/odishatv-khabar/media/post_attachments/uploadimage/library/16_9/16_9_0/Panchang_1734749683.jpg)
Panchang
ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶନିବାର । ଚନ୍ଦ୍ର-ସିଂହ ଅହୋରାତ୍ର,ତିଥି-୬ଷ୍ଠୀ ଦିବା ୧୨.୨୧ ଗତେ ୭ମୀ,ଘାତଚନ୍ଦ୍ର-କର୍କଟ ଓ ମକର ରାଶିର ଅହୋରାତ୍ର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୨.୨୧ ଗତେ ୨ ପାଦ-କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ ନିଶାନ୍ତ ୦୬.୧୪ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ।
Advertisment
ଶୁଭସମୟ:
ପ୍ରାତଃ–୦୭.୪୭ ରୁ ୦୯.୦୨
ଦିବା- ୧୨.୦୬ ରୁ ୦୧.୦୫
ଦିବା- ୦୨.୨୬ ରୁ ୦୨.୫୯
ଦିବା- ୦୩.୪୨ ରୁ ୦୩.୪୭
ରାତ୍ରି-୦୨.୪୯ ରୁ ୦୩.୪୨
ଅଶୁଭସମୟ:
ରାହୁକାଳ- ଦିବା ୦୯.୦୨ ରୁ ୧୦.୨୩
କାଳବେଳା- ପ୍ରାତଃ ୦୬.୨୦ ରୁ ୦୭.୪୧ ଓ ଦିବା ୦୩.୪୭ ରୁ ୦୫.୦୯
ବାରବେଳା-ଦିବା ୦୧.୦୫ ରୁ ୦୨.୨୬
କାଳରାତ୍ରି- ସନ୍ଧ୍ୟା ୦୫.୦୯ ରୁ ୦୬.୪୮
ନିଶାନ୍ତ ୦୪.୪୨ ରୁ ୦୬.୨୧
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)