• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 31 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ମହଙ୍ଗା ହେବ ବିଦେଶୀ ମଦ, ସି-ବିଚ୍‌ରେ ଖୋଲିବ ଲିକର ସପ୍

ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ନିଶା ନିବାରଣ କର୍ମୀ। More
  • Chandan Shishu
  • 2 years ago

କେତେ ଫଳପ୍ରଦ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ?

ପୋସ୍କୋ ଓଡ଼ିଶାରୁ ଫେରିଯିବା ଘଟଣା ବିଦେଶରେ ରାଜ୍ୟ ପାଇଁ ଦୁର୍ନାମ ଆଣିଛି କହିଲେ ଶିଳ୍ପସଂଘ ଓ ବିଶେଷଜ୍ଞ More
  • Satyendu Shekher Mishra
  • 2 years ago

ଜୀବନ ନେଇଗଲା ତ୍ରୁଟିପୂର୍ଣ୍ଣ ରାସ୍ତା, କେନାଲ ଭିତରକୁ ବରଯାତ୍ରୀ ଗାଡ଼ି ଖସି ୭ମୃତ

ମୁହୂର୍ତ୍ତକ ମଧ୍ୟରେ ଶୋକରେ ବୁଡ଼ିଗଲା ବାହାଘରର ଖୁସି । More
  • Satyendu Shekher Mishra
  • 2 years ago

ଦୀପାଳି ହେଲେ ପ୍ରାର୍ଥୀ, ମହିଳା ସହ ଅନୁକମ୍ପା କାର୍ଡ ଖେଳିଲା ବିଜେଡି !

କଂଗ୍ରେସର ପ୍ରାର୍ଥୀ ଖୋଜା ଜାରି । ନବ ହତ୍ୟା ଷଡ଼ଯନ୍ତ୍ର ଇମ୍ପାକ୍ଟକୁ ନେଇ ଚର୍ଚ୍ଚା । More
  • Satyendu Shekher Mishra
  • 2 years ago

ଗୃହରେ ମୁହାଁମୁହିଁ ନରସିଂହ-ଅରୁଣ, 5T ସ୍କୁଲକୁ ବଣିକ CMDଙ୍କ କଂପ୍ୟୁଟର ଯୋଗାଣ ନେଇ ବିରୋଧୀଙ୍କ ପ୍ରଶ୍ନ  

ବିଧାନସଭାରେ ବଣିକ କୋଚିଂ ଓ ଫେକ୍ ସାର୍ଟିଫିକେଟ ତାତି । ବିଜେଡି ଲିଙ୍କ ଅଭିଯୋଗ ଆଣି ବିରୋଧୀଙ୍କ ହଙ୍ଗାମା । More
  • Satyendu Shekher Mishra
  • 2 years ago

ଭିଜିଲା ରାଜଧାନୀ ! ଅସରାଏ ବର୍ଷାରେ ଇସ୍କନ୍‌ ସାମ୍ନାରେ ଅଣ୍ଟେ ପାଣି

ଆସନ୍ତାକଲି ପାଇଁ ଉତ୍ତର ଓଡିଶାର ଅଧିକାଂଶ ଅଞ୍ଚଳ ଏବଂ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । More
  • Satyendu Shekher Mishra
  • 2 years ago

ରାଜଧାନୀରେ ବରିଷ୍ଠ ନାଗରିକଙ୍କୁ ଅପହରଣ ଘଟଣାର ପୁରା କାହାଣୀ, ପଢ଼ନ୍ତୁ...

