• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sriram Navami

ram navami
Ram Navami: ରାମନାମରେ ମୁଖରିତ ସବୁ ରାମମନ୍ଦିର, ସବୁଠି ରାମମୟ ପରିବେଶ

ଅଲୌକିକ ମୁହୂର୍ତ୍ତ। ଅଦ୍ଭୁତ ଅନୁଭବ। ରାମଲାଲାଙ୍କ ଲଲାଟରେ ସୂର୍ଯ୍ୟଦେବଙ୍କ ଦିବ୍ୟ ତିଳକ। ବର୍ଷକ ପରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ମନ୍ଦିରରେ ପୁଣି ଦେଖିବାକୁ ମିଳିଛି ଏଭଳି ସ୍ବର୍ଗୀୟ ଦୃଶ୍ୟ। ଅଭିଭୁତ ମନ୍ଦିରରେ ଉପସ୍ଥିତ ଶ୍ରଦ୍ଧାଳୁ, ଟେଲିଭିଜନ୍ ପରଦାରେ ଦେଖି ରୋମାଞ୍ଚିତ ସାରା ବିଶ୍ବର ରାମଭକ୍ତ।

Traditional Sahijata
Traditional Puri Sahi Jata : ୮୦୦ ବର୍ଷର ପୁରୁଣା ପରମ୍ପରା ପୁରୀର ପ୍ରସିଦ୍ଧ ସାହିଯାତ

ଭାରତ ବର୍ଷର ସର୍ବବୃହତ ପଥପ୍ରାନ୍ତ ଉତ୍ସବ ସାହିଯାତ। ପବିତ୍ର ରାମନବମୀ ସହ ଆଜିଠୁ ଆରମ୍ଭ ହେଉଛି ପୁରୀ ପ୍ରସିଦ୍ଧ ସାହିଯାତ୍ରା ଉତ୍ସବ । ଏଥିରେ ଅନନ୍ୟ ପରମ୍ପରାରେ ଶ୍ରୀମନ୍ଦିର ସଂଲଗ୍ନ ଆଠଟି ସାହିର ବିଭିନ୍ନ ମେଳ ତଥା ଜାଗା ଆଖଡ଼ା ଘର ସାମିଲ ହୁଅନ୍ତି ।

Surya Tilak
Ram Navami 2025: ପ୍ରଭୁ ଶ୍ରୀ ରାମଲଲାଙ୍କ ଉପରେ ପଡିଲା ସୂର୍ଯ୍ୟ ତିଳକ

ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ରାମ ନବମୀକୁ ନେଇ ଅଯୋଧ୍ୟା ସମେତ ସାରା ଦେଶରେ ଉତ୍ସବର ମାହୋଲ । ଏହି ଅବସରରେ ସାରା ଦୁନିଆର ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ ଦର୍ଶନ କରିଛନ୍ତି ।

Rama navami
Sri Ram Navami 2025: ପ୍ରଭୁ ରାମଙ୍କୁ ପଚାରିଲେ ଚନ୍ଦ୍ର, ଆପଣ ଦିନରେ କାହିଁକି ଜନ୍ମ ହେଲେ?

ରାମଙ୍କ ଜନ୍ମ ପରେ ଚନ୍ଦ୍ର ତାଙ୍କୁ ଦେଖା କରିବା ଆଶାରେ ଗଲେ। ମାତ୍ର ମନରେ ତାଙ୍କର ଦୁଃଖଟିଏ ଥିଲା। ଅନ୍ତର୍ଯ୍ୟାମୀ ପ୍ରଭୂ ରାମଚନ୍ଦ୍ରଙ୍କ ଦୁଃଖ ଜାଣିପାରି ପଚାରିଲେ, ତୁମ ମନରେ ଦୁଃଖ କାହିଁକି ମୋତେ ଖୋଲି କୁହ।

Ram Navami 2025 there are 12 qualities with Lord Ram
Ram Navami 2025: ଶ୍ରୀରାମ କାହିଁକି ହୋଇଗଲେ ମର୍ଯ୍ୟାଦା ପୁରୁଷୋତ୍ତମ; ଆସନ୍ତୁ ତାଙ୍କର କେତେକ ଗୁଣ ବିଷୟରେ ଜାଣିନେବା

