra Modi
ଏବେ ନିର୍ବାଚନ ହେଲେ ‍କ୍ଷମତାକୁ ଆସିବେ ମୋଦି

ସେପଟେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନପ୍ରିୟତାରେ ନିଜ ସ୍ଥିତିକୁ ଆହୁରି ଦୃଢ କରିଛନ୍ତି।

Nitish Kumar
ପ୍ରଧାନମନ୍ତ୍ରୀ ହେବାକୁ ମୋର ଭାବନା ନାହିଁ : ନୀତୀଶ

ସମସ୍ତ ବିରୋଧୀଙ୍କୁ ଏକାଠି ଦେଖିବା ମୋର ଚେଷ୍ଟା।

Wife Begging
ରୋଜଗାରିଆ ପୁଅର ଜୀବନ ପାଇଁ ବାର ଦୁଆରେ ହାତ ପାତୁଛନ୍ତି ପରିବାର

ମୋ ଶଙ୍ଖା ସିନ୍ଦୂରକୁ ରକ୍ଷା କର, ମୋ ପରିବାରକୁ ବଞ୍ଚାଇ ଦିଅ । ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ଏମିତି କାନି ପାତି କାନ୍ଦୁଛି ସ୍ତ୍ରୀ । ଅପରେସନ୍‌ ହେଲେ ସ୍ୱାମୀ ବଞ୍ଚିବେ । ହେଲେ ଏତେ ଗୁଡାଏ ଟଙ୍କା ତାଙ୍କ ପାଖରେ ନାହିଁ । ଭେଣ୍ଡିଆ ପୁଅକୁ ଦେଖି ମାଆ ଆଖିରୁ ବି ଲୁହ ଶୁଖୁନି। ପରିବାରର ଗୋଟିଏ ଗୁହାରି, ଆମକୁ ସାହାଯ୍ୟ କର, ଅକ୍ଷୟଙ୍କୁ ବଞ୍ଚାଇ ଦିଅ ।