ମାଫିଆଙ୍କ କବଜାରେ ସରକାରୀ ଜମ। ମନଇଛା ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କାରେ ବିକୁଛନ୍ତି ଦଲାଲ। ଗଛ ମୂଳେ ଚାଲୁଛି କାରବାର, ଟଙ୍କା ନେଣଦେଣ । ୫ କି ୧୦ ହଜାର ନୁହେଁ ପ୍ଲଟ ପିଛା ୫୦ରୁ ୫ଲକ୍ଷ ଯାଏଁ ବି ହେଉଛି ମୂଲଚାଲ।
ମାଫିଆଙ୍କ କବଜାରେ ସରକାରୀ ଜମ। ମନଇଛା ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କାରେ ବିକୁଛନ୍ତି ଦଲାଲ। ଗଛ ମୂଳେ ଚାଲୁଛି କାରବାର, ଟଙ୍କା ନେଣଦେଣ । ୫ କି ୧୦ ହଜାର ନୁହେଁ ପ୍ଲଟ ପିଛା ୫୦ରୁ ୫ଲକ୍ଷ ଯାଏଁ ବି ହେଉଛି ମୂଲଚାଲ।
ପୋଲିସ୍କୁ ଡର ନା ପ୍ରଶାସନର କଟକଣାକୁ ଭୟ। ଯେତେ ପାରିଲେ, ଯେମିତି ପାରିଲେ ପଥର ଫଟାଇ ଲୁଟି ନେଉଛନ୍ତି ମାଟି ମା ବୁକୁରୁ ସମ୍ପଦ।
ଖୋର୍ଦ୍ଧାରେ ସକ୍ରିୟ ଥିବା ଏହି ଗ୍ୟାଙ୍ଗ ଭୁବନେଶ୍ବରରେ ବଡ଼ ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିବା ବେଳେ ପୋଲିସ ସମସ୍ତଙ୍କୁ ଗିରଫ କରିଛି।
ମଞ୍ଚେଶ୍ୱର ଥାନା ଅଞ୍ଚଳର ସରକାରୀ ଜାଗାରେ ଘର ଥିଲା । ଆଜି ପୋଲିସ ପ୍ରଶାସନ ଆସି ବୁଲ୍ଡୋଜରରେ ଭାଙ୍ଗିଲା ଘର ।
ସବୁ ନିୟମ ଯେମିତି ଫସର ଫାଟି ଯାଏ ବଡ଼ବଡିଆ ଠିକା ସଂସ୍ଥା ନିକଟରେ । ସରକାରୀ ବାବୁମାନେ ସବୁ ଜାଣିଶୁଣି ଚୁପ ରହିଯାଆନ୍ତି ।