ହିନ୍ଦୁଧର୍ମରେ ରାମ ନବମୀଙ୍କୁ ଏକ ବହୁତ ବଡ ପର୍ବ ଭାବରେ ପାଳନ କରାଯାଏ। ଶାସ୍ତ୍ର ଅନୁଯାୟୀ, ଭଗବାନ ରାମ ଏହି ଦିନ ଜନ୍ମ ହୋଇଥିଲେ। ଭଗବାନ ଶ୍ରୀରାମଙ୍କର ଏମିତି ଅନେକ ଗୁଣ ଥିଲା ଯାହା ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କରିଦେଇଥିଲା। ଆସନ୍ତୁ ସେହି ଗୁଣ ବିଷୟରେ ଜାଣିବା।

Ram Navami Security: Bomb Squad Conducts Searches in Sambalpur
ରାମନବମୀରେ ଶାନ୍ତିଶୃଙ୍ଖଳା ନେଇ ତତ୍ପର ପୋଲିସ

ରାମନବମୀରେ ଶାନ୍ତିଶୃଙ୍ଖଳା ନେଇ ତତ୍ପର ପୋଲିସ। ସମ୍ୱଲପୁରର ବିଭିନ୍ନ ସ୍ଥାନରେ ବମ୍ୱ ସ୍କ୍ୱାର୍ଡ କରିଛି ତଲାସୀ। 

Ram Navami
ରାମଙ୍କୁ ଦର୍ଶନ କଲେ ବୈଜୟନ୍ତ, ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ଭୁବନେଶ୍ୱର ରାମ ମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଛନ୍ତି ।

Sandart
ବାଲୁକା କଳାରେ ରାମ ନବମୀର ଶୁଭେଚ୍ଛା; ପୁରୀ ବେଳାଭୂମିରେ ଶହଶହ ପର୍ଯ୍ୟଟକଙ୍କ ଭିଡ଼

ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋସିଆଲ୍ ମିଡିଆ ଏକ୍ସରେ ସେ ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ଏହି ପବିତ୍ରପର୍ବ ସତ୍ୟ ଓ ଧର୍ମ ମାର୍ଗରେ ଚାଲିବାର ବାର୍ତ୍ତା ଦେଇଥାଏ।

Bhadrak Ram Nabami
ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର; ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ଗାଁ ଦାଣ୍ଡ

ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ପାଟ୍ରୋଲିଂ ସହ ପୋଲିସ ଭ୍ୟାନ ସ୍ଥାନରେ ବୁଲି ଯାଞ୍ଚ କରୁଛି। ଏହାସହ ପୋଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମ ଉପରେ କଡ଼ା ନଜର ରଖିଛି ଭଦ୍ରକ ପୋଲିସ।

Ram Navami know the 12 kalas of lord Ram
Ram Navami 2024: ଶ୍ରୀରାମଙ୍କ ୧୨ ଗୁଣ ତାଙ୍କୁ କରିଦେଇଥିଲା ମର୍ଯ୍ୟାଦା ପୁରୁଷୋତ୍ତମ; ଆସନ୍ତୁ ତାଙ୍କ ଠାରୁ ଏହି ଗୁଣସବୁ ଶିଖିନେବା

ଭଗବାନ ଶ୍ରୀରାମଙ୍କର ଅନେକ ଗୁଣ ଥିଲା ଯାହା ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମମ୍ ଅର୍ଥାତ୍ ପୁରୁଷମାନଙ୍କ ମଧ୍ୟରେ ସର୍ବୋତ୍ତମ କରିଦେଇଥିଲା। ଏହି ଗୁଣକୁ ଶାସ୍ତ୍ରୀୟ ଭାଷାରେ ‘କଳା’ ବୋଲି କୁହାଯାଇଛି। ବିଶ୍ୱାସ କରାଯାଏ ଯେ ଶ୍ରୀରାମଙ୍କ ୧୨ କଳା ବା ଗୁଣ ଥିଲା। ତେବେ ଆସନ୍ତୁ ଶ୍ରୀରାମଙ୍କ ଠାରୁ ଏହି ଗୁଣସବୁ ଶିଖିନେବା।

Ram Navami
ପ୍ରଭୁଙ୍କ ମସ୍ତକରେ ଶୋଭା ପାଇବେ ସୂର୍ଯ୍ୟଦେବ, ତେଜୋମୟ ଦିବ୍ୟ ଦିପ୍ତୀରେ ଉଦଭାସିତ ହେବ କପାଳ

