ସେ ନବୀନ ନିବାସରେ ହିଁ ଦଳର ନେତାମାନଙ୍କୁ ଭେଟୁଛନ୍ତି । ଦଳର ରଣନୀତି ତିଆରି କରୁଛନ୍ତି । କିନ୍ତୁ ଆଗକୁ ଆସୁନାହାନ୍ତି । ପରଦା ପଛରେ ରହି ସେ ହିଁ ବିଜେଡି ନେତାଙ୍କୁ ପରାମର୍ଶ ଦେଉଥିବା ଓ ପ୍ରେସମିଟରେ କିଏ କ’ଣ ଓ କେଉଁ ପ୍ରସଙ୍ଗରେ କହିବେ, ତାହା ସ୍ଥିର କରୁଥିବା ଆଲୋଚନା ହେଉଛି ।
ପାଣ୍ଡିଆନ୍ କେମିତି ସରକାରକୁ ଅକ୍ତିଆର କଲେ ? ୨୦୨୪ ନିର୍ବାଚନରେ କାହିଁକି ବିଜେଡି ହାରିଲା, l ତା’ର କାରଣ ବି ଏଥିରେ ଉଲ୍ଲେଖ କରାଯାଇଛି । ନବୀନଙ୍କ କାନରେ କେଉଁମାନେ କହୁଥିଲେ, ସବୁକଥା ଏହି ବହିରେ ରହିଛି ।
ଜଣେ ହେଉଛନ୍ତି ପାଣ୍ଡିଆନ ସାହେବ ଆଉ ଜଣେ ହେଉଛନ୍ତି ବବି ସାହେବ। ଉଭୟେ ଥିଲେ ବିଜେଡି ସରକାରର ଦୁଇ ନୟନ। ତେବେ ମୋହନ ସରକାରରେ ଦୁଇ ନୟନ କିଏ, ତାହା ଏଯାଏଁ ଜଣାପଡ଼ିନି।
ତାମିଲନାଡୁ କ୍ୟାଡରର ଜଣେ ଆଇଏଏସ୍ ଏବେ ତାଙ୍କର ପରାମର୍ଶଦାତା ବୋଲି କଟାକ୍ଷ କରିଛନ୍ତି ଖଡ୍ଗେ ।
5-T ସଚିବଙ୍କ ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମର ଖର୍ଚ୍ଚକୁ ଚନ୍ଦ୍ରୟାନ-୩ ମିଶନ ଖର୍ଚ୍ଚ ସହ ତୁଳନା କରିଛନ୍ତି।
ଆଗାମୀ ଦିନରେ ପାଣ୍ଡିଆନ ହିଁ ଟିକେଟ ଫାଇନାଲ କରିବେ ବୋଲି ମଧ୍ୟ ବିରୋଧୀ ଦଳ ସିଧାସଳଖ କହୁଛନ୍ତି । ଆଉ ଏହି ଟିକେଟ ଲୋଭରେ ଜଣେ ନେତା ଜଣକ ପାଣ୍ଡିଆନଙ୍କ ଗୋଡ଼ ଧରିବାକୁ ଯାଉଥିବା କୁହାଯାଉଛି।