• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tragic

Sonpur News
ଏତେ ନିଷ୍ଠୁର କେମିତି ଭଗବାନ ? ଏକାସଙ୍ଗେ ଶ୍ମଶାନରେ ଜଳିଲା ବାପ-ପୁଅଙ୍କ ଜୁଇ

ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ । ସେହି ସମୟରେ ପୁଅ ଆର୍ତ୍ତତ୍ରାଣଙ୍କ ସ୍ୱାସ୍ଥ୍ୟ ଭଲ ଲାଗୁନି ବୋଲି ମେଡିକାଲର କିଛି କର୍ମଚାରୀଙ୍କୁ କହିଥିଲେ । ପରେ ପରେ ସେହିଠାରେ ହଠାତ୍‌ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

Fraud
ଫିଲ୍ମ ଷ୍ଟାଇଲ ଲଭ୍‌ଷ୍ଟୋରୀ ! ଲିଫ୍ଟ.. ପ୍ରେମ.. ବିବାହ, ୫ ବର୍ଷ ପରେ ଧୋକା ଦେଇ ଲୁଟ୍

ଟଙ୍କା ସୁନା ଲୁଟି ମହିଳା ଫେରାର୍ । ଆଗରୁ ମହିଳା ଜଣକ ବାହା ହୋଇଥିଲେ ।

Dipika
ପୁଣି ଜଣେ ତପସ୍ୱିନୀ ! ସ୍ତ୍ରୀର ମର୍ଯ୍ୟାଦା ପାଇଁ ସ୍ୱାମୀ ଘର ଆଗରେ ଦୀପିକାଙ୍କ ଧାରଣା

ଦୀପିକାଙ୍କୁ ଓ ପୁଅକୁ ତାଙ୍କ ସ୍ୱାମୀ ବା ପ୍ରେମିକ ଗ୍ରହଣ ନକଲା ଯାଏଁ ଏହି ଧାରଣା ଚାଲିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Love Story
ନାବାଳିକା ଅବସ୍ଥାରେ ପତ୍ନୀ ସହ ସଂପର୍କ ରଖି ଅଡୁଆରେ ସ୍ୱାମୀ, ୫ବର୍ଷ ପୂର୍ବ ମାମଲାରେ ଭୋଗୁଛନ୍ତି ଜେଲ୍ ଦଣ୍ଡ

ସ୍ୱାମୀଙ୍କୁ ମୁକୁଳାଇବା ପାଇଁ ଆଇନଗତ ଲଢ଼େଇ ଲଢ଼ୁଛନ୍ତି ପତ୍ନୀ । ପଢ଼ନ୍ତୁ ବଲାଙ୍ଗିର ଜିଲ୍ଲାର ଜଟିଳ ପ୍ରେମ କାହାଣୀ ।

Love Story Turns Tragic, Girl Missing After Jumping Into River
ପ୍ରେମରେ ଧୋକା ଖାଇବା ପରେ ନଈକୁ ଡେଇଁ ପଡ଼ିଲେ ସିମ୍ରନ୍‌। ଛାଡ଼ି ଦେଇ ଯାଇଛନ୍ତି ଶେଷ ଚିଠି....

ଗୁଲୁ ତୁମେ ଏମିତି କାହିଁକି କଲ? ମୁଁ କି ଦୋଷ କରିଥିଲି? ନିଜ ପ୍ରେମିକଙ୍କୁ ଅନ୍ୟ ଜଣେ ଝିଅ ସହ ଦେଖି ସହିପାରିଲେନି। କମ୍ୟୁଟର କ୍ଲାସ୍‌ ଯିବା ବାଟରେ ନଈକୁ ଡେଇଁ ପଡ଼ିଲେ। କହିଲେ...ତୁମେ ଆଉ କାହା ସହ ବୁଲିବ, ମୁଁ ଦେଖିପାରିବିନି

Special Story | Tragic - Youth Dies 10 Days Before Marriage In Bolangir
୧୦ ଦିନ ପରେ ଘରୁ ଶିବାନନ୍ଦଙ୍କ ପାଲିଙ୍କି ଉଠିଥାଆନ୍ତା, କିନ୍ତୁ କୋକୋଇ ଉଠିଲା...ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ...

ମାତ୍ର ୧୦ ଦିନ ପରେ ଯେଉଁ ଘରୁ ଫୁଲରେ ସଜା ହୋଇଥିବା ପାଲିଙ୍କି ଉଠିଥାଆନ୍ତା, ଆଜି ସେହି ଘରୁ ଫୁଲ ସଜା କୋକୋଇ ଉଠିଲା। ହୁଳହୁଳି ବଦଳରେ ପଡ଼ିଲା ହରିବୋଲ। ଡିଜେ ବଦଳରେ ଶୁଭିଲା ରାମ ରାମ ସତ୍ୟହେ...ହରିନାମ ସତ୍ୟ ହେ...ଭେଣ୍ଡିଆ ପୁଅକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଥିଲା ମାଆ, ଛାତିକୁ ପଥର କରିଦେଇଥିଲେ ବାପା....