ସମ୍ବଲପୁର, ବ୍ରହ୍ମପୁର ଏବଂ ବାଲେଶ୍ୱରରେ ନୂଆ ଡାଏରୀ ପ୍ଲାଣ୍ଟ ଖୋଲିବ ଓମଫେଡ଼। ଖୁବଶୀଘ୍ର ମାର୍କେଟକୁ ଆସିବ ଓମ୍ଫେଡ ପାଣି ଓ ଚକୋଲେଟ ।
ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ । ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ ।
ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱରରେ ଖୋଲିବ ଓମଫେଡର ଭେଣ୍ଡିଂ ମେସିନ୍ ।
ବଢ଼ିଲା ଓମଫେଡ୍ କ୍ଷୀର ଦର। ଏପ୍ରିଲ ୧ ତାରିଖରୁ ନୂଆ ଦର ଲାଗୁ ହେବ। ପରେ ପ୍ରତି ହାଫ୍ ଲିଟର ଟୋନଡ କ୍ଷୀର ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି।