ଆଜିକୁ ୪ ଦିନ ହେଲା ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଯୋଗୁ ଗୁରୁତର ଭାବେ ପ୍ରଭାବିତ ହୋଇଛି ସ୍ୱାସ୍ଥ୍ୟସେବା । ୧୦ ଦଫା ପୂରଣ ଦାବିରେ ଅଟଳ ନର୍ସିଂ ଅଫିସର୍ ଆଜିଠୁ ଅହୋରାତ୍ର ଧାରଣାକୁ ଓହ୍ଲାଇଛନ୍ତି ।
ରାଜ୍ୟରେ ଚାଲିଛି ନର୍ସ ଆନ୍ଦୋଳନ । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ ହୋଇଛି ।
ଅଗଷ୍ଟ ୭ ତାରିଖରୁ ନର୍ସିଂ ଅଫିସରଙ୍କ ବିରୋଧରେ ୬ ମାସ ପାଇଁ ଲାଗୁ ହୋଇଥିବା ଏସମାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ଆଜି ସବୁ CDMO ଓ ସରକାରୀ ମେଡିକାଲ କଲେଜଙ୍କୁ ଚିଠି ଲେଖିଛି ନର୍ସିଂ ନିର୍ଦ୍ଦେଶାଳୟ ।
ଓଃ କି ଷ୍ଟାଇଲ୍ ମ !! ଆଗରୁ କବାଟ ଦେଇ ଭିତରେ ଜବରଦସ୍ତ ଚାଲିଛି ତାସ୍ ମାଡ଼। ଇଏ ତ ଲାଲପାନ ବିବି...କିଏ ହେବରେ ଚିଡିଆଖାନା। କି କଥା, ଆମେ ସରକାରୀ ଚାକିରିଆ...ଆମ ଇଚ୍ଛା ହେଲେ କାମ କରିବୁ ନହେଲେ ଖେଳିବୁ...
ଉନ୍ନତି ପାଇଁ ଆସିଥିଲା, ପେଟରେ ପଡ଼ିଲା। ସାମ୍ନାକୁ ଆସିଲା ମହାସଂଘର ମହାଘୋଟଲା...୧୮ ଲକ୍ଷ କୁଆଡ଼େ ଗଲା ମିଳୁନି ତାହାର ହିସାବ, ହାତବାନ୍ଧି ବସିଛନ୍ତି ବିଡ଼ିଓ
ଗେଟ୍ରେ ତାଲା ଦେଇ ଭିତରେ ଘୁଙ୍ଗୁଡ଼ି ମାରୁଛନ୍ତି ଦିଦି। କ୍ୟାମେରା ଲାଇଟ୍ ପଡ଼ିଲାରୁ ଉଠିଲେ...ରାଗ ତମ ତମ ହୋଇ ମୁଁ ୧୩ ଟା ନାଇଟ୍ କଲିଣି...ଏବେ ରେଷ୍ଟ ନେଉଛି ବୋଲି କହି ଚିଡ଼ି ଗଲେରେ ନାରଣ...ମିଡ଼ିଆ ଲାଇଟ୍ ଦେଖେଇକି କହୁଛ ନିଅ ଛୁଟି...
ବଦଳିଲା ୱେଟର୍ସଙ୍କ ଡ୍ରେସକୋଡ୍ । ରାମାୟଣ ଏକ୍ସପ୍ରେସ ୱେଟର୍ସଙ୍କ ଡ୍ରେସକୋଡ୍ ବଦଳିଲା । ପୂର୍ବ ପୋଷାକକୁ ନେଇ ଆପତ୍ତି ଉଠାଇଥିଲେ ସାଧୁସନ୍ଥ