• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sand Artist

Sand art of Lord Ganesh by Manas Kumar Sahu
ବାଲୁକା କଳାରେ ଶ୍ରୀଗଣେଶଙ୍କୁ ଭକ୍ତି ନୈବେଦ୍ୟ

ଆଜି ଗଣେଶ ପୂଜା। ସମସ୍ତେ ନିଜ ନିଜ ତରିକାରେ ଗଜାନନଙ୍କ ପାଖରେ ନିଜକୁ ସମର୍ପି ଦେବା ସହିତ ଭକ୍ତି କରୁଛନ୍ତି। ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମଧ୍ୟ ନିଜ କଳା ମାଧ୍ୟମରେ ଗଜାନନଙ୍କୁ ଭକ୍ତି ବାଢିଛନ୍ତି।

Mother\'s Day । Odisha sand artist sculpts sand art dedicated to mothers
ବାଲୁକା କଳା ମାଧ୍ୟମରେ ମଦର୍ସ ଡେ’ ଶୁଭେଚ୍ଛା.

ମା ମାନଙ୍କୁ ସମ୍ମାନ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ

Sand Art
ଶାନ୍ତି ପାଇଁ ବେଳାଭୂମିରେ ବାଲୁକାକଳା

ଋଷିଆ ୟୁକ୍ରେନ୍ ଯୁଦ୍ଧ ଭିତରେ ବିଶ୍ୱ ଶାନ୍ତି ଫେରାଇ ଆଣିବାକୁ ବାଲୁକା କଳା ପ୍ରଦର୍ଶନ। ପୁରୀ ବେଳାଭୂମିରେ ଏନେଇ ଋଷିଆ ଏବଂ ୟୁକ୍ରେନର ଭଗବତ୍ ପ୍ରେମୀ ଏକାଠି ହୋଇଥିଲେ। ଇଣ୍ଡୋ-ଋଷିଆ ଫ୍ରେଣ୍ଡସିପ୍ ସେଣ୍ଟର ଡାକ୍ତର ଦେବପ୍ରସାଦ ଦାଶ ଏଥିରେ ଯୋଗ ଦେଇ ମୃତକଙ୍କ ପାଇଁ ସମୂହ ଦୀପଦାନ କରିଥିଲେ।