ଆଜି ପବିତ୍ର ରାମ ନବମୀ । ଚଳଚଞ୍ଚଳ ଅଯୋଧ୍ୟା । ବାଲକରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଲାଗି ପାଳନ ହେବ ରାମ ନବମୀ । ରାମ ଲାଲାଙ୍କ ଦର୍ଶନ ଲାଗି ଜମୁଛି ପ୍ରବଳ ଭିଡ । ସୁନ୍ଦର ଆଲୋକମାଳରେ ସଜେଇ ହୋଇଛି ରାମ ମନ୍ଦିର ।

Why did Lord 'Ram' become Ramachandra even though born in the suryavansh
Ram Navami 2024: ଭଗବାନ ‘ରାମ’ ସୂର୍ଯ୍ୟବଂଶରେ ଜନ୍ମ ହୋଇ ମଧ୍ୟ କାହିଁକି ହେଲେ ରାମଚନ୍ଦ୍ର

ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ଯଦି ‘ରାମ’ ଶବ୍ଦକୁ ନେ‍ଇ ଯୋଗଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ‍ଇଡା ଓ ପିଙ୍ଗଳା ନାଡି ସହିତ ସଂଯୁକ୍ତ। ‘ରାମ’ ଉଚ୍ଚାରଣ ଏକ ପ୍ରାଣାୟାମ। ତେବେ ଆସନ୍ତୁ ଏହାର ଗୂଢ ତତ୍ତ୍ୱ କ’ଣ ଜାଣିନେବା।

‘Surya Abhishek’
ରାମ ନବମୀରେ ରାମଲାଲାଙ୍କ ହେବ ସୂର୍ଯ୍ୟ ତିଲକ

ପାଖେଇ ଆସୁଛି ପବିତ୍ର ରାମ ନବମୀ, ଉତ୍ସାହିତ ଓ ଉଲ୍ଲସିତ ଅଯୋଧ୍ୟାନଗରୀ । ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେବ ରାମଲାଲାଙ୍କ ଭବ୍ୟ ଜନ୍ମୋତ୍ସବ ।

‘Surya Abhishek’
ରାମ ନବମୀରେ ରାମଲାଲାଙ୍କ ହେବ ସୂର୍ଯ୍ୟ ତିଲକ, ଦିପ୍ତୀମୟ ହେବ ରାମଲାଲାଙ୍କ ଲଲାଟ

ପାଖେଇ ଆସୁଛି ପବିତ୍ର ରାମ ନବମୀ, ଉତ୍ସାହିତ ଓ ଉଲ୍ଲସିତ ଅଯୋଧ୍ୟାନଗରୀ । ନବନିର୍ମିତ ମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେବ ରାମଲାଲାଙ୍କ ଭବ୍ୟ ଜନ୍ମୋତ୍ସବ ।

Ram Navami Celebrations
ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ସାରା ଭାରତ

ଧର୍ମର ପ୍ରତୀକ, ଏକତାର ଆଦର୍ଶ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ପବିତ୍ର ରାମ ନବମୀରେ ରାମ ମୟ ଚତୁର୍ଦ୍ଦିଗ । ରାମ  ନାମ ଧ୍ୱନିରେ କମ୍ପୁଛି ମନ୍ଦିର ।

13 Dead after Indore Temple Floor Collapses
ରାମ ନବମୀରେ ବଡ଼ ଅଘଟଣ: ମନ୍ଦିର କୂଅ ଧସି ୧୩ ମୃତ

ଧାର୍ମିକ କାର୍ଯ୍ୟକ୍ରମ ବେଳେ ମନ୍ଦିରରେ ଥିବା ପୁରୁଣା କୂଅର ଛାତ ଉପରେ ଶ୍ରଦ୍ଧାଳୁମାନେ ଛିଡ଼ା ହୋଇଥିଲେ। ଏହି ସମୟରେ ଘଟିଲା ଅଘଟଣ।

Know what is the importance of ram navami
Ram Navami: କାହିଁକି ପାଳନ ହୁଏ ରାମନବମୀ, କ’ଣ ରହିଛି ଏହାର ମହତ୍ତ୍ୱ

ହିନ୍ଦୁଧର୍ମରେ ରାମ ନବମୀଙ୍କୁ ଏକ ବହୁତ ବଡ ପର୍ବ ଭାବରେ ବିବେଚନା କରାଯାଏ। ଶାସ୍ତ୍ର ଅନୁଯାୟୀ, ଭଗବାନ ରାମ ଏହି ଦିନ ଜନ୍ମ ହୋଇଥିଲେ, ତେଣୁ ଏହି ଶୁଭ ଦିନକୁ ରାମ ନବମୀ ଭାବରେ ପାଳନ କରାଯାଏ।