• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 22 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Swadesi Megha Mallhar Prusty
  • 2 months ago

Rain Expected Again in Odisha: ପୁଣି କାଚିବ ବର୍ଷା ! ୨୪ ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା

ପାଣିପାଗ ବିଭାଗ କହିଛି, ପୂର୍ବରୁ ଦକ୍ଷିଣ, ପଶ୍ଚିମରୁ ଆଭ୍ୟନ୍ତରୀଣ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ପ୍ରଭାବରେ ଆସନ୍ତାକାଲି ଯାଏଁ ବର୍ଷା ହେବ । ଏହା କ୍ରମେ ଦୁର୍ବଳ ହେବା ପରେ ବଦଳିବ ପାଣିପାଗର ମିଜାଜ । More
  • Sujit kumar Swain
  • 2 months ago

Chief  Secretary: ଡିସେମ୍ବର ୩୧ରେ ସରୁଛି ମନୋଜଙ୍କ କାର୍ଯ୍ୟକାଳ; ବର୍ଷ ଆରମ୍ଭରେ ରାଜ୍ୟ ଦେଖିବ କି ପ୍ରଶାସନିକ କଳର ନୂଆ ମୁଖିଆ ?

ମନୋଜ ଆହୁଜାଙ୍କୁ ଏକ୍ସଟନସନ ଦେବେ, ନା ନୂଆ କାହାକୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମିଳିବ? ଯାହାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।  More
  • Sujit kumar Swain
  • 2 months ago

Shreeyam Mishra: ICU ବେଡ୍‌ରେ ୧୫ ବର୍ଷର ବାଳକ ଶ୍ରୀୟମ; ସହାୟତା ପାଇଁ ନେହୁରା ହେଉଛନ୍ତି ପରିବାର...

ବଢିଲା ପୁଅକୁ ଏବେ ବ୍ରେନ୍ ଷ୍ଟ୍ରୋକ୍ । ଯେଉଁ ବୟସରେ ପାଠ ପଢି, ଗାଁ ଦାଣ୍ତରେ ଖେଳିବା କଥା ସେହି ବୟସରେ ଏବେ ମେଡ଼ିକାଲ ବେଡ୍‌ରେ ଦିନ କାଟୁଛନ୍ତି ଶ୍ରୀନିବାସଙ୍କ ୧୫ ବର୍ଷର ପୁଅ ଶ୍ରୀୟମ । More
  • Sonali Ojha
  • 2 months ago

Special Story: ଷ୍ଟ୍ରେବେରୀ ଚାଷ ପାଇଁ ମନବଳାଇଲେ କୋରାପୁଟିଆ ଚାଷୀ; ଜମିରେ ଫଳାଇବେ ବିଦେଶୀ ଫଳ

ଷ୍ଟ୍ରେବେରୀ ଚାଷ ପାଇଁ କୋରାପୁଟିଆ ଚାଷୀ ମନ ବଳାଉଥିବାରୁ ସହାୟତା ପାଇଁ ଆଗେଇ ଆସିଛି ଜିଲ୍ଲା ଉଦ୍ୟାନ ବିଭାଗ । କୋଟିଆ ଅଞ୍ଚଳରେ ଷ୍ଟ୍ରବେରୀ ଚାଷର ସଫଳତା ପରେ ଏବେ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଚାଷୀଙ୍କୁ ଷ୍ଟ୍ରବେରୀ ଚାଷ ପାଇଁ ଉତ୍ସାହିତ କରାଯାଉଛି । More
  • Pallipuspa Samal
  • 2 months ago

Panchang Today 22nd December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ପ୍ରବେଶ କରନ୍ତୁ

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More
  • Sonali Ojha
  • 2 months ago

Hala Modi: କୁଏତ୍‌ରେ ଓଡ଼ିଶାର ଗୁଣଗାନ କଲେ ମୋଦି; କହିଲେ କୁଏତୀ ବନ୍ଧୁଙ୍କୁ ନେଇ ବୁଲିବାକୁ ଆସନ୍ତୁ...

ପ୍ରଧାନମନ୍ତ୍ରୀ କହିଛନ୍ତି- ବିକଶିତ ଭାରତର ଯାତ୍ରା ପ୍ରବାସୀ ଭାରତୀୟଙ୍କ ଭାଗିଦାରୀ ବିନା ଅସମ୍ଭବ। ମୁଁ ଆପଣ ସମସ୍ତଙ୍କୁ ବିକଶିତ ଭାରତର ସଂକଳ୍ପ ସହ ଯୋଡ଼ିହେବା ପାଇଁ ଆମନ୍ତ୍ରଣ କରୁଛି । କୁଏତୀ ବନ୍ଧୁଙ୍କୁ ସାଥିରେ ନେଇ ଭାରତ ଆସନ୍ତୁ... More
  • Sonali Ojha
  • 2 months ago

Weather Update: ଆଜିଠୁ ବଦଳିବ ପାଗର ମିଜାଜ୍; କମିବ ବର୍ଷା, ବଢିବ ଶୀତ

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଘନ କୁହୁଡ଼ିର ସମ୍ଭାବନା ରହିଛି । ଦିନ ତାପମାତ୍ରା କମିଥିବା ବେଳେ ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରହିଛି । More
  • Sujit kumar Swain
  • 2 months ago

