ଓଟିଭିର ଦର୍ଶକମାନଙ୍କୁ ବିଭ୍ରାନ୍ତ କରିବାକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏଭଳି କରିଛନ୍ତି। ଏହି ଖବରକୁ ବିଶ୍ୱାସ ନକିବାକୁ ଆମେ ଅନୁରୋଧ କରୁଛୁ।
ଏଭଳି ମିଥ୍ୟା ଖବର କରି ଭାଇରାଲ୍ କରିବା ଆଇନତଃ ଅପରାଧ।
ଏହାକୁ କେହି ବିଶ୍ୱାସ କରନ୍ତୁ ନାହିଁ।