ଅପହରଣକାରୀ କବଳରୁ ବଂଚି ନୂଆ ଜୀବନ ପାଇଥିବା ମନୋଜ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି । More
  • Satyendu Shekher Mishra
  • 2 years ago

୫ ପୋଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ

ଅଭିଯୁକ୍ତ ପଦ୍ମଲୋଚନ ପାତ୍ରକୁ କାବୁ କରି ଥାନାରେ ଅଟକ ରଖିଛି ପୋଲିସ । More
  • Satyendu Shekher Mishra
  • 2 years ago

ଦୀପାଳି ଦାସ ହେଲେ ଝାରସୁଗୁଡ଼ା ବିଜେଡି ପ୍ରାର୍ଥୀ

ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ । More
  • Manoranjan Behera
  • 2 years ago

ବଢୁଛି ସଂକ୍ରମଣ ବଢୁଛି ଭୟ: ଆଜି ବି ୩ ହଜାର ପାର ସଂକ୍ରମଣ

ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୯୫ ଜଣ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୩୦୧୬ ଥିଲା । More
  • Manoranjan Behera
  • 2 years ago

ହଷ୍ଟେଲ ଛାତରୁ ପଡ଼ି ଚାଲିଗଲା ଡାକ୍ତରୀ ଛାତ୍ରର ଜୀବନ

ଛାତରୁ ତଳକୁ ପଡ଼ି ଆଖି ବୁଜିଲେ ମେଡିକାଲ ଛାତ୍ର। ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ ଘଟିଛି। More
  • Rajalaxmi Sahoo
  • 2 years ago

ପୋଲିସ୍‌ କବ୍‌ଜାରେ ଭୁବନେଶ୍ୱରର ଦୁର୍ଦ୍ଦାନ୍ତ ‘ବାଉନ୍ସର ଗ୍ୟାଙ୍ଗ’

କମିଶନରେଟ ପୋଲିସ୍‌ କବ୍‌ଜାରେ ରାଜଧାନୀର ଦୁର୍ଦ୍ଦାନ୍ତ ‘ବାଉନ୍ସର ଗ୍ୟାଙ୍ଗ’। ବଳିଷ୍ଠ ଚେହେରା ସାଙ୍ଗକୁ ଦେହରେ ଟାଟୁ କରିଥିବା ଏହି ଯୁବକମାନେ ବିବାଦୀୟ ଜମି ଅକ୍ତିଆର କରାଇବାକୁ ନେଉଥିଲେ ସୁପାରୀ। More
  • Rajalaxmi Sahoo
  • 2 years ago

ଦୁଃଖଦ ସଂଯୋଗ: ୧୦ ବର୍ଷ ତଳେ ରାମ ନବମୀରେ ବଡ଼ ଭାଇର ଜୀବନ ଚାଲିଯାଇଥିଲା, ଏଥର ଗଲା ସାନ ଭାଇର ଜୀବନ...

୧୦ ବର୍ଷ ପୂର୍ବେ ମହାନଦୀରେ ବୁଡ଼ି ବଡ଼ ଭାଇର ଯେମିତି ଜୀବନ ଚାଲି ଯାଇଥିଲା, ସେମିତି ଗାଁ ପୋଖରୀରେ ବୁଡ଼ି ୧୨ ବର୍ଷର ସାନ ଭାଇର ଅକାଳ ବିୟୋଗ ହୋଇଛି। More
  • Rajalaxmi Sahoo
  • 2 years ago

ଗାଁରେ ଖୋଲିବନି ଆଉ ନୂଆ ମଦ ଦୋକାନ, ଲାଇସେନ୍ସ ପାଇଁ ଆପ୍ଲିକେସନ୍‌ ଫି’ ବି ବଢ଼ିଲା...

ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ । ସେହିପରି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଲାଇସେନ୍ସ ପାଇଁ ଆପ୍ଲିକେସନ୍ ଫି’ ମଧ୍ୟ ବୃଦ୍ଧି ପାଇଛି। More
  • Rajalaxmi Sahoo
  • 2 years ago

ଦୟା ନଦୀରୁ ମିଳିଲା ନାବାଳକର ମୃତଦେହ, କାଲିଠୁ ନିଖୋଜ ଥିଲେ...

