ଜଗତସିଂହପୁର ବାଲିକୁଦା ବ୍ଲକ ଅଢଙ୍ଗା ପଞ୍ଚାୟତରେ ଏବେ ନଡ଼ଇା ଚାରା ଘୋଟାଲାକୁ ନେଇ ହଇଚଇ
ବଲାଙ୍ଗିର ଗଛ ମୂଳେ ଚାଲିଛି କୋଭିଡ୍ ଭ୍ୟାକ୍ସିନେସନ୍ । ମାଗୁରପଡ଼ା ପଞ୍ଚାୟତର ବ୍ରାହ୍ମଣୀ ଡୁଙ୍ଗୁରୀ ଗାଁରେ ଗଛମୂଳେ ଲୋକଙ୍କୁ କୋଭିଡ୍ ଟିକା ଦେଲା ମେଡିକାଲ ଟିମ୍...
ବିବାଦର ୧୦ ଦିନ ପରେ ଓଡ଼ିଶା ଛାଡ଼ି ମୁମ୍ବାଇ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ମୁମ୍ବାଇ ଯିବା ପୂର୍ବରୁ ଇନଷ୍ଟାଗ୍ରାମରେ ପ୍ରକୃତି ପୋଷ୍ଟ କରିଥିବା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଗୁରୁ ହେବ ତ ଏମିତି। ୪୦ ବର୍ଷର ଶିକ୍ଷୟତା ପରେ ନେଲେ ଅବସର। ବିଦାୟକାଳୀନ ସମ୍ବର୍ଦ୍ଧନା ପାଇଁ ୭ କିମି ପର୍ଯ୍ୟନ୍ତ ଲାଗିଲା ଶୋଭଯାତ୍ରାର ଲାଇନ୍। ସହକର୍ମୀଠୁ ଛାତ୍ରଛାତ୍ରୀ...ସମସ୍ତଙ୍କ ମୁହଁରେ ଗୋଟିଏ କଥା ଅଭିରାମ ସାର୍ କେବଳ ଶିକ୍ଷକ ନଥିଲେ ବରଂ ସମସ୍ତଙ୍କ ମନ ଜିତିପାରୁଥିବା ମଣିଷ ଟିଏ ଥିଲେ।
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା। ଦିନକୁ ମାତ୍ର ୬ ଘଂଟା ପାଇଁ ଏଇ ଡାକ୍ତରଖାନାରେ ଚାଲିଛି ରୋଗୀ ଦେଖା। ଯଦି ଡାକ୍ତର ଆସିଲେନି ତାହାଲେ ଫାର୍ମାସିଷ୍ଟ ହିଁ ଦେଖୁଛନ୍ତି ରୋଗୀ..। କହିବାକୁ ଗଲେ ଭଗବାନଙ୍କ ଭରସାରେ ଏଂଇକାର ରୋଗୀ।
ଜଳଲାଗି ପାଇଁ ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲରେ ଗାଧୋଉଥିବା ବେଳେ ଜଳସ୍ରୋତରେ ୨ ଜଣ ସାଙ୍ଗ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ କୂଳରେ ବସିଥିବା ଆଉ ଜଣେ ସାଙ୍ଗ ଜଣଙ୍କୁ ଉଦ୍ଧାର କରିଥିଲେ।
ମୁମ୍ବାଇ ଯାତ୍ରା ପୂର୍ବରୁ ଇନଷ୍ଟାଗ୍ରମରେ ମନର କଥା ପୋଷ୍ଟ କରିଛନ୍ତି ପ୍ରକୃତି ମିଶ୍ର
ଯେଉଁ ସମୟରେ ଲଗାଣ ବର୍ଷା ହେବା କଥା ସେହି ସମୟରେ ଖରାର ତାଉ ଲୋକଙ୍କୁ କଲବଲ କରୁଛି। ଟାଣ ଖରାରେ ଲୋକେ ଡହଳବିକଳ ହେଉଛନ୍ତି।
ସୌର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ, ସୋମବାର। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
କରମା ମୁଦୁଲି ବଣ୍ଡାଘାଟି ପାଇଁ ଗୌରବ ଆଣିଛନ୍ତି ।
ରୋଗୀଙ୍କୁ ମେଡିକାଲ ଯାଇ ଦେଖିଲେ ସାଂସଦ
ସ୍ୱାଗତ କରିବାକୁ ଭିତରକନିକାରେ ସବୁ ପ୍ରକାର ବ୍ୟବସ୍ଥା
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କେବେ ଏକାଠି ହେବେ ବାବୁସାନ ଓ ତୃପ୍ତି ? ଘର ସାମ୍ନାରୁ ହଟିଯିବାକୁ ମିଡ଼ଇାକୁ ଅପରାଜିତାଙ୍କ ଅପିଲ । ଇନଷ୍ଟାଗ୍ରାମରେ ପ୍ରକୃତିଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ।
ରାଜ୍ୟରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଫେଲ: ବିଜେପି । ପ୍ରଶାସନ ଢିଲା, ଶାସନ ପୂରା ଦୁର୍ବଳ: କଂଗ୍ରେସ । ବିଜେଡ଼ି କହିଲା ସବୁ ଠିକ୍ ଚାଲିଛି ।
୪୦ ବର୍ଷର ଉତ୍କର୍ଷ ଶିକ୍ଷକତା ପାଇଁ କଳାହାଣ୍ଡି ଗୋଲାମୁଣ୍ଡାରେ ପ୍ରଧାନଶିକ୍ଷକଙ୍କୁ ବିପୁଳ ଅବସରକାଳୀନ ସମ୍ବର୍ଦ୍ଧନା । ସେହିପରି ନୟାଗଡରେ ସାର୍ଙ୍କ ବଦଳି ପରେ କାନ୍ଦି କାନ୍ଦି ପିଲାଏ ଦେଲେ ଫେୟାର ୱେଲ୍...
