/odishatv-khabar/media/post_attachments/uploadimage/library/16_9/16_9_0/s_1680170885.jpg)
Shopping mall raided in Cuttack
କଟକ ବାଦାମବାଡ଼ିରେ ଥିବା ଭି ବଜାରରେ ପୋଲିସ୍ ଚଢ଼ଉ କରିଛି। ଏକ୍ସପାଏରୀ ସାମଗ୍ରୀ ବିକ୍ରି ଅଭିଯୋଗରେ ଏହି ଚଢାଉ ହୋଇଛି। କଟକ ଜୋନ୍-୬ ଏସିପି ଓ ବାଦାମବାଡ଼ି ଥାନା ପୋଲିସ ମିଳିତ ଭାବେ ଚଢ଼ଉ କରିଛନ୍ତି।
Advertisment
#କଟକରେ_ସପିଂ_ମଲ୍ରେ_ରେଡ୍
ଏକ୍ସପାଏରୀ ସାମଗ୍ରୀ ବିକ୍ରି ଅଭିଯୋଗରେ ଏହି ଚଢାଉ ହୋଇଛି। କଟକ ଜୋନ୍-୬ ଏସିପି ଓ ବାଦାମବାଡ଼ି ଥାନା ପୋଲିସ ମିଳିତ ଭାବେ ଚଢ଼ଉ କରିଛନ୍ତି...#RaidInShoppingMall#Cuttack#Odishapic.twitter.com/OG7TbRY9y3— ଓଟିଭି (@otvkhabar) March 30, 2023
ଚଢ଼ଉ ବେଳେ ବିଭିନ୍ନ ପ୍ରକାର ଏକ୍ସପାଏରୀ ଖାଦ୍ୟ ପଦାର୍ଥ ଜବତ ହୋଇଛି। ବିଭିନ୍ନ ପ୍ୟାକେଟରେ ଲେଖାଥିବା ଏକ୍ସପାଏରୀ ଡେଟ୍ ଓ ପ୍ରାଇସକୁ କେମିକାଲ୍ ପକାଇ ଲିଭାଇ ଦେଉଥିଲେ ବୋଲି ଜଣାପଡ଼ିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)