• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଗୁରୁବାର

ଚନ୍ଦ୍ର – ମିଥୁନ ଦିବା ୦୪.୧୫ ଗତେ କର୍କଟ

ତିଥି – ୯ମୀ ରାତ୍ରି ୧୧.୩୦ ଗତେ ୧୦ମୀ

ଘାତ ଚନ୍ଦ୍ର – କନ୍ୟା ଦିବା ୦୪.୧୫ ପର୍ଯ୍ୟନ୍ତ

ଘାତ ବାର – ତୁଳା ଓ କୁମ୍ଭ

ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭ ହାନି- ତିଳକାଞନ ଦାନ ରାତ୍ରି ୧୦.୫୯ ପର୍ଯ୍ୟନ୍ତ

ଶୁଭ ସମୟ:

ପ୍ରାତଃ ୦୫.୪୬ରୁ ୦୭.୨୩

ଦିବା ୧୦.୩୮ରୁ ୦୧.୦୪

ରାତ୍ରି ୦୨.୩୬ରୁ ୦୩.୨୩

ଅଧିକ ପଢ଼ନ୍ତୁ: ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ

ଅଶୁଭ ସମୟ:

ଋାହୁକାଳ – ଦିବା ୦୧.୨୨ ରୁ ୦୨.୫୪

କାଳବେଳା – ଦିବା ୦୨.୫୪ ରୁ ୦୪.୨୫

ବାରବେଳା – ଦିବା ୦୪.୨୫ ରୁ ୦୫.୫୬

କାଳରାତ୍ରି – ରାତ୍ରି ୧୧.୫୦ ରୁ ୦୧.୧୯