ଭୁବନେଶ୍ୱର ଦୟା ନଦୀରେ ଭାସି ନିଖୋଜ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ନିକଟରେ ସେ ଭାସି ଯାଇଥିଲେ। More
  • Rajalaxmi Sahoo
  • 2 years ago

କେନାଲକୁ ଖସିଲା ବୋଲେରୋ, ଆଖି ସାମ୍ନାରେ ଚାଲିଗଲା ୬ ଜୀବନ

ସମ୍ବଲପୁର ଜିଲ୍ଲା ଶାସନ କେନାଲ ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। କେନାଲକୁ ବୋଲେରୋ ଖସି ପଡ଼ିବା ଯୋଗୁ ୬ ଜଣଙ୍କ ମୃତ୍ୟୁ। More
  • Chandan Shishu
  • 2 years ago

ପୁଣି ଓଟିଭି ଲୋଗୋକୁ ବ୍ୟବହାର କରି ମିଥ୍ୟା ଖବର ଭାଇରାଲ

ଏଭଳି ମିଥ୍ୟା ଖବର କରି ଭାଇରାଲ୍ କରିବା ଆଇନତଃ ଅପରାଧ। More
  • Sarbeswar
  • 2 years ago

"ଜଗାଚାକର ସଙ୍ଘ" ପକ୍ଷରୁ ବିରାଟ କାର୍ଯ୍ୟକ୍ରମ : ରଥଯାତ୍ରାରେ ଭକ୍ତଙ୍କୁ ଦିଆଯିବ ସ୍ୱତନ୍ତ୍ର ସେବା

ଏହି ଉତ୍ସବରେ ବିମଣ୍ଡିତ କାର୍ଯ୍ୟଧାରାକୁ ସମସ୍ତ ସାଧୁ ସନ୍ଥ ଓ ସମାଜ ସେବୀ ଏବଂ ସମାଜ ଶୁଦ୍ଧାରକ ଭୂରି ଭୂରି ପ୍ରଶଂସା କରିଥିଲେ ଓ ଆଶୀବାଣୀର ସ୍ରୋତ, ବେଦ ପାଠରେ କମ୍ପିଥିଲା ପୂରା ଏରିଆ More
  • Manoranjan Behera
  • 2 years ago

ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ସାରା ଭାରତ

ଧର୍ମର ପ୍ରତୀକ, ଏକତାର ଆଦର୍ଶ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ପବିତ୍ର ରାମ ନବମୀରେ ରାମ ମୟ ଚତୁର୍ଦ୍ଦିଗ । ରାମ  ନାମ ଧ୍ୱନିରେ କମ୍ପୁଛି ମନ୍ଦିର । More
  • Chandan Shishu
  • 2 years ago

କଳାଦିନ '୨୯' ତାରିଖ ! ନବ ଦାସ ଗୁଳିକାଣ୍ଡର ୨ ମାସ ପରେ ନାବାଳକକୁ ହତ୍ୟା

ମନ୍ତ୍ରୀ ନବଦାସ ଗୁଳିକାଣ୍ଡ ହେଉ କି ନାବାଳକ ସମର୍ଥ ଅଗ୍ରୱାଲକୁ ଅପହରଣ ପରେ ଜଘନ୍ୟ ହତ୍ୟା। ଝାରସୁଗୁଡ଼ା ଜିଲ୍ଲା ପାଇଁ ଏ ଦୁଇଟି ଯାକ କଳଙ୍କିତ ଘଟଣାର ତାରିଖ ସମାନ... More
  • Manoranjan Behera
  • 2 years ago

ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ରାକେଟ୍: ମାଷ୍ଟରମାଇଣ୍ଡଙ୍କର ବିଜେଡି ଲିଙ୍କ୍ !

ସାରା ରାଜ୍ୟରେ ଜାଲ୍ ସାର୍ଟିଫିକେଟ୍ ରାକେଟ୍ । ବଣିକ୍ ଭଳି କୋଚିଂ ସେଣ୍ଟର ନାଁରେ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ । ଉଭୟ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ୍ ବିଜେଡି ସରକାରର ଛତ୍ରଛାୟାରେ ଚାଲିଛି କି ଏସବୁ କାରବାର ? More