ଧରାପୃଷ୍ଠକୁ ଯୀଶୁଙ୍କ ଆଗମନ ପରେ ଉତ୍ସବମୁଖର ପରିବେଶ । ଗାଁଠୁ ସହର ସବୁଠି ଖେଳିଯାଇଛି ବଡ଼ଦିନର ଆନନ୍ଦ ଉଲ୍ଲାସ । ରାଜ୍ୟସାରା ଧୁମଧାମରେ ସେଲିବ୍ରେସନ୍ ଚାଲିଥିଲା ବେଳେ ଭାଟିକାନସିଟିରେ ବି କ୍ରିସମାସ୍ ପାଳନ କରିଥିଲେ ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଗୁରୁ ପୋପ୍ ଫ୍ରାନସିସ୍ ।
ଆଜି ଖ୍ରୀଷ୍ଟମାସ ଡେ’ ବା ବଡଦିନ। ଏହା ଖ୍ରୀଷ୍ଟ ଧର୍ମାଲମ୍ବୀମାନଙ୍କ ପାଇଁ ବଡ ପର୍ବ। ସାରା ବିଶ୍ୱରେ ଏହାକୁ ଖୁବ ଧୂମଧାମରେ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ନଜର ପକେଇନେବା ଓଡ଼ିଶାର କିଛି ଚିତ୍ର ଉପରେ
ଖ୍ରୀଷ୍ଟମାସ ପର୍ବ ୨୫ ଡିସେମ୍ବରରେ ପାଳନ କରାଯାଏ, ଯାହା ଖ୍ରୀଷ୍ଟିଆନ ଧର୍ମର ସବୁଠାରୁ ବଡ ପର୍ବ। ଏହାକୁ ଖୁବ ଧୂମଧାମର ସହିତ ପାଳନ କରାଯାଏ। ଏହାକୁ ବଡଦିନ ମଧ୍ୟ କୁହାଯାଏ, ହେଲେ କାହିଁକି ଆସନ୍ତୁ ଜାଣିବା।
ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ପାଇଁ ପୋଲିସ କଡ଼ାକଡ଼ି ଚେକିଂ କରିବ । ସବୁ ଥାନାକୁ ବ୍ରେଥ୍ ଆନାଲାଇଜର ଦିଆଯାଇଛି। ସେହିପରି ଆସନ୍ତା ୨୬ ତାରିଖରେ ଜିରୋ ନାଇଟ ସେଲିବ୍ରେସନ କରୁଥିବା ହୋଟେଲ ଏବଂ କ୍ଲବ ସହ ଏକ ବୈଠକ ବସିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।
ବଡଦିନ ପାଳନ ପାଇଁ ଚର୍ଚ୍ଚ ଗୁଡିକ ମଧ୍ୟ ସଜେଇ ହୋଇଛି । କ୍ରିସମସ୍ ଟ୍ରି ଏବଂ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଚର୍ଚ୍ଚ । ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିବାକୁ ଚର୍ଚ୍ଚରେ ବ୍ୟାପକ ଆୟୋଜନ କରାଯାଇଛି ।
ସବୁ ପର୍ବ ସାମ୍ନାରେ ହାପି ଲାଗୁଥିବା ବେଳେ ଖ୍ରୀଷ୍ଟମାସ ସାମ୍ନାରେ ମେରୀ ଲାଗୁଥିବା ପଛର କାରଣ କ’ଣ ?
ଛୁଟିଦିନ ନିଆରା ହୋଇଥାଏ। ପିଇବା ଏବଂ ଗାଡି ଚଳାଇବା ଠାରୁ ଆରମ୍ଭ କରି ମଜ୍ଜାଳିଆ ଖେଳ ପର୍ଯ୍ୟନ୍ତ, ଏହି ଛୁଟିଦିନଗୁଡିକରେ ଦେଖିବାକୁ ମିଳେ। ଏମିତି ଏକ ଘଟଣା ଅଷ୍ଟ୍ରେଲିଆରେ ଘଟିଛି। ସାଣ୍ଟା ପରି ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି।
ବାଲିଗୁଡ଼ା ଏବେ ଉତ୍ସବମୁଖର। ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ। ପ୍ରଭୁଙ୍କ ମହିମା ଗାନ କରିବାକୁ ସମସ୍ତେ ବ୍ୟଗ୍ର।
ପ୍ରତ୍ୟେକ ବର୍ଷ ୨୫ ଡିସେମ୍ବରରେ ସମସ୍ତେ ଏକତ୍ରିତ ହୋଇ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ଖ୍ରୀଷ୍ଟମାସ ଦିବସ ଭାବରେ ପାଳନ କରିଥାନ୍ତି । ଖ୍ରୀଷ୍ଟମାସରେ ତିନୋଟି ରଙ୍ଗର ବିଶେଷ ମହତ୍ତ୍ୱ ରହିଛି । ଏହି ରଙ୍ଗ ଯୀଶୁଙ୍କ ରକ୍ତର ପ୍ରତୀକ ବୋଲି କୁହାଯାଏ । ଏହା ବ୍ୟତୀତ ଅନ୍ୟମାନଙ୍କ ପ୍ରତି ତାଙ୍କର ସର୍ତ୍ତବିହୀନ ପ୍ରେମ ପାଇଁ ଲାଲ ରଙ୍ଗର ବ୍ୟବହାର କରାଯାଇଥାଏ ।
ଖ୍ରୀଷ୍ଟମାସ ପାଇଁ ବଜାରରେ ଲାଗିଲାଣି ଭିଡ଼। ଏବେ ଠାରୁ ଘର ସଜ୍ଜା ପାଇଁ ସାଣ୍ଟା କ୍ଲସ୍ ଏବଂ ଖ୍ରୀଷ୍ଟମାସ ଟ୍ରି କିଣିନେଲେଣି ଲୋକେ। ଖ୍ରୀଷ୍ଟମାସକୁ ଆଉ ଦିନ କେଇଟା ଥିବା ବେଳେ ବଜାରରେ ଲାଗିଲାଣି ଭଳିକି ଭଳି ସାମଗ୍ରୀର ପସରା।