• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Husband

High-Profile Lady Hansita
Who Is The Real Husband Hansita: ହାଇପ୍ରୋଫାଇଲ୍ ଲେଡି ଠକ ହଂସିତାଙ୍କ ଅସଲ ସ୍ବାମୀ କିଏ ? ଜାମିନ ଆବେଦନ ପରେ ବଢିଲା ଚର୍ଚ୍ଚା...

ହାଇପ୍ରୋଫାଇଲ୍ ଲେଡି ହଂସିତା ଅଭିଲିପ୍ସାଙ୍କ ଠକେଇକୁ ନେଇ ଯେତିକି ଚର୍ଚ୍ଚା, ସେତିକି ରହସ୍ୟ ବଢ଼ାଉଛି ତାଙ୍କର ଅସଲ ସ୍ବାମୀ କିଏ ? କ୍ରାଇମ୍ ପାର୍ଟନର ଅନୀଲ୍ ମହାନ୍ତି, କନ୍ଧମାଳର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ନା ଗଞ୍ଜାମର ବ୍ୟବସାୟୀ ସରୋଜ ସାହୁ ? ଯିଏ ଶୁଣୁଛନ୍ତି ଦ୍ବନ୍ଦ୍ବରେ ପଡ଼ୁଛନ୍ତି...

Couple Perishes Together In Mahanga
Couple Perishes Together: ବିଧିର ବିଧାନ ବଡ଼ ବିଚିତ୍ର; ମରଣ ବି ଅଲଗା କରିପାରିନି ସ୍ୱାମୀ-ସ୍ତ୍ରୀଙ୍କୁ

ମରଣ ବି ଅଲଗା କରିପାରିନି ସ୍ୱାମୀ ସ୍ତ୍ରୀଙ୍କୁ । ଗାଁ ମଶାଣୀରେ ପାଖାପାଖି ଜଳିଲା ଦୁଇ ଜୁଇ । ଗୋଟିଏରେ ସ୍ୱାମୀ ଆରଟିରେ ସ୍ତ୍ରୀ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥିଲେ ଆଉ ଶେଷରେ ସେହି ଅଗ୍ନିରେ ବିଲୀନ ହୋଇଗଲେ ।  

Extra Marital Affairs
Extra-Marital Affairs: ସ୍ତ୍ରୀ ମାନେ ସାବଧାନ, ପରକୀୟା ପ୍ରୀତି ପାଇଁ ସ୍ୱାମୀ କରୁଛନ୍ତି ହତ୍ୟା !

ସାବଧାନ ସ୍ତ୍ରୀ ! ଜୀବନ ନେଉଛନ୍ତି ସ୍ୱାମୀ ! ପରକୀୟା ଗଡ଼ାଉଛି ଧର୍ମପତ୍ନୀଙ୍କ ମୁଣ୍ଡ ।

Daughter-in-Law
Manvasa guruvar: ମାଣବସାରେ ଲକ୍ଷ୍ମୀ ସ୍ୱରୂପା ବୋହୂକୁ ମାରିଲେ ! ଶାଶୁ ଘର ଆଗରେ ଜଳିଲା ଜୁଇ

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ହରିପୁର ଗାଁର ସୁରତ ମାହାନାଙ୍କ ବୋହୂ ସସ୍ମିତା ମାହାନାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା ।

Husband-Wife Fight
Husband-Wife Fight: ଫୋନ୍‌ରେ ସ୍ୱାମୀ-ସ୍ତ୍ରୀଙ୍କର ଚାଲିଥିଲା ଝଗଡ଼ା! ଚାହୁଁ ଚାହୁଁ ରେଳବାଇର ଚାଲିଗଲା ୩ କୋଟି

ଷ୍ଟେସନ୍ ମାଷ୍ଟର୍ କଲେ ଭୁଲ୍, ରେଳବାଇର କ୍ଷତି ହେଲା ୩ କୋଟି ଟଙ୍କା । ସାମାନ୍ୟ OK କହିବାକୁ ଭୁଲ ରାସ୍ତାରେ ଟ୍ରେନ୍ ଯାଇ ରେଳବାଇର ପ୍ରାୟ ୩ କୋଟି ଟଙ୍କା କ୍ଷତି ହୋଇଛି ।

