• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chit Fund Scam

‘ଖୁବଶୀଘ୍ର ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ନିଷ୍ପତ୍ତି’
Chit Fund Scams: ଚିଟ୍‌ଫଣ୍ଡ ପ୍ରସଙ୍ଗକୁ ନେଇ ମନମୋହନଙ୍କ ବଡ଼ ବୟାନ; କହିଲେ, ଖୁବଶୀଘ୍ର ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ନିଷ୍ପତ୍ତି

ଚିଟ୍‌ଫଣ୍ଡ ଟଙ୍କା ଫେରାଇବା ପୂର୍ବ ସରକାରଙ୍କ ଦାୟିତ୍ୱ ଥିଲା, କିନ୍ତୁ ସେମାନେ କଲେ ନାହିଁ । ବର୍ତ୍ତମାନର ସରକାର ଫେରସ୍ତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବ ବୋଲି ମନମୋହନ ସାମଲ କହିଛନ୍ତି ।

Victim of chit fund scams
ମୁଖ୍ୟମନ୍ତ୍ରୀ ବି ହୋଇଛନ୍ତି ଚିଟଫଣ୍ଡ୍ ଠକେଇର ଶିକାର

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ହୋଇଛନ୍ତି ଚିଟଫଣ୍ଡ୍ ଠକେଇର ଶିକାର। ଏମିତି କି କଂଜ୍ୟୁମର କୋର୍ଟରେ ଅପିଲ୍ ପରେ ବି ମିଳିନଥିଲା ପଇସା। ଜାତୀୟ ଉପଭୋକ୍ତା ଦିବସ ଅବସରରେ କିଛି ଏମିତି କହି ଠକେଇରୁ ବଞ୍ଚିବାକୁ ସଚେତନ କରିଛନ୍ତି ମୋହନ। କିନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଚିଟ୍ଫଣ୍ଡ ଠକେଇ କାହାଣୀ ଆସିବା ପରେ ପୁଣି ଚର୍ଚ୍ଚାକୁ ଫେରିଛି ଚିଟଫଣ୍ଡ ପ୍ରସଙ୍ଗ।

 Chit-Fund Scam
‘ଖୁବ୍ ଶୀଘ୍ର ଫେରସ୍ତ ହେବ ଚିଟ୍ ଫଣ୍ଡ ଟଙ୍କା’

ଖୁବ୍ ଶୀଘ୍ର କ୍ଷତିଗ୍ରସ୍ତ ଚିଟ୍ ଫଣ୍ଡ ଜମାକାରୀ ଫେରିପାଇବେ ଟଙ୍କା । ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଲେ ମନମୋହନ ।

Chitfund Issue
ଭୋଟ୍ ପଶାପାଲିରେ ବଡ଼ ମୁଦ୍ଦା ଚିଟ୍‌ଫଣ୍ଡ, ସରକାରକୁ ଆସିଲେ ଦେଢ଼ ବର୍ଷରେ ଟଙ୍କା ଫେରାଇବ ବିଜେପି

ବିଜେପି ପାଇଁ ବଡ଼ ପ୍ରସଙ୍ଗ ଚିଟ୍ଫଣ୍ଡ ଦୁର୍ନୀତି। ଚଳିତ ନିର୍ବାଚନରେ ଦଳ ଏହାକୁ ବଡ଼ ମୁଦ୍ଦା କରିଛି। ସରକାରକୁ ଆସିଲେ ଦେଢ ବର୍ଷ ଭିତରେ କ୍ଷତିପୂରଣ ମିଳିବ ବୋଲି ଘୋଷଣା ବି କରିଛି ଦଳ।

Seashore chit fund scam
ଭୋଟ୍ ପୂର୍ବରୁ କଡ଼ ଲେଉଟାଇବ କି ଚିଟ୍‌ଫଣ୍ଡ ମାମଲା ? ସିସୋର ଲିଙ୍କରେ ୯ ବର୍ଷ ପରେ ସିବିଆଇର ଚାର୍ଜଫ୍ରେମ୍

ମାସେ କି ବର୍ଷେ ନୁହେଁ, ଦୀର୍ଘ ୯ ବର୍ଷ ପରେ ଚିଟଫଣ୍ଡ ମହା ଘୋଟାଲାରେ ହୋଇଛି ଚାର୍ଜଫ୍ରେମ୍ । ୫ଶହ କୋଟିର ସିସୋର ଚିଟଫଣ୍ଡ ମାମଲାରେ ଅନ୍ୟତମ ଅଭିଯୁକ୍ତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି ସିବିଆଇ କୋର୍ଟରେ ।

Seashore chit fund scam
ଭୋଟ୍ ପୂର୍ବରୁ କଡ଼ ଲେଉଟାଇବ କି ଚିଟ୍‌ଫଣ୍ଡ ମାମଲା ? ସିସୋର ଲିଙ୍କରେ ୯ ବର୍ଷ ପରେ ସିବିଆଇର ଚାର୍ଜଫ୍ରେମ୍

ମାସେ କି ବର୍ଷେ ନୁହେଁ, ଦୀର୍ଘ ୯ ବର୍ଷ ପରେ ଚିଟଫଣ୍ଡ ମହା ଘୋଟାଲାରେ ହୋଇଛି ଚାର୍ଜଫ୍ରେମ୍ । ୫ଶହ କୋଟିର ସିସୋର ଚିଟଫଣ୍ଡ ମାମଲାରେ ଅନ୍ୟତମ ଅଭିଯୁକ୍ତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି ସିବିଆଇ କୋର୍ଟରେ ।

Chitfund Case
ଠକ କମ୍ପାନୀର ଲୋଭନୀୟ ସ୍କିମ୍‌ରେ ପଡି ଲକ୍ଷଲକ୍ଷ ହରାଇବାକୁ ବିତିଲାଣି ୧୦ ବର୍ଷ

ଠକ କମ୍ପାନୀର ଲୋଭନୀୟ ସ୍କିମର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇବାକୁ ବିତିଗଲାଣି ୧୦ ବର୍ଷ । ଆଶା ଥିଲା ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତଙ୍କୁ ଜମାଟଙ୍କା ଫେରାଇବେ ସରକାର ।

Big Jolt To BJD Leader Rabindra Jena
ବିଜେଡି ନେତା ରବୀନ୍ଦ୍ର ଜେନାଙ୍କୁ ବଡ଼ ଝଟ୍‌କା

ବିଜେଡି ନେତା ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପାଇଁ ବଢ଼ିଲା ଅଡୁଆ। ସିସୋର ଚିଟ୍‌ଫଣ୍ଡ ଲିଙ୍କ୍ ମାମଲାରେ ଖାରଜ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି।

Chit fund scam
ଚିଟଫଣ୍ଡ ମାମଲାରେ ସିବିଆଇକୁ ସୁପ୍ରିମକୋର୍ଟ ଛାଟ

ଟଙ୍କା ଫେରି ପାଇବାକୁ ୧୦-୧୫ବର୍ଷ ଅପେକ୍ଷା କରିପାରିବେନି ଜମାକାରୀ,କେମିତି ଓ କେବେ ସୁଦ୍ଧା ଟଙ୍କା ଫେରାଯିବ ଜଣାଇବାକୁ ନିର୍ଦ୍ଦେଶ

Chit fund scam: Supreme Court seeks status report from CBI
ଚିଟ୍‌ଫଣ୍ଡ ଠକେଇ ମାମଲା: CBIକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ଚିଟ୍‌ଫଣ୍ଡ ଠକେଇ ମାମଲାରେ CBIକୁ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି। ମାମଲାର ଅଗ୍ରଗତି ସମ୍ପର୍କରେ ସୋମବାର ସୁଦ୍ଧା ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Chitfund Case
ଦଶ ବର୍ଷ ହେବ ଜମାକାରୀଙ୍କ ଟଙ୍କା କାହିଁକି ଫେରସ୍ତ ହୋଇନି: ସୁପ୍ରିମକୋର୍ଟ

ଓଡ଼ିଶାର ଚିଟଫଣ୍ଡ ଠକେଇରେ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ଓ ସିବିଆଇ କଣ ପଦକ୍ଷେପ ନେଇଛନ୍ତି ଜାଣିବାକୁ ଚାହିଛନ୍ତି କୋର୍ଟ ।

Stock Market Trading Scam Busted
ଶେୟାର ମାର୍କେଟ୍‌ ନାଁରେ ଚିଟ୍‌ଫଣ୍ଡ କାରବାର, ଠକି ନେଲେ ୧୦ କୋଟିରୁ ଅଧିକ ଟଙ୍କା

ଶେୟାର ମାର୍କେଟ ଆଡଭାଇଜରୀ ସଂସ୍ଥା ନାଁରେ ଚାଲୁଛି ଚିଟ୍‌ଫଣ୍ଡ କାରବାର। ଶେୟାର ମାର୍କେଟ କାରବାର ନାଁରେ ୧୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ୨ ଜଣଙ୍କୁ ଗିରଫ କରିଛି।

Ponzi Firm Director Arrested From Kolkata
କୋଲକାତାରୁ ଧରାପଡ଼ିଲା ଚିଟ୍‌ଫଣ୍ଡ ଠକ, ୧୫ କୋଟି ଟଙ୍କା ନେଇ ଫେରାର ଥିଲେ

କୋଲକାତାରୁ ଧରାପଡ଼ିଲା ଚିଟ୍‌ଫଣ୍ଡ ଠକ। ୧୫ କୋଟି ଟଙ୍କା ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ମାସ୍‌ ଇନଫ୍ରା ରିଆଲିଟି ଲିମିଟେଡ୍‌ର ନିର୍ଦ୍ଦେଶକ ତପନ କୁମାର ସାମନ୍ତ ଗିରଫ ହୋଇଛନ୍ତି।

chit fund scam
ଚିଟଫଣ୍ଡ ଟଙ୍କା ଲୁଟି ଫିଲ୍ମ ଜଗତରେ ବିନିଯୋଗ କରୁଥିଲେ ପୂର୍ବତନ ବିଧାୟକ

ଚିଟଫଣ୍ଡ ଠକେଇର ଗିରଫ ହୋଇଥିବା ବିଶାଖାପାଟଣାର ପୂର୍ବତନ ବିଧାୟକଙ୍କର ତେଲୁଗୁ ଫିଲ୍ମ ଲିଙ୍କ ଥିବା ଜଣାପଡ଼ିଛି। କୋଟି କୋଟି ଟଙ୍କା ଗ୍ରାହକଙ୍କଠାରୁ ଠକି ସେ ତିଆରି କରୁଥିଲେ ଫିଲ୍ମ। 

Ex MLA arrested
ଚିଟ୍‌ ଫଣ୍ଡ ଦୁର୍ନୀତି ମାମଲାରେ ଗିରଫ ହେଲେ ପୂର୍ବତନ ବିଧାୟକ

ଚିଟଫଣ୍ଡ ଠକେଇର ଚେର ଓଡ଼ିଶାରୁ ଲମ୍ବିଛି ଆନ୍ଧ୍ର ଯାଏ। ଚିଣ୍ଡ ଫଣ୍ଡ ଦୁର୍ନୀତି ମାମଲାରେ  ଗିରଫ ହୋଇଛନ୍ତି ଆନ୍ଧ୍ର ପ୍ରଦେଶର ଜଣେ ପୂର୍ବତନ ବିଧାୟକ ।