ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସ୍ପଷ୍ଟୀକରଣ ଦିଆସରିଛି ବୋଲି ମନ୍ତ୍ରୀ କହିଛନ୍ତି । ଖାଲି ସେତିକି ନୁହେଁ, ଛାତ୍ରଛାତ୍ରୀମାନେ ଚିନ୍ତିତ ହୁଅନ୍ତୁନାହିଁ । କୌଣସି ଅସୁବିଧା ହେବନି ।
ଗତ ୬ ମାସ ତଳେ ଏହି ସ୍କୁଲଟିକୁ ମଡେଲ ସ୍କୁଲ ଭାବେ ନୂଆ କରି ତିଆରି ହୋଇଥିଲା l
। ଦଶମ ଓ ଦ୍ୱାଦଶ ପରୀକ୍ଷା ପ୍ରସଙ୍ଗରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ରାଜ୍ୟରେ ବର୍ତ୍ତମାନ କରୋନା ତଳମୁହାଁ ହେଉଛି। ତେଣୁ ଦଶମ, ଦ୍ୱାଦଶ ପରୀକ୍ଷା କରିବାକୁ ଆମର ଆଗ୍ରହ ରହିବ। ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ରୁହନ୍ତୁ’।
ଆଳିର ବାଳକାଟି ବଜାରରେ ପ୍ରତାପ ଜେନାଙ୍କ ଗାଡି ଉପରେ ଅଣ୍ଡା ମାଡ କଲେ ବିରୋଧି
ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଚପଲ ଫିଙ୍ଗା... ମାହାଙ୍ଗା ଏର କଣାରେ ଚପଲ ଫିଙ୍ଗିଲେ ଜଣେ ବ୍ୟକ୍ତି.... ଶରତ ଉତ୍ସବରେ ଭାଷଣ ଦେବାବେଳେ ଚପଲ ଫିଙ୍ଗିଲେ ବ୍ୟକ୍ତି ଜଣକ ...
ସ୍ୱାସ୍ଥ୍ୟକାର୍ଡ଼ ବାଣ୍ଟିବାକୁ ଯାଇଥିଲେ, ବିରୋଧର ଶିକାର ହେଲେ ମନ୍ତ୍ରୀ। ଦେଖନ୍ତୁ ଏହି ଭିଡ଼ିଓ…
କେସିଙ୍ଗାରେ କୃଷିମନ୍ତ୍ରୀ ଅରୁଣ ସାହୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟୁଥିବା ବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି। ବିଜେପି କର୍ମୀମାନେ ସଭାସ୍ଥଳ ଆଡ଼କୁ ଧସେଇ ପଶିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।