ଶିକ୍ଷାଦାନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଲାଗି ସରକାର ପ୍ରତିବର୍ଷ ନୂଆ ନୂଆ ପଦକ୍ଷେପ ନେଉଥିବା କହୁଛନ୍ତି ମାତ୍ର ବାସ୍ତବ କ୍ଷେତ୍ରରେ ଫଳ ଶୂନ। ଦେଢମାସ ହେଲା ସ୍କୁଲ ଖୋଲିଲାଣି, ପିଲାଙ୍କ ପାଖରେ ପହଞ୍ଚିନି ଜୀବ ବିଜ୍ଞାନ ଓ ଭୂଗୋଳ ବହି। ନୂଆ ବିଷୟ ସାମିଲ ପାଇଁ ବିଳମ୍ବ ନା ଅନ୍ୟ କାରଣ? ଏହାକୁ ବୋର୍ଡର ଅଜବ ଉତ୍ତର ବଜାରରେ ମିଳୁଛି।
ଅସ୍ଥାୟୀ ଦୋକାନୀଙ୍କୁ ସଂପୂର୍ଣ୍ଣ ହଟାଇବା ଲାଗି ବ୍ୟବସାୟୀ ସଂଘର ଦାବି । ଅସ୍ଥାୟୀ ଦୋକାନୀଙ୍କୁ ନହଟାଇବା ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ- ସଂଘ ।
ସଫା ହେଉନି ଡ୍ରେନ୍, ଜଳୁନି ଷ୍ଟ୍ରିଟ୍ ଲାଇଟ୍ । ବିଧାୟକ କହିଲେ ବହୁ ବିକାଶମୂଳକ କାମ ଅାରମ୍ଭ ହୋଇଛି ।
କ୍ଷମତା ଲୋଭୀ ହୋଇ ଏପରି କରାଯାଉଛି । ଇଡିକୁ ବ୍ୟବହାର କରି ଆକ୍ରୋଶମୂଳକ ରାଜନୀତି ହେଉଛି କହିଲା କଂଗ୍ରେସ ।
ଭୁବନେଶ୍ୱର RMRC(Regional Medical Research Centre)ରେ ମଙ୍କିପକ୍ସ ଟେଷ୍ଟିଂ ହେବ....
ସମୁଦ୍ରର ଏପରି କରାଳ ରୂପରେ ଗୋଟିଏ ପରେ ଗୋଟିଏ ଘର ଲୀନ ହେବାର ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଫଳରେ ନିକଟରେ ଥିବା କଣ୍ଟିଆଗଡ଼ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି।
ପିପିଲି ଛକ ନିକଟରେ ବୋଲବମ୍ ଭକ୍ତଙ୍କ ଉପରେ ମାଡ଼ିଗଲା କାର୍। କଟକ ଗଡ଼ଗଡ଼ିଆ ଘାଟରୁ ନୃସିଂହ ପାଣି ଉଠାଇ ପୁରୀ ଲୋକନାଥ ମନ୍ଦିର ଯାଉଥିଲେ।
ସାହାଯ୍ୟ ପାଇଁ ସବୁ ମିଡିଆକୁ ପରିବାରର ଧନ୍ୟବାଦ
ଆରଟିଆଇ ତଥ୍ୟରୁ ମିଳିଥିବା ତଥ୍ୟ ଖୋଲିଛି ବାଣପୁର ବ୍ଲକ ତାଳବୋରେଇ ଆଶ୍ରମ ସ୍କୁଲର ଗୁମର