Husband Allegedly Poisoned Wife
ଜହ୍ଲାଦ ପାଲଟିଲା ଫାର୍ମାସିଷ୍ଟ ସ୍ବାମୀ; ଆନେସ୍ଥେସିଆ ଦେଇ ପତ୍ନୀକୁ କଲା ହତ୍ୟା 

୪ ବର୍ଷ ତଳେ ଯାହାକୁ ପ୍ରେମ ବିବାହ କରିବାକୁ ଘର ପରିବାରକୁ ପର କରି ଚାଲି ଆସିଥିଲେ। ସେଇ ମଣିଷଟା ଯେ, ଅନ୍ୟ ଦୁଇ ଝିଅଙ୍କ ପାଇଁ ତାଙ୍କ ଝିଅକୁ ଏମିତି ଢଙ୍ଗରେ ମାରିଦେବ ବିଶ୍ବାସ କରିପାରୁନାହାନ୍ତି । 

Mother Daughter
ମାଆ ନା ରାକ୍ଷସୀ!! ୧୬ ମାସର ଝିଅକୁ ଏମିତି ପିଟିଲା ଯେ ...

ମାତ୍ର ୧୬ ମାସର ଶିଶୁ କନ୍ୟାକୁ ଜନ୍ମଦାତ୍ରୀ ମାଆର ଅମାନୁଷିକ ମାଡ଼ ।

Bengaluru Horror
ମହାଲକ୍ଷ୍ମୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା!!! ଓଟିଭି ହାତରେ EXCLUSIVE ସୂଚନା

କେମିତି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସେ ସବୁ ଗୋଟି ଗୋଟି କରି ବଖାଣିଛନ୍ତି ତାଙ୍କ ସାନ ଭାଇ । ଓଟିଭିକୁ ଅଭିଯୁକ୍ତର ସାନ ଭାଇ ସତ୍ୟରଞ୍ଜନ ରାୟ EXCLUSIVE ସୂଚନା ଦେଇଛନ୍ତି ।

Journalist
ସ୍ୱାମୀ ବିଛାଇଥିଲା ପ୍ରେମର ମାୟାଜାଲ! ପୋଲିସ ହାତରେ ଲାଗିଲା ମଧୁମିତାଙ୍କ ସୁଇସାଇଡାଲ ନୋଟ୍

ପୋଲିସ ହାତରେ ମଧୁମିତାର ସୁଇସାଇଡାଲ ନୋଟ । ମୃତ୍ୟୁ ପୂର୍ବରୁ ଛାଡ଼ି ଯାଇଛନ୍ତି ସ୍ୱାମୀ ଶ୍ରୀଧରର ଜୀବନ ପଞ୍ଜିକା l

Odisha Crime
ନିଶା ପାଇଁ ମାଗିଥିଲା ଟଙ୍କା ! ସ୍ତ୍ରୀ ଦେଲାନି ବୋଲି କଲା ହତ୍ୟା, ଫାଶୀଦଣ୍ତ ଶୁଣାଇଦେଲେ କୋର୍ଟ

ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ସଂଜୀତ । ଏହି ମାମଲାର ବିଚାର କରିକୋର୍ଟ ସଂଜୀତକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି ।

Drink Alcohol
ମହିଳାଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ, 'ସ୍ୱାମୀଙ୍କୁ କୁହ ଘରେ ଆଣି ମଦ ପିଅ'

ମନ୍ତ୍ରୀ କହିଲେ ଘରେ ଆଣି ମଦ ପିଅ । ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ନାରାୟଣ ସିଂ କୁଶୱା ମହିଳାମାନଙ୍କୁ ଏକ ବିଚିତ୍ର ପରାମର୍ଶ ଦେଇଛନ୍ତି ।

Crocodile
ଜାଗରରେ ଲିଭିଲା ସିନ୍ଦୁର...ଭାଙ୍ଗିଲା ଶଙ୍ଖା; ସ୍ତ୍ରୀ ଆଗରେ ସ୍ୱାମୀକୁ ଟାଣିନେଲା କୁମ୍ଭୀର

ଆଜି ଜାଗର । କେତେ ଉପାସନା, କେତେ ଆରାଧନା । କିଏ ପରିବାରର ସୁଖ ମନାସି ନିର୍ଜଳା ଉପବାସ କରୁଛି ତ କିଏ ହସଖୁସିର ସଂସାର ପାଇଁ ଶିବ ଆରାଧନାରେ ନିମଗ୍ନ ରହୁଛି । ଏଭଳି ଏକ ବେଳାରେ ଏବଂ ଏଭଳି ଜଣେ ପତ୍ନୀର ଆଖି ସାମ୍ନାରେ ତାଙ୍କ ସ୍ୱାମୀଙ୍କୁ ଯେ କୁମ୍ଭୀର ଭିଡ଼ି ମାରିଦେବ, ଭାବିଲେ ମନ ବିଚଳିତ ହୋଇଯାଉଛି ।

Extramarital affair
ସ୍ୱାମୀ ରଖୁଥିଲା ପରକୀୟା ସମ୍ପର୍କ ! ୬ ମାସ ଛୁଆର ତଣ୍ଟି କାଟିଦେଲା ମା’

ପୁଇଁତଲା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟଚାଲାଣବେଳେ ହତ୍ୟାକାଣ୍ଡ ସଂପର୍କରେ ଅଭିଯୁକ୍ତ ମା’ ମୀନା ନାଗ ଚଞ୍ଚଲ୍ୟକର ବୟାନ ଦେଇ ନିଜ ଅପରାଧକୁ ସ୍ୱୀକାର କରିଛି ।

Honeymoon
ହନିମୁନ୍‌ ପାଇଁ ଗୋଆ ବଦଳରେ ଅଯୋଧ୍ୟା ନେଲା ସ୍ୱାମୀ; ସ୍ତ୍ରୀ ଆବେଦନ କଲା ଛାଡ଼ପତ୍ର

ମହିଳା ଜଣକ ତାଙ୍କ ଛାଡପତ୍ର ଆବେଦନରେ ଲେଖିଛନ୍ତି, ତାଙ୍କ ସ୍ୱାମୀ ଆଇଟି ସେକ୍ଟରରେ କାମ କରନ୍ତି । ସେ ଭଲ ଦରମା ମଧ୍ୟ ପାଆନ୍ତି । ସେ ବି ଜଣେ କର୍ମଜୀବୀ ମହିଳା । ସେମାନଙ୍କ ଆର୍ଥିକ ସ୍ଥିତି ଭଲ ରହିଛି ।

illegal marriage
ବିବାହ ବେଦୀରେ ହଙ୍ଗାମା; ସ୍ୱାମୀ ବାହାଘରେ ଦୁଇ ଝିଅଙ୍କୁ ଧରି ପତ୍ନୀଙ୍କ ରେଡ୍

ସୁରେଶ ଆଜି ସଂପୃକ୍ତ ମହିଳାଙ୍କୁ ମନ୍ଦିରରେ ବାହା ହେଉଥିବା ଖବର ପାଇବା ପରେ ସିଧା ଦୁଇ ଝିଅଙ୍କ ସହ ସେଠି ପହଞ୍ଚିଯାଇଥିଲେ ଅହଲ୍ୟା । ଆଉ ସିଧା ବେଦୀରୁ ଟାଣି ଆଣି ସୁରେଶଙ୍କ ଉପରେ ଉତ୍ତମ ମଧ୍ୟମ ବର୍ଷା କରିଥିଲେ ଅହଲ୍ୟା ଓ ତାଙ୍କ ଝିଅ ।

Conspiracy Of Husband To Take Life Away Of Wife And Daughter In Ganjam
ଘରେ ଶୋଇଥିଲା ସ୍ତ୍ରୀ, ସ୍ୱାମୀ ଛାଡ଼ିଦେଲା କୋଳଥିଆ ନାଗ; ଚାଲିଗଲା ମା’-ଝିଅଙ୍କ ଜୀବନ

ଗତ ଅକ୍ଟୋବର ୭ ତାରିଖରେ ଘଟିଥିଲା ଏ ଅଭାବନୀୟ ଘଟଣା । ଘର ଭିତରୁ ମାଆ ଝିଅଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗଣେଶ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି ।

Husband accused
ସନ୍ଦେହରେ ସ୍ତ୍ରୀକୁ ଛୁରୀ ଭୁସିଥିଲା ସ୍ୱାମୀ; ବାନ୍ଧିଲା ପୋଲିସ

କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ମଧୁସ୍ମିତା ଦାସ ଓ ତାଙ୍କ ସ୍ୱାମୀ ସପନ କରଙ୍କ ଦାଂପତ୍ୟ ଜୀବନରେ ସୁଖ ନଥିଲା । ଦୁହେଁ ୫ ବର୍ଷ ତଳେ ବିବାହ କରିଥିଲେ, କିନ୍ତୁ ପାରିବାରକ କଳହ କାରଣରୁ ୩ ବର୍ଷ ହେଲା ଅଲଗା ଅଲଗା ରହୁଥିଲେ ।

Disrobed Body Of Woman Found On Riverbank: Deceased’s Family Suspects Rape Prior To Supari Killing I
ରାକ୍ଷସ ସ୍ୱାମୀ... ପ୍ରଥମେ ସ୍ତ୍ରୀକୁ ଗଣଦୁଷ୍କର୍ମ ! ପରେ ସୁପାରୀ ଦେଇ କଲା ହତ୍ୟା !

ସଂପୃକ୍ତ ମହିଳା ଜଣକ ଗତ ୩ ତାରିଖରୁ ନିଖୋଜ ଥିବା ଅଭିଯୋଗ ହୋଇଥିଲା । ଏହାର କିଛିଦିନ ପରେ ଅର୍ଥାତ ୨୦ ତାରିଖରେ ମାଲଦା ନଦୀରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଥିଲା ମୃତଦେହ ।

Woman tortured for dowry in Jagatsinghpur, husband and mother-in-law arrested
ଯୌତୁକ କରିଦେଲା ଅନ୍ଧ; ବୋହୂକୁ ତତଲା ତାୱା ଚେଙ୍କ ଦେଲେ ଅଧ୍ୟାପିକା ଶାଶୂ !

ଯୌତୁକ ପାଇଁ ବୋହୂକୁ ଅକଥନୀୟ ନିର୍ଯାତନା ! ଗରମ ତାୱାରେ ଚେଙ୍କ, ବେକରେ ଶିଳପୁଆ ଥୋଇ ହତ୍ୟା ଉଦ୍ୟମ ଅଭିଯୋଗ । ଅଧ୍ୟାପିକା ଶାଶୁ ଓ ସ୍ୱାମୀଙ୍କ ବିରୋଧରେ ଥାନାରେ ଏତାଲା । ବନ୍ଧା ହେଲେ ଶାଶୁ ଓ ସ୍ୱାମୀ । ଏଭଳି ଏକ ସଙ୍ଗୀନ ଅଭିଯୋଗ ମାମଲାରେ ଗତକାଲି ଜଗତସିଂହପୁର ଉଗ୍ରତାରା କଲୋନୀରୁ ।

Odisha’s Boudh
ଯୁଦ୍ଧରେ ଲଢିବା ପାଇଁ ବାସର ରାତିରୁ ଯାଇଛନ୍ତି ଯେ ଯାଇଛନ୍ତି...ବିତିଗଲାଣି ୬୧ ବର୍ଷ

୪ର୍ଥୀ ଦିନ ଫୋନ୍‌ ଆସିଲା...ସୀମାରେ ଚାଇନା ସହ ଯୁଦ୍ଧ ହେଲାଣି ତୁରନ୍ତ ଆସ । ବାହାଘରକୁ ମାତ୍ର ୪ ଦିନ ହୋଇଛି । ବାସର ରାତିରେ ସ୍ତ୍ରୀଙ୍କୁ କଥା ଦେଇଥିଲେ ବ୍ୟସ୍ତ ହେବୁନି, ମୁଁ ଜଲଦି ଫେରିଆସିବି । ଏହାରି ଭିତରେ ୬୧ ବର୍ଷ ବିତିଗଲା ପଛେ ଘରକୁ ସେ ଫେରିଲେ ନାହିଁ । ସ୍ୱାମୀଙ୍କ ଫେରିବା ବାଟକୁ ଆଜି ବି ଚାହିଁ ବସିଛି ସ୍ତ୍ରୀ

Woman Gets Husband Arrested 7 Times In Less Than 10 Year
ଆଶ୍ଚର୍ଯ୍ୟ !! ୧୦ ବର୍ଷରେ ସ୍ୱାମୀଙ୍କୁ ୭ ଥର ଜେଲ୍‌ ପଠାଇ ନିଜେ ବେଲ୍‌ରେ ଆଣିଛନ୍ତି ସ୍ତ୍ରୀ

ବିରଳ ଏ ସମ୍ପର୍କ.. ବିରଳ ଏ ବନ୍ଧନ...କାହିଁକି ସ୍ୱାମୀକୁ ବାରମ୍ବାର ଜେଲ୍‌ ପଠାଇ ବେଲ୍‌ରେ ଆଣୁଥିଲେ ସ୍ତ୍ରୀ ?

Asha ra aloka | Consumption of alcohol creates spat among husband and wife
ସିଏ ମୋଠାରୁ ସାନ, ମୁଁ ତାଙ୍କୁ କାହିଁକି କ୍ଷମା ମାଗିବି?

ମୁଁ ହଜାରେ ଜାଗାରେ କାମ କରୁଛି, କାହା ପାଖରେ କେତେବେଳେ କାମ କରିବି ସେ ହିସାବ ମୁଁ କେତେ ଥର ଦେବି? ସ୍ତ୍ରୀଙ୍କୁ ଲୁଚିକି ସ୍ୱାମୀ କାମ କରିବାକୁ ଯାଉଛନ୍ତି କି? ସୀମିତ ରୋଜଗାର ଭିତରେ ପରିବାର ଚଳାଇବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା କି ଫାଟ?

ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବା ପରେ ସ୍ତ୍ରୀ ହାତରୁ ଦାୟିତ୍ୱ ନେଲେ ସ୍ୱାମୀ...

ସ୍ତ୍ରୀ ଥିଲେ ସରପଞ୍ଚ । ହେଲେ ଏଥର ସ୍ୱାମୀ ସରପଞ୍ଚ ଭାବରେ ହେଲେ ବିଜୟୀ। ଯାହାଙ୍କ ହାତରେ ଦିନେ ନିଜ ଘରର ଦାୟିତ୍ୱ ଦେଇଥିଲେ ତାଙ୍କର ହାତରୁ ନେଲେ ନିଜ ଅଂଚଳର ଦାୟିତ୍ୱ। ଗଣତନ୍ତ୍ରର ସୁନ୍ଦର ମୁହୂର୍ତ୍ତକୁ ନେଇ ପୂରା ରାଜ୍ୟରେ ବଢୁଛି ଚର୍ଚ୍ଚା...

Berhampur Marital Discord Case - Wife Seek Justice After Husband Goes Missing After Living Together
ତପସ୍ୱିନୀଙ୍କ ପାଇଁ ଭଡ଼ାଘର ଖୋଜୁଛନ୍ତି ସୁମିତ୍

ବ୍ରହ୍ମପୁରର ବିବାଦୀୟ ଦମ୍ପତି ଡକ୍ଟର ସୁମିତ୍-ତପସ୍ୱିନୀଙ୍କ ସମ୍ପର୍କରେ ପୁଣି ଆସିଲା ନୂଆମୋଡ଼। ସ୍ୱାମୀ କୁଆଡ଼େ ଫେରାର ହୋଇଯାଇଥିବା ନେଇ ଗତକାଲି ତପସ୍ୱିନୀ ଭିଡିଓ କରି ସୂଚନା ଦେଇଥିବା ବେଳେ ଆଜି ସୁମିତଙ୍କ ଓକିଲ କରିଛନ୍ତି କିଛି ଏମିତି ଖୁଲାସା..

Jajpur Woman Cries For Help For Cancer Treatment Of Husband
କ୍ୟାନସରରେ ଆକ୍ରାନ୍ତ ସ୍ୱାମୀ....ଶଙ୍ଖା ସିନ୍ଦୂରକୁ ରକ୍ଷା କର, ମତେ ଟିକିଏ ସାହା ହୁଅ

କ୍ୟାନସରରେ ଆକ୍ରାନ୍ତ ସ୍ୱାମୀ। ସାହାଯ୍ୟ ମାଗୁଛନ୍ତି ସ୍ତ୍ରୀ....ଶଙ୍ଖା, ସିନ୍ଦୂରକୁ ବଂଚାଇ ରଖିବା ପାଇଁ କରୁଛନ୍ତି ସଂଘର୍ଷ, ଦେଖନ୍ତୁ ଏହି ହୃଦୟବିଦାରକ କାହାଣୀ