LAccMI Bus Services: ବ୍ଲକରୁ ଜିଲ୍ଲା ମହକୁମା କେବେ ଚାଲିବ ଲକ୍ଷ୍ମୀବସ୍ ? ବସଷ୍ଟାଣ୍ଡରେ ପଡ଼ି ପାଲଟିଲାଣି ଅସାମାଜିକଙ୍କ ଆଡ୍ଡାସ୍ଥଳୀ 

ଲକ୍ଷ୍ମୀ ବସ୍। ହତଶିରୀ ସ୍ଥିତି। କୋରାପୁଟ ହେଉ କି ରାୟଗଡ଼ା, ନବରଙ୍ଗପୁର ହେଉ ଅବା ମାଲକାନଗିରି। ସବୁଠି ବସ୍‌ଷ୍ଟାଣ୍ଡରେ ଖତ ଖାଉଛି ଶୀତତାପ ନିୟନ୍ତ୍ରିତ ଅରଖ ନୂଆ ଲକ୍ଷ୍ମୀ ବସ୍।  More
  • Sujit kumar Swain
  • 2 months ago

Endowment Department: ସ୍ଥାଣୁ ସ୍ଥିତିରେ ରାଜ୍ୟ ଦେବୋତ୍ତର ବିଭାଗ ! ୧୮୯ କର୍ମଚାରୀ ପଦବୀରୁ ଖାଲି ପଡ଼ିଛି ୧୩୬

ସତରେ କଣ ସ୍ଥାଣୁ ପାଲଟିଛି ରାଜ୍ୟ ଦେବୋତ୍ତର କମିଶନ ? କାରଣ ଖୋଜା ଭିତରେ ବାସ୍ତବ ଚିତ୍ର ବୟାନ କରୁଛି ଭୁବନେଶ୍ବରସ୍ଥିତ କମିଶନଙ୍କ ମୁଖ୍ୟାଳୟ। ହାତ ଗଣତି କିଛି କର୍ମଚାରୀଙ୍କୁ ନେଇ ଚାଲିଛି ଅଫିସ୍। More
  • Sujit kumar Swain
  • 2 months ago

BJD's Stand On One Nation One Election: ବିଜେଡି ତଣ୍ଟିରେ ଲାଗିଛି ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ କଣ୍ଟା; ଦଳକୁ ଅକଳକୁ ଠେଲୁଛି ମୁଖିଆଙ୍କ ନୀରବତା

ୱାନ୍ ନେସନ୍ ୱାନ୍ ଇଲେକସନ୍ ପ୍ରସଙ୍ଗରେ ଦୁଇ ଫାଳ ବିଜେଡି। ଗୋଟିଏ ପଟେ ସଂସଦରେ ଷ୍ଟାଣ୍ଡକୁ ନେଇ ଦଳପତି ଚୁପ୍। ଏପଟେ ଆଭିମୁଖ୍ୟରେ ଅସ୍ପଷ୍ଟତାକୁ ନେଇ ବର୍ଷିଲେଣି ଏବେ ଯାଏଁ ମୁଖିଆଙ୍କ ନିଷ୍ପତ୍ତିକୁ ସୁରକ୍ଷା ଦେଇ ଆସୁଥିବା ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ।  More
  • Sonali Ojha
  • 2 months ago

Crop Loss Fear: ଅମଳ ବେଳେ ଭାତହାଣ୍ଡି ଉଜାଡ଼ି ଦେଲା ଅଦିନିଆ ବର୍ଷା; କ୍ଷେତରେ ଲୋଟୁଛି ବର୍ଷକର ଦାନା ପାଣି

ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ...କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ...ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ ବୁଦ୍ଧିଶୂନ୍ୟ ବିଚରା ଚାଷୀ। ଅମଳ ବେଳକୁ ଅଦିନିଆ ବର୍ଷାରେ ଅକଲ୍ ଗୁଡୁମ୍ ଅବସ୍ଥା। More
  • Prasan Subudhi
  • 2 months ago

Orphan Daughter Of Kalahandi in Italy: କଳାହାଣ୍ଡିର ଅନାଥ ଝିଅ ଏବେ ଇଟାଲିର ଅଲିଅଳୀ କନ୍ୟା, ତଥାପି ଭୁଲିନାହାଁନ୍ତି ଜନ୍ମମାଟି

କଳାହାଣ୍ଡି ରେ ଜନ୍ମିତ କନ୍ୟା ପ୍ରତୀକ୍ଷା ବର୍ତ୍ତମାନ୍ ଇଟାଲୀର ଜଣେ ଡାକ୍ତର ଓ ପୋଲିସ ଅଫିସରଙ୍କ ପୋଷ୍ୟ କନ୍ୟା ହୋଇ ସାରିଛନ୍ତି ତେବେ ଗତ 2016 ମସିହାରେ ଇଟାଲୀ ଯାଇଥିବା ପ୍ରତୀକ୍ଷା ଙ୍କୁ କଳାହାଣ୍ଡି ଦେଖିବା ପାଇଁ ପ୍ରତୀକ୍ଷା କରିଥିଲା ବୋଲି କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରି ଛନ୍ତି। More