ମୁମ୍ୱାଇ ବୋଟ୍ ଟ୍ରାଜେଡିର ଉଦ୍ଧାରକାରୀ ଟିମର ହିରୋ ସିଆଇଏସଏଫ୍ ଯବାନ ଅମୋଲ୍ ସାୱନ୍ତଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସେ ଚିଲିକା ହ୍ରଦରେ ନେଇଥିଲେ ସ୍ୱତନ୍ତ୍ର ମେରାଇନ୍ ଟ୍ରେନିଂ । ସମୁଦ୍ର ପାଣିରୁ ଛାଣି ଆଣିଲେ ଜୀବନ ।
ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା କୌଣସି କାମ ଅସମ୍ଭବ ନୁହେଁ l ଯାହାକୁ ପ୍ରମାଣିତ କରିଛନ୍ତି ରୋହିତ l ତାଙ୍କ ଆଗରେ ହାର ମାନିଲା ଦାରିଦ୍ର୍ୟ । ଫ୍ଲିପକାର୍ଟ ଡେଲିଭରି ବଏ ଭାବେ କାମ କରି ଆଜି ସେ CISFରେ ଚାକିରୀ ପାଇଛନ୍ତି l
ମହିଳା ସଶକ୍ତୀକରଣ ଓ ଦେଶ ସୁରକ୍ଷାରେ ବଢିଲା ମହିଳାଙ୍କ ଗୁରୁତ୍ବ। ପ୍ରଥମଥର ପାଇଁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସରେ ଗଠନ ହେବ ସ୍ୱତନ୍ତ୍ର ମହିଳା ବାଟାଲିୟନ୍।
ରାଜସ୍ଥାନ ଜୟପୁର ବିମାନବନ୍ଦରରେ ଏହି ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଯେଉଁଠି ଜଣେ ସ୍ପାଇସଜେଟ୍ ଏୟାରଲାଇନ୍ସର ମହିଳା କର୍ମଚାରୀ ବିମାନବନ୍ଦରରେ ନିୟୋଜିତ ଥିବା ଜଣେ CISF ଯବାନଙ୍କୁ ସମସ୍ତଙ୍କ ଆଗରେ ଶକ୍ତ ଚାପୁଡ଼ା ମାରିଛନ୍ତି।
ଆପଣ ଯଦି କେନ୍ଦ୍ର ସରକାର ଅଧିନରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି।
ସଂସଦର ଭିତର ଓ ବାହାର ସବୁଠି ସୁରକ୍ଷା ଦାୟିତ୍ୱରେ ରହିବେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ । ସପ୍ତାହେ ତଳେ ଦର୍ଶକ ଗ୍ୟାଲେରିରୁ ଡେଇଁ ଦୁଇ ଜଣ ଯୁବକ ଲୋକସଭାରେ ସ୍ମୋକ ଆଟାକ କରିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ।
CISF ରେ ମୋଟ୍ ୭୮୭ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାଣନ୍ତୁ କେବେଠୁ କରିବେ ଆବେଦନ ।
ପୋଲିସ କର୍ମଚାରୀଙ୍କୁ ସମାଜରେ ଉଚ୍ଚସମ୍ମାନ ଦିଆଯାଏ, ଏପରିକି ସେମାନଙ୍କୁ ଜନସାଧାରଣଙ୍କ ରକ୍ଷକ ରୂପେ ବେଶ ପରିଚିତ, କିନ୍ତୁ କିଛି ଅର୍ଥ ଲୋଭି କର୍ମଚାରୀଙ୍କ ଯୋଗୁଁ ଏଥିରେ କଳଙ୍କ ଲାଗିଛି, ଏହିପରି କଳଙ୍କିତ ଘଟଣା ଘଟିଛି ବିଶାଖପାଟଣାରେ
ବିମାନ ବନ୍ଦର ପରିସରରେ ବୋମା ଥିଲେ, ଲୋକଙ୍କୁ କିଭଳି ସୁରକ୍ଷିତ ଭାବେ ବାହାରକୁ ନିଆଯିବ । ବୋମାକୁ କିଭଳି ନିଷ୍କ୍ରିୟ କରାଯିବ ।
ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାଁଙ୍କୁ ଅଟକାଇଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ଅଡୁଆ ହୋଇଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲକୁ ଜବତ କରାଯାଇଛି