ବୃଦ୍ଧ ଙ୍କୁ ଖାଇବା କଥା ପଚାରି ବାରୁ ସେ ମୁଣ୍ଡ ହଲାଇ ଖାଇବାକୁ କହିଥିଲେ।କିଛି ଖାଦ୍ୟ ଆଣି ଆମେ ତାଙ୍କୁ ଉକ୍ତ ନଳ ଭିତରୁ ବାହାରକୁ ଡାକିବାରୁ ସେ ବାହାରକୁ ବାହାରି ଆସି ଖାଦ୍ୟ ଖାଇଥିଲେ। ସେହି ସମୟରେ କିଛି ତାଙ୍କ ବିଷୟରେ ଜାଣିବା ପାଇଁ ଆମେ ଚେଷ୍ଟା କରିଥିଲୁ, ହେଲେ ସେ କିଛି କହିବାକୁ ସକ୍ଷମ ହୋଇନଥିଲେ । ଖାଇସାରି ବୃଦ୍ଧ ଜଣକପୁଣି ସେଇ ସିମେଣ୍ଟ ନଳ ଭିତରକୁ ଯାଇ ରାତ୍ର ଯାପନ କରିଥିଲେ।
ବୟସ ଶହେ ଟପିଲାଣି । ଭାରତର ପ୍ରଥମ ନିର୍ବାଚନରେ ଭୋଟ୍ ଦେଇଥିଲେ ଏମାନେ । ନିଜର ମତ ସାବ୍ୟସ୍ତକରି ଗଢ଼ିଥିଲେ ସରକାର ।
ବୃଦ୍ଧ ଦମ୍ପତିଙ୍କୁ ଟିକିଏ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଥିଲା। ମାତ୍ର ବୃଦ୍ଧ ଅପେକ୍ଷା ନକରି ସ୍ତ୍ରୀଙ୍କୁ ହ୍ୱିଲଚେୟାରରେ ବସାଇ ନିଜେ ପାଦରେ ଚାଲିଚାଲି ଯାଇଥିଲେ। ପଡିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି।
ଜେଜେବାପା ବୟସର ଲୋକଙ୍କୁ ସ୍ନେହ ଆଦର ଦେବା ବଦଳରେ ବେକରେ ଜୋତାମାଳ ପିନ୍ଧାଇ ବୁଲାଇଲେ ।
ପିଲାଛୁଆ କେହି ନାହାନ୍ତି । ଘର ଦ୍ୱାର ବି କିଛି ନାହିଁ...ଭଙ୍ଗା କୁଡିଆରେ ୮୫ ବର୍ଷରେ ରହୁଛନ୍ତି ଏଇ ଦମ୍ପତି । ଏତେ ଅଭାବରେ ରହୁଥିବା ପରେ ବି ଦିନେ ଏମାନଙ୍କ ଭିତରେ ଝଗଡା ହୋଇନି କି ମନମାଳିନ୍ୟ ହୋଇନି । କେବେ କିଛି ମାଗିନାହାନ୍ତି...ବୟସର ଅପରାହ୍ନରେ ମାଗୁଛନ୍ତି ଖଣ୍ଡେ ଘର
ବୟସ କେବଳ ଏକ ସଂଖ୍ୟା। ନାମ ଆଉ ଗ୍ରାମ ପରି ବୟସ ମଧ୍ୟ ମଣିଷର ଏକ ପରିଚୟ। ବୟସ ଶରୀର ପାଇଁ ବେଡି ନୁହେଁ। ବୟସ ପାଇଁ କୌଣସି କାମ ଅଟକି ଯାଏନି। ଯଦି ଇଚ୍ଛାଶକ୍ତି ଥାଏ, କରିବାର ଆନ୍ତରିକତା ଥାଏ ତେବେ ବୟସ ଯେତେ ହେଉ ନା କାହିଁକି ମଣିଷ ତାହା କରି ଦେଖାଇଥାଏ। ଏହାର ଏକ ଉଦାହରଣ ହେଉଛନ୍ତି ୭୧ ବର୍ଷ ବୟସର ଏହି ବ୍ୟକ୍ତି ଜଣକ।
ବୟସ ଦେଖେନି ପ୍ରେମ। ବୁଢା ବୟସରେ ବି କମିନି ପ୍ରେମ... ବୁଢୀ ମାଉସୀକୁ ନଦେଖି କହିଲେ ସେ କୁଆଡ଼େ ଗଲା? ତା’କୁ କାହିଁକି ଆଣିଲନି... ମୁଁ ରାତିରେ ଏକା କେମିତି ରହିବି? ଦେଖନ୍ତୁ, ଆଉ କ’ଣ କହୁଛନ୍ତି